Browsing Category

ମନୋରଞ୍ଜନ

ଆଞ୍ଜେଲ୍ ୱାନ୍ ପକ୍ଷରୁ ଆଇପିଏଲ୍ ସହିତ ଅଫିସିଆଲ୍ ସହଯୋଗିତା

ଭୁବନେଶ୍ୱର: ଅଗ୍ରଣୀ ପ୍ରଯୁକ୍ତିଭିତିକ ଆର୍ଥିକ ସେବା ପ୍ରଦାନକାରୀ ଆଞ୍ଜେଲ୍ ୱାନ୍ ଲିମିଟେଡ୍ ପକ୍ଷରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ସହ ସହଯୋଗିତା ସ୍ଥାପନ କରାଯାଇଛି । ୨୦୨୪ରୁ ୨୦୨୮ ପର୍ଯ୍ୟନ୍ତ କମ୍ପାନି ଆଇପିଏଲ୍ ସହ ଯୋଡ଼ି ହୋଇ ରହିବ ଏବଂ ଆର୍ଥିକ ସେବା ବର୍ଗରେ ଆଇପିଏଲ୍‌ର…

ଓଲିଉଡ କଳାକାରଙ୍କ ସହ ହୋଲି ଖେଳିଲେ କିସ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୨୫ ।୩: ସୋମବାର କିସ୍‍ରେ ପାଳିତ ହୋଇଯାଇଛି । ଏଥିପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଥିଲା । କିସ୍‍ ଛାତ୍ରଛାତ୍ରୀମାନେ ବିଶିଷ୍ଟ ଓଡ଼ିଆ ସିନେ ତାରକା, ସାହିତ୍ୟିକ, କଳାକାର, ବ୍ୟଙ୍ଗକାର, ବୁଦ୍ଧିଜୀବୀ, ସମାଲୋଚକ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ

ଜାପାନରେ ୫.୩ ତୀବ୍ରତାର ଭୂକମ୍ପ, ଅଳ୍ପକେ ବର୍ତ୍ତିଲେ ଏସ.ଏସ ରାଜାମୌଲୀ ଓ ପୁଅ କାର୍ତ୍ତିକେୟ

ସାଉଥ୍‍ ସିନେମାର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଏସ୍‍.ଏସ୍‍ ରାଜାମୌଲି ତାଙ୍କ ପୁଅ ଏସ୍‍ କାର୍ତ୍ତିକେୟଙ୍କ ସହ ଗତ କିଛି ଦିନ ହେବ ଜାପାନରେ ରହିଛନ୍ତି । ଆରଆରଆର ର ସ୍କ୍ରିନିଂ ପାଇଁ ଜାପାନରେ ପହଂଚିଥିଲେ ରାଜାମୌଲି । ମାର୍ଚ୍ଚ ୨୧ ଗୁରୁବାର ଦିନ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା ।…

ବବୀତାଜୀଙ୍କ ସହ ନିର୍ବନ୍ଧ ଖବରକୁ ନେଇ ମୁହଁ ଖୋଲିଲେ ଟପ୍ପୁ

ଭୁବନେଶ୍ୱର : ସୋସିଆଲ ମିଡିଆରେ ଗତ କିଛି ଦିନ ହେବ ଏହି ସୋ’ର ଚର୍ଚ୍ଚିତ କଳାକାର ବବିତାଜୀ (ମୁନମୁନ ଦତ୍ତ) ଏବଂ ଟପ୍ପୁ (ରାଜ ଅନାଦକତ)ଙ୍କର ନିର୍ବନ୍ଧ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ବର୍ତ୍ତମାନ ରାଜ ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା ସଂପର୍କରେ ମୁହଁ ଖୋଲିଛନ୍ତି ।…

ଟିଏମସି ଟିକେଟରୁ ନିର୍ବାଚନ ଲଢିବେ ରଚନା ବାନାର୍ଜୀ

ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ, ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ନାମ ଘୋଷଣା କରିଛନ୍ତି। ରଚନା ବାନାର୍ଜୀ ବଙ୍ଗାଳୀ ଏବଂ ଓଡ଼ିଆ ଚଳଚ୍ଚିତ୍ରରେ ଏକ ଜଣାଶୁଣା ନାମ, ଯଦିଓ ସେ ଗତ କିଛି ବର୍ଷ ଧରି ବଡ ପରଦାରୁ ଦୂରରେ ଥିଲେ ମଧ୍ୟ ଏହା ପରେ ମଧ୍ୟ ତାଙ୍କର ଲୋକପ୍ରିୟତା ହ୍ରାସ ପାଇ…

ପୁଣିଥରେ ବିବାହ କଲେ ରାଖୀ ସାୱନ୍ତଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ

ବଲିଉଡର ହଟ୍ ଡ୍ୟାନ୍ସର ତଥା ଅଭିନେତ୍ରୀ ରାଖୀ ସାୱନ୍ତଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ୍ ପୁଣିଥରେ ବିବାହ କରିଛନ୍ତି। ସେ ଜୟପୁରରେ 'ବିଗ୍ ବସ୍ ୧୨' ପ୍ରତିଯୋଗୀ ସୋମି ଖାନଙ୍କୁ ବିବାହ କରିଥିବା ସୂଚନା ମିଳିଛି । ବିବାଦଠାରୁ ଦୁରେଇ ରହିବା ପାଇଁ ଏହି ଦମ୍ପତି ଏପର୍ଯ୍ୟନ୍ତ ଏହି ଖବରକୁ…

ନିଜ ନୂଆ ଫିଲ୍ମର ପୋଷ୍ଟର ଓ ରିଲିଜ ତାରିଖ ସେୟାର କଲେ ଜନ୍‌

ଜନ୍‌ ଆବ୍ରାହମଙ୍କ ପାଇଁ ବର୍ଷ ୨୦୨୩ ଜବରଦସ୍ତ ଥିଲା, କାରଣ ଜାନୁଆରୀରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ସହ ତାଙ୍କ ଫିଲ୍ମ ‘ପଠାନ୍‌’ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୧୦୦୦ କୋଟିରୁ ଅଧିକ ଆୟ କରି ଏକ ନୂଆ ରେକର୍ଡ଼ କରିଥିଲା। ଇତି ମଧ୍ୟରେ ଜନ୍‌ଙ୍କ ଆଗାମୀ…

ବଲିଉଡ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଦେହାନ୍ତ, ଏହି ଗମ୍ଭୀର ରୋଗର ଥିଲେ ଶୀକାର

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଗର୍ଭାଶୟ କର୍କଟ(cervical cance) କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା। ୨୦୧୧ ମସିହାରେ ପୁନମ୍ ପାଣ୍ଡେଙ୍କର ଏକ…

ସ୍ନିଗ୍ଧା ମାଲବୀୟ ପିନ୍ଧିଲେ କିଟ୍ ନହ୍ନିପରୀ ମୁକୁଟ ୨୦୨୩

ଭୁବନେଶ୍ୱର, ୨୭/୧୨: ଉତ୍ତରପ୍ରଦେଶର ସ୍ନିଗ୍‍ଧା ମାଲବୀୟ କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୩ ଟାଇଟଲ୍ ହାସଲ୍ କରିଛନ୍ତି । କିଟ୍ ଫିଲ୍ମ ଆଣ୍ଡ ଫେସନ ସ୍କୁଲ୍‍ ପକ୍ଷରୁ ଆୟୋଜିତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ’ ୨୦୨୩ର ଫାଇନାଲ୍ ତଥା ମେଗା ରାଉଣ୍ଡ ବୁଧବାର ଶେଷ ହୋଇଛି ।

ଓପନିଂ କଲେକ୍ସନରେ ସଲାରର ଯାଦୁ : ଭାଙ୍ଗୁଛି ବିଭିନ୍ନ ରେକର୍ଡ଼

ପରଦାକୁ ଆସିଛି ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ସିନେମା ସଲାର । ତାଙ୍କ ଷ୍ଟାରଡମ ଉପରେ କିଛି ଦିନ ତଳେ ଉଠିଥିଲା ପ୍ରଶ୍ନବାଚୀ । ତେବେ ବର୍ତ୍ତମାନ ତାଙ୍କ ଅଭିନିତ ସିନେମା ସମାଲୋଚକଙ୍କ ମୁହଁ ବନ୍ଦ କଲା ଭଳି କ୍ଷମତା ରଖୁଛି । ଓପନିଂ କଲେକ୍ସନରେ ସଲାର ଦେଖାଇଛି ଯାଦୁ । ଜୱାନ-ପଠାନ ଭଳି