Browsing Category

କ୍ରୀଡା

ଆଜି ଭାରତ ସାଉଥ ଆଫ୍ରିକା ଫାଇନାଲ ଟକ୍କର

ଟି-୨୦ ବିଶ୍ଵକପରେ ଆଜି ଟାଇଟଲ ଲଢେଇ । ରାତି ୮ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା। ୨୦୦୭ ପ୍ରଥମ ସଂସ୍କରଣ ବିଜେତା ଭାରତ ତାର ପୂର୍ବ ଐତିହ୍ୟ ପାଇଁ ଲଢେଇ କରିବ। ତୃତୀୟଥର ପାଇଁ ଫାଇନାଲ ଖେଳିବାକୁ ଯାଉଥିବା ଭାରତ ୧୭ବର୍ଷ ପରେ ଟ୍ରଫି ଜିତିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ…

ସେମି ଫାଇନାଲରେ ଆଫଗାନିସ୍ଥାନର ପରାଜୟ ପାଇଁ ଆଇସିସିକୁ ଦୋଷ ଦେଲେ ରସିଦ

ଟି-୨୦ ବିଶ୍ଵକପର ପ୍ରଥମ ସେମିଫାଇନାଲରେ ପରାଜୟ ପରେ ଟୁର୍ନାମେଣ୍ଟରୁ ବାହାର ହୋଇଛି ଆଫଗାନିସ୍ତାନ। ଫଳରେ ଦକ୍ଷିଣ ଆଫ୍ରିକା ବିଶ୍ଵକପ ଫାଇନାଲରେ ପ୍ରବେଶ କରିଛି। ତେବେ ଆଫଗାନିସ୍ତାନ ସେମିଫାଇନାଲରେ ଅତି ନିରାଶାଜନକ ପ୍ରଦର୍ଶନ କରିଥିଲା, ଯେଉଁଥିପାଇଁ ଦଳକୁ ବିଦାୟ ନେବାକୁ ପଡ଼ିଛି। ଅନ୍ୟପଟେ…

ଟି-୨୦ ବିଶ୍ୱକପ୍‌: ଆଜି ସେମିରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଦୁଇବର୍ଷ ତଳେ ଅଷ୍ଟ୍ରେଲିଆର ଆଡିଲେଡ୍‌ରେ ଅନୁଷ୍ଠିତ ୨୦୨୨ ଟି-୨୦ ବିଶ୍ୱକପ୍‌ ସେମିଫାଇନାଲରେ ଇଂଲଣ୍ଡଠାରୁ ୧୦ ୱିକେଟରେ ହାରିଥିଲା ଭାରତ। ଏହି ପରାଜୟ ଏବେ ସୁଦ୍ଧା ଭାରତୀୟ ଖେଳାଳି ଓ ସମର୍ଥକଙ୍କ ମନରେ ତାଜା ହୋଇ ରହିଛି। ଆସନ୍ତାକାଲି ଏଠାରେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ସହ ଭାରତ ୨୦୨୪…

ସାନିଆ-ଶାମିଙ୍କ ବିବାହ ଖବରରେ ମୁହଁ ଖୋଲିଲେ ବାପା, କହିଲେ କିଛି ଏପରି

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସାନିଆ ମିର୍ଜାଙ୍କ ବାପା ଏହି ଝିଅର ବାହାର ଗୁଜବ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି । ସାନିଆ ମିର୍ଜା ନିକଟରେ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କୁ ଛାଡପତ୍ର ଦେଇଥିଲେ। ଶୋଏବ ଏବଂ ସାନିଆଙ୍କ ପୁଅ ମଧ୍ୟ ଅଛନ୍ତି। ସେମାନଙ୍କ ଅଲଗା

ଟି-୨୦ ବିଶ୍ୱକପ୍: ବାଂଲାଦେଶକୁ ହରାଇ ସେମିରେ ପ୍ରବେଶ କଲା ଆଫଗାନିସ୍ତାନ

ଟି -୨୦ ବିଶ୍ୱକପର ଶେଷ ସୁପର -୮ ମ୍ୟାଚ୍ ଆଫଗାନିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସେଣ୍ଟ ଭିନ୍ସେଣ୍ଟର ଆର୍ନୋସ ଭାଲେ ଗ୍ରାଉଣ୍ଡରେ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ। ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୧୫…

ଆଜି ସୁପର-୮ରେ ଅଷ୍ଟ୍ରେଲିଆକୁ ଭେଟିବ ଟିମ୍‌ ଇଣ୍ଡିଆ

ଆଫଗାନିସ୍ତାନଠାରୁ ପରାଜିତ ହେବା ପରେ ଭାରତ ସହ ଅଷ୍ଟ୍ରେଲିଆ ସୋମବାର ଖେଳିବାକୁ ଥିବା ସୁପର-୮ ଗ୍ରୁପ୍‌‌-୧’ ମ୍ୟାଚ୍‌‌ର ଗୁରୁତ୍ୱ ବଢ଼଼ିଯାଇଛି। ଏହି ଗ୍ରୁପ୍‌‌ରେ ଭାରତ ୨ଟି ମ୍ୟାଚ୍‌‌ ଖେଳି ଦୁଇଟିରେ ବିଜୟୀ ହୋଇଛି। ଉଭୟ ପଏଣ୍ଟ ଓ ନେଟ ରନ୍‌‌ ରେଟ୍‌‌ରେ ଭାରତ ପ୍ରଥମ ସ୍ଥାନରେ ରହିଛି।…

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

-ତୃଣମୂଳ ସ୍ତରରୁ କ୍ରୀଡ଼ାର ଅଧିକ ବିକାଶ ପାଇଁ ପ୍ରସ୍ତୁତ ହେବ ଯୋଜନା - ଜୁନ ୨୧ ରେ ରାଜ୍ୟବ୍ୟାପି ପାଳନ ହେବ ଆନ୍ତର୍ଜାତୀୟ ଯୋଗ ଦିବସ ଭୁବନେଶ୍ୱର, ୧୭.୦୬.୨୦୨୪- କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର

ଟି-୨୦ ବିଶ୍ୱକପ : ଉଦଘାଟନି ମ୍ୟାଚରେ କାନାଡାକୁ ୭ ୱିକେଟରେ ହରାଇଲା ଆମେରିକା

ଟି ୨୦ ବିଶ୍ୱକପ ୨୦୨୪ ଉଦଘାଟନ ହୋଇଛି । ଏହି ମୁକାବିଲାରେ ଐତିହାସିକ ବିଜୟ ହାସଲ କରିଛି ସହ-ଆୟୋଜକ ଯୁକ୍ତରାଷ୍ଟ୍ର ଆମେରିକା । ପ୍ରଥମ ମ୍ୟାଚରେ ଆମେରିକା କାନାଡାକୁ ୭ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ ଆମେରିକା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହାକି ସେମାନଙ୍କ…

ଭାରତୀୟ ଦଳର କୋଚ ହେବା ଅଫରକୁ ନେଇ ପ୍ରତିକ୍ରିୟା ରଖିଲେ ଗମ୍ଭୀର

ଭାରତୀୟ ଦଳର ପରବର୍ତ୍ତୀ ମୁଖ୍ୟ କୋଚ୍ କିଏ ହେବେ, ଏହା ବର୍ତ୍ତମାନ ଲକ୍ଷ ଲକ୍ଷ ଭାରତୀୟ ପ୍ରଶଂସକଙ୍କ ପ୍ରଶ୍ନ। ଅନେକ ରିପୋର୍ଟ ଦାବି କରୁଥିଲା ଯେ ଭାରତୀୟ ଦଳର ପୂର୍ବତନ ଭେଟେରାନ କ୍ରିକେଟର ଗୌତମ ଗମ୍ଭୀର (Gautam Gambhir) ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ ହେବେ। ଖବର ଆସୁଥିଲା ଯେ…

କିଟ୍ ଓ କିସ୍ ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସହଯୋଗୀ

ନୂଆ ଫାଉଣ୍ଡେସନ୍ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଏଫ୍‌ଆଇଭିବି ସଭାପତିଙ୍କ ଘୋଷଣା ଭୁବନେଶ୍ୱର, ୧ ।୬: ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫ୍‌ଆଇଭିବି) ପକ୍ଷରୁ ନୂଆକରି ଗଠନ କରାଯାଇଥିବା ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସହଯୋଗୀ ଭାବେ ଭାରତର ଖ୍ୟାତି ସମ୍ପନ୍ନ ଅନୁଷ୍ଠାନ କିଟ୍