ମର୍ଣ୍ଣିଂ ୱାକ କରୁଛନ୍ତି କି, ଜାଣନ୍ତୁ କଣ ପଡିଥାଏ ଆପଣଙ୍କ ଶରୀରରେ ଏହାର ପ୍ରଭାବ

ପ୍ରାୟତଃ ସମସ୍ତେ ଓଜନର ନିୟନ୍ତ୍ରଣ କରିବାରେ ହେଉ କିମ୍ବା ନିଜକୁ ଫିଟ କରିବାକୁ ହେଉ ମର୍ଣ୍ଣିଂୱାର୍କ କରିଥାନ୍ତି । ମର୍ଣ୍ଣିଂ ୱାକ କରିବା ଦ୍ୱାରା ସମ୍ପୂର୍ଣ୍ଣ ଶରୀରରେ ଏକ ଭିନ୍ନ ପ୍ରଭାବ ପଡିଥାଏ । ଶରୀରରେ ଏହାର ବିଭିନ୍ନ ପ୍ରଭାବ ସମ୍ପର୍କରେ ଜାଣନ୍ତୁ . . . . ୧. ପ୍ରତିଦିନ ମର୍ଣ୍ଣିଂ…

ନିଜ ସରକାରୀ ବାସଭବନରେ ରାଜ୍ୟଗୋଷ୍ଠୀ କ୍ରୀଡାର ମେଡାଲ ବିଜେତାଙ୍କ ସହିତ ବାର୍ତ୍ତାଳାପ କରିଲେ ପ୍ରଧାନମନ୍ତ୍ରୀ…

ନିଜର ସରକାରୀ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟଗୋଷ୍ଠୀ କ୍ରୀଡାରେ ମେଡାଲ ବିଜେତାଙ୍କ ସହିତ ଶନିବାର ଦିନ ବାର୍ତାଳାପ କରିଥିଲେ । ପ୍ରଥମ ଥର ପାଇଁ ମୋଦି ବିଜେତାମାନଙ୍କ ସହିତ ସାମନିସାମନି ଆଲୋଚନା କରିଥିଲେ । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଟୋକିଓ ଅଲମ୍ପିକ…

ସଂକଟାପନ୍ନ ଅବସ୍ଥାରେ ଭେଣ୍ଟିଲେଟରରେ ଅଛନ୍ତି ଲେଖକ ସଲମାନ ରୁସଦି

ଗତକାଲି ନିୟୁର୍କରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିାବ ସମୟରେ ସଲମାନ ରୁସଦି ଉପରେ ଜଣେ ଯୁବକ ଛୁରା ମାଡ କରିଥିଲା । ରୁସଦିଙ୍କ ଗଳାରେ ୧୦ରୁ ୧୫ ଥର ଛୁରାମାଡ ହୋଇଥିବା ବେଳେ ତାଙ୍କୁ ହେଲିକାପ୍ଟର ସାହାଯ୍ୟରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ…

ହୀରାକୁଦ ଡ୍ୟାମରେ ୨୮ଟି ଗେଟ ଖୋଲିଲା, ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା

ହୀରାକୁଦ ଡ୍ୟାମରେ ପୁନର୍ବାର ୪ଟି ଗେଟ ଖୋଲାଯାଇଛି ଯାହାର ସଂଖ୍ୟା ୨୮ରେ ପହଞ୍ଚିଛି । ଏହା ଦ୍ୱାରା ମହାନଦୀରେ ଗୋଟିଏ ଛୋଟ ବନ୍ୟା ସମସ୍ୟା ଦେଖାଯାଇଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି । ମିଶ୍ରଙ୍କ କହିବା ଅନୁଯାୟୀ ଅଗଷ୍ଟ ୫ ସୁଦ୍ଧା ୭ରୁ ୮ଲକ୍ଷ…

ପ୍ରିୟଙ୍କା ଗାନ୍ଧୀଙ୍କ ପରେ ପୁଣି କୋରନାରେ ଆକ୍ରାନ୍ତ ହେଲେ ସୋନିଆ ଗାନ୍ଧୀ

ଅଗଷ୍ଟ ୧୦ରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସେ ଆଇସୋଲେସନରେ ରହିଥିଲେ । ଏହା ପରେ ଆଜି ସୋନିଆଙ୍କ ଶରୀର ଖରାପ ଥିବାରୁ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ସେ ମଧ୍ୟ ଆଇସୋଲେସନରେ ଅଛନ୍ତି । ଏହା ପୂର୍ବରୁ ସେ ଦୁନ ମାସରେ…

ଖୋଲିଲା ହୀରାକୁଦର ଆଉ ୪ଟି ଡ୍ୟାମ, ଉପୁଜିଲା ବନ୍ୟା ସମ୍ଭାବନା

ଲଘୁଚାପ ଜନିତ ବର୍ଷା ଲାଗିରହିଥିବାରୁ ହୀରାକୁଦର ଆଉ ୪ଟି ଡ୍ୟାମ ଖୋଲାଯାଇଛି । ଏହାକୁ ମିଶାଇ ସମୁଦାୟ ୨୪ଟି ଡ୍ୟାମ ଖୋଲିଥିବାରୁ ବନ୍ୟା ପରିସ୍ଥିତିକୁ ନେଇ ସଜାଗ ରହିବାକୁ ସର୍ତକତା ଦର୍ଶାଯାଇଛି । ପୂର୍ବରୁ ହୀରାଦୁଦର ବାମ ପାଶ୍ୱର୍ରେ ୧୬ଟି ଗେଟ ଖୋଲାଯାଇଥିଲା । ପରେ ଡାହାଣ ପାଶ୍ୱର୍ରେ…

ଜ୍ୟାକଲିନଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କର ଫିଟନେସର ରାଜ

ଜ୍ୟାକଲିନଙ୍କର ଜନ୍ମଦିନ କାଲି ଥିବା ବେଳେ ସେ ନିଜର ଜନ୍ମଦିନ ଏକ ପ୍ରାଣୀ ଆଶ୍ରୟସ୍ଥଳୀରେ ପାଳନ କରିଛନ୍ତି । ଏହାର ଫଟୋ ସେ ନିଜର ଇନଷ୍ଟାଗ୍ରାମରେ ସେୟାର କରି ସେ ବହୁତ ଖୁସି ଅଛନ୍ତି ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି । ଆସନ୍ତୁ ଜାଣିବା ତାଙ୍କର ଫିଟନେସର ରାଜ କଣ କେମିତି ରଖନ୍ତି ସେ ନିଜକୁ…

ଓଡିଶା ହାଇକୋର୍ଟରେ ଆଉ ୨ ନୂତନ ବିଚାରପତି ନିଯୁକ୍ତ

ଆଜି ଓଡିଶା ହାଇକୋର୍ଟରେ ୨ ନୂତନ ବିଚାରପତି ନିଯୁକ୍ତି ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୌରୀଶଙ୍କର ଶତପଥୀ ଏବଂ ଚିତ୍ତ ରଞ୍ଜନ ଜାଶ ନୂତନ ବିଚାରପତିଭାବେ ନିଯୁକ୍ତ ହୋଇଛନ୍ତି ।

ଜାଣନ୍ତୁ କେଶ ଝଡା ଏବଂ କେଶର ଶୁଷ୍କତା ପାଇଁ କେତେ ଉପକାରୀ ଚାହା ପତି ପାଣି

ଭାରତରେ ଚାହା ପିଇବାକୁ ସମସ୍ତେ ଭଲ ପାଇଥାନ୍ତି । ଚାହା ପିଇବାକୁ ସୁସ୍ୱାଦୁ ହୋଇଥିବା ବେଳେ ଏହାର ପାଣି କେଶର ବୃଦ୍ଧି ଏବଂ କେଶର ଶୁଷ୍କତା ପାଇଁ ଖୁବ ଳାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା କିପରି କରିବେ ଏହି ଚାହାପତି ପାଣିର ବ୍ୟବହାର ଏବଂ ଏହା କେଶ ପାଇଁ କେତେ ଉପକାରୀ । ୧. ଚାହାପତିରେ…

ରାଜ୍ୟ କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ୪୫ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ପ୍ରାରମ୍ଭ ହୋଇଥିଲା । ଏହି ବୈଠକରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ଯୋଜନା ଅର୍ନ୍ତଗତ ଢେଙ୍କାନାଳର ତିନୋଟି ଗ୍ରାମ୍ୟ ପାନୀୟ ଜଳ…