ଭଗବାନ ଶିବଙ୍କୁ ଶୁଦ୍ର ଏବଂ ଜଗନ୍ନାଥଙ୍କୁ ଆଦିବାସୀ କହି ବିବାଦରେ ଜେଏନୟୁ କୁଳପତି

ଜେଏନୟୁର କୁଳପତି ଶାନ୍ତିଶ୍ରୀ ଧୁଲିପଦି ପଣ୍ଡିତ ନିଜର ବିବଦାୟ ମନ୍ତବ୍ୟ ପାଇଁ ବର୍ତ୍ତମାନ ବିବାଦରେ ପଡିଛନ୍ତି । ସୋମବାର ଦିନ ଡକ୍ଟର ବି. ଆର ଆମ୍ବେଦକରଙ୍କ ବ୍ୟକ୍ତୃତା ସିରିଜରେ ଡକ୍ଟର ବି.ଆର ଆମ୍ବେଦକରଙ୍କ ଚିନ୍ତାଧାରା ଲିଙ୍ଗ ଜଷ୍ଟିସ -ୟୁନିଭର୍ମ ସିଭିଲ କୋଡ ଡିକୋଡିଂରେ ନିଜର…

କରୋନାରେ ଆକ୍ରାନ୍ତ ହେଲେ ଭାରତର ମୁଖ୍ୟ କୋଚ ରାହୁଲ ଦ୍ରାବିଡ

ଆଗକୁ ଏସିଆ କପ ଅନୁଷ୍ଠିତ ହେବାକୁ ଯାଉଛି । କିନ୍ତୁ ଇତି ମଧ୍ୟରେ ଭାରତୀୟ ଫ୍ୟାନ ଏବଂ ଭାରତୀୟ ଦଳକୁ ଏକ ଶକ୍ତ ଝଟକା ଲାଗିଛି । ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ କରୋନା ପଜିଟିଭ ଆସିଛନ୍ତି । ଏସିଆ କପ ପାଇଁ ଭାରତୀୟ ଦଳ ଅଗଷ୍ଟ ୨୩ରେ ୟୁଏଇ ଯିବାର ଯୋଜନା ଥିଲା । ଅଗଷ୍ଟ ୨୭ରେ ୟୁଏଇ…

ଅଗଷ୍ଟ ୨୭ରେ ହେବ ଏଏସଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ପରୀକ୍ଷା

ଅଗଷ୍ଟ ୨୧ରେ ହେବାକୁ ଥିବା ଏଏସଓ ପରୀକ୍ଷା ବନ୍ୟା ପାଇଁ ବାତିଲ କରାଯାଇଥିଲା ଏବଂ ଆଗାମୀ ୨୭ରେ ଏହାର ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହି ତାରିଖକୁ ନେଇ ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଟ୍ୱିଟ କରି ଜଣାଇଛନ୍ତି । ଏହି ପରୀକ୍ଷା ସମୁଦାୟ ୩ଟି ସିଟିଂରେ ହେବାକୁ ଯାଉଛି । ସକାଳ ୯ରୁ…

ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଖାଦ୍ୟରେ ନିଶ୍ଚିନ୍ତଭାବେ ସାମିଲ କରନ୍ତୁ ଏହି ସମସ୍ତ ଉତ୍ପାଦ

ଖାଦ୍ୟ ପ୍ରସ୍ତୁତ ପାଇଁ ଆପଣ ବିଭିନ୍ନ ପ୍ରକାରର ମସଲା ଏବଂ ମସଲା ଜାତୀୟ ଉତ୍ପାଦ ବ୍ୟବହାର କରୁଥିବେ । କିନ୍ତୁ ଜାଣନ୍ତି କି ଏପରି କିଛି ଉତ୍ପାଦ ରହିଛି ଯାହା ଖାଦ୍ୟରେ ସ୍ୱାଦକୁ ବୃଦ୍ଧି କରିବା ସହିତ ଶରୀରରେ ସୁପରଫୁଡ ପରି କାର୍ଯ୍ୟ କରିଥାଏ । ଏହି ସମସ୍ତ ଉତ୍ପାଦ ଆପଣଙ୍କ ରୋଷେଇ ଘରେ…

ମଥୁରାର ବାଙ୍କେ ବିହାରୀ ମନ୍ଦିରରେ ଶ୍ୱାସରୁଦ୍ଧରେ ୨ମୃତ

ମଥୁରାର ବାଙ୍କେ ବିହାରୀ ମନ୍ଦିରରେ କୃଷ୍ଣ ଜନ୍ମାଷ୍ଟମୀ ପାଇଁ ଆଳତି କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ୨ଜଣ ଙ୍କର ମୃତ୍ୟୁ ଘଟିଛି ଏବଂ ବହୁ ଲୋକେ ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଉର୍ତ୍ତି ହୋଇଛନ୍ତି । ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କ ଅନୁଯାୟୀ ସେଠାରେ ପାଦ ରଖିବାକୁ ବି ସ୍ଥାନ ନଥିଲା…

ହୀରାକୁଦରେ ଆଉ ୪ଟି ଗେଟ ବନ୍ଦ ହେଲା

ରାଜ୍ୟରେ ବନ୍ୟାର ବିପତି କମ ହୋଇଆସୁଥିବା ବେଳେ ହୀରାକୁଦରେ ଆଉ ୪ଟି ଗେଟ ବନ୍ଦ ହେବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ବର୍ତ୍ତମାନ ସମୁଦାୟ ୧୬ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ହୀରାକୁଦର ଜଳ ସ୍ତର ୬୨୧କୁ ଖସିଯାଇଛି । ହୀରାକୁଦ ଡ୍ୟାମରେ ବର୍ତ୍ତମାନ ୧, ୮୩, ୩୮ କ୍ୟୁସେକ ଜଳ…

ସେପ୍ଟେମ୍ବର ୫ରେ ପ୍ରକାଶ ପାଇବ ପିଜି ପାଇଁ ମେରିଟ ଲିଷ୍ଟ

ରାଜ୍ୟରେ ସରକାରୀ ବିଶ୍ୱ ବିଦ୍ୟାଳୟରେ ଏବଂ ଡିଗ୍ରି କଲେଜମାନଙ୍କରେ ସ୍ନାତକୋତ୍ତର ପିଜି ପାଠ୍ୟକ୍ରମ ପାଇଁ ମେରିଟ ଲିଷ୍ଟ ଆସନ୍ତା ମାସ ସେପ୍ଟେମ୍ବର ୫ରେ ପ୍ରକାଶ ପାଇବ । ଅଗଷ୍ଟ ୨୫ରେ ଏହି ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏହାର ତାରିଖ ପୋଷ୍ଟପୋନ କରିଛି ।…

ଏପରି ଖାଦ୍ୟ ଯାହା ତୁରନ୍ତ ଆଣିବ ଆପଣଙ୍କ ରକ୍ତ ଶର୍କରାରେ ନିୟନ୍ତ୍ରଣ

ଏପରି କୌଣସି ଖାଦ୍ୟ ନାହିଁ ଯାହା ଆପଣଙ୍କ ଶରୀରରୁ ସମ୍ପୂର୍ଣ୍ଣଭାବେ ଡାଇବେଟିସକୁ ନାଶ କରିପାରିବ । କିନ୍ତୁ ଏପରି କିଛି ଅଛି ଯାହା ତୁରନ୍ତ ଆପଣଙ୍କ ରକ୍ତ ଶର୍କରା ତଥା ଡାଇବେଟିସକୁ ନିୟନ୍ତ୍ରଣ କରିପାରିବ । ଆପଣ ଇନସୁଲିନ ନେଉଥିଲେ ଏହି ଇନସୁଲିନର ମଧ୍ୟ ଆବଶ୍ୟକ ପଡିବ ନାହିଁ । ଏକ ଶରୀରରେ…

ରତନ ଟାଟା ଆଣିଲେ ବରିଷ୍ଠ ନାଗରିକଙ୍କ ପାଇଁ ଗୁଡଫେଲୋଜ ଷ୍ଟାର୍ଟଅପ

ଦେଶର ବିଶେଷ ଶ୍ରେଷ୍ଠ ଉଦ୍ୟୋଗପତି ରତନ ଟାଟା ବରିଷ୍ଠ ନାଗରିକଙ୍କ ଉଦେ୍ଦଶ୍ୟରେ ଏକ ଷ୍ଟାର୍ଟଅପ ପ୍ଲାନ ଗୁଡଫଲୋଜର ଶୁଭାରମ୍ଭ କରିଛନ୍ତି । କର୍ନେଲ ୟୁନିଭର୍ସିଟି ଏମବିଏ ପାଟସଆଉଟ ଛାତ୍ର ଶାନ୍ତନୁ ନାଇଡୁ ଏହି ଷ୍ଟାର୍ଟଅପର ପ୍ରତିଷ୍ଠାତା ଅଟନ୍ତି । ୨୮ବର୍ଷିୟ ଶାନ୍ତନୁ ନାଇଡୁ ଟାଟା ଗ୍ରୁପରେ…

ଦୁଇ ଟଙ୍କା ଲେଖାଏଁ ବଢିଲା ଅମୁଲ ଏବଂ ମଦର ଡାଏରି ମିଲ୍କ ମୂଲ୍ୟ

ଦେଶର ସର୍ବବୃହତ ବିକ୍ରି ଦେଉଥିବା ଦୁଗ୍ଧ ଅମୁଲ ଏବଂ ମଦରଡାଏରୀରର ମୂଲ୍ୟ ୨ଟଙ୍କା ଲେଖାଏଁ ବୃଦ୍ଧି ପାଇଛି । ଗୁଜୁରାଟ କୋ-ଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ ପକ୍ଷରୁ ଏହି ମୂଲ୍ୟ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ମୂଲ୍ୟ ବୁଧବାର ଠାରୁ ଲାଗୁହେବ । ଦର ବୃଦ୍ଧି ପରେ ଅମୁଲ ଗୋଲ୍ଡ…