ଅଗଷ୍ଟ ୨୭ରେ ହେବ ଏଏସଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ପରୀକ୍ଷା


ଅଗଷ୍ଟ ୨୧ରେ ହେବାକୁ ଥିବା ଏଏସଓ ପରୀକ୍ଷା ବନ୍ୟା ପାଇଁ ବାତିଲ କରାଯାଇଥିଲା ଏବଂ ଆଗାମୀ ୨୭ରେ ଏହାର ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହି ତାରିଖକୁ ନେଇ ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଟ୍ୱିଟ କରି ଜଣାଇଛନ୍ତି । ଏହି ପରୀକ୍ଷା ସମୁଦାୟ ୩ଟି ସିଟିଂରେ ହେବାକୁ ଯାଉଛି । ସକାଳ ୯ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଶନିବାର ସକାଳ ୯ରୁ ୧୦.୩୦ ଜେନେରାଲ ଆୱାରନେସ, ୧.୩୦ରୁ ଦିନ୧.୦୦ ରିଜେନିଂ ଏବଂ ମ୍ୟାଥମେଟିକ୍ସ ଏବଂ ଅପରାହ୍ନ ୨.୩୦ରୁ ୪.୩୦ ପର୍ଯ୍ୟନ୍ତ ଇଂରାଜୀ ଏବଂ ଓଡିଆ ପରୀକ୍ଷା ହେବ ।


Share It

Comments are closed.