Browsing Category

Business

ଆକ୍ସିସ୍ ବ୍ୟାଙ୍କର ୨୦୨୪-୨୫ ପ୍ରଥମ ତ୍ରୈମାସିକରେ ୧୬% ବୃଦ୍ଧି ସହ ୯,୬୩୭ କୋଟି ଟଙ୍କାର ମୂଳ ପରିଚାଳନା ଲାଭ

ଭୁବେନଶ୍ୱର: ଭାରତର ଅନ୍ୟତମ ବୃହତ୍ତମ ଘେରାଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ୨୦୨୪-୨୫ ଆର୍ଥିକ ବଷର୍ର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରିଛି । ଏହି ଅବଧେôର ବ୍ୟାଙ୍କର ମୁଖ୍ୟ ପରିଚାଳନା ଲାଭ ବାର୍ଷିକ ୧୬% ବୃଦ୍ଧି ପାଇ ୯,୬୩୭ କୋଟି ଟଙ୍କାରେ ପହଞ୍ଚିଛି । ବ୍ୟାଙ୍କ ୬,୦୩୫ କୋଟି ଟଙ୍କାର…

ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ସେପ୍ଟେମ୍ବରରୁ ଅଗରତାଲାକୁ ବିମାନ ସେବା

ଭୁବନେଶ୍ୱର: ଏୟାର ଇଣ୍ଡିଆ ଏକ୍ସପ୍ରେସ ତ୍ରିପୁରାକୁ ଏହାର ନେଟୱାର୍କ ସମ୍ପ୍ରସାରଣ ଘୋଷଣା କରିଛି ଏବଂ ଅଗରତାଲାରୁ ଗୌହାଟୀ/ଦିଲ୍ଲୀ ଏବଂ କୋଲକାତାକୁ ଦୈନିକ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିବାକୁ ଯାଉଛି । ସେପ୍ଟେମ୍ବର ପହିଲାରୁ ଏହି ରୁଟରେ ବିମାନ ଚଳାଚଳ ଆରମ୍ଭ ହେବ ଏବଂ ବିମାନ ଚଳାଚଳ…

ଏସ୍‌ବିଆଇ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଜୁନ ତ୍ରୈମାସିକରେ ୭,୦୩୩ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ ହାସଲ

ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଜୀବନ ବୀମା କମ୍ପାନି ଏସବିଆଇ ଲାଇଫ ଇନସ୍ୟୁରାନ୍ସ ୨୦୨୪ ଜୁନ୍ ୩୦ରେ ଶେଷ ହୋଇଥିବା ଅବଧିରେ ୭,୦୩୩ କୋଟି ଟଙ୍କାର ନୂତନ ବ୍ୟବସାୟ ପ୍ରିମିୟମ୍ ହାସଲ କରିଛି । ୨୦୨୩ ଜୁନ୍ ୩୦ରେ ଶେଷ ହୋଇଥିବା ଅବଧିରେ ତାହା ୬,୨୦୭ କୋଟି ଟଙ୍କା ଥିଲା । ୨୦୨୩ ୩୦ ଜୁନରେ ଶେଷ…

ଓପୋ ଇଣ୍ଡିଆ ପକ୍ଷରୁ ରେନୋ୧୨ ୫ଜି ସିରିଜର ଶୁଭାରମ୍ଭ

ଭୁବନେଶ୍ୱର: ଓପୋ ଇଣ୍ଡିଆ ପକ୍ଷରୁ ଆଜି ଏହାର ନୂଆ ରେନୋ ୧୨ ୫ଜି ସିରିଜ୍‌ର ଶୁଭାରମ୍ଭ କରାଯାଇଛି । ଯାହା ଦେଶରେ ଏଆଇ ଫୋନ୍‌ଗୁଡିକର ଉପଲବ୍ଧତାକୁ ତ୍ୱରାନ୍ୱିତ କରିବା ଦିଗରେ ଏହାର ପ୍ରଥମ ପଦକ୍ଷେପ ଅଟେ । ଏହି ନୂତନ ସିରିଜରେ ଜଟିଳ ଫଟୋ ଏଡିଟିଙ୍ଗ୍‌ର ସମସ୍ୟା ବିନା ତ୍ରୁଟିହୀନ ଓ ମଜାଦାର…

ବଜାରକୁ ଆସିଛି ନୂଆ ରୟାଲ ଏନ୍‌ଫିଲ୍ଡ ଗରିଲା ୪୫୦

ଭୁବନେଶ୍ୱର: ରୟାଲ ଏନ୍‌ଫିଲ୍ଡ ପକ୍ଷରୁ ଏହାର ପ୍ରିମିୟମ ମଡର୍ଣ୍ଣ ରୋଡ୍‌ଷ୍ଟର- ରୟାଲ ଏନ୍‌ଫିଲ୍ଡ ଗରିଲା ୪୫୦ର ଶୁଭାରମ୍ଭ କରାଯାଇଛି । ଏକ ଉନ୍ନତ ଚାଳନା ଅନୁଭୂତି ଦେବା ପାଇଁ ସଠିକ୍ ଭାବେ ନିର୍ମିତ ଗରିଲା ୪୫୦ ଲମ୍ବା ଯାତ୍ରା, ଶୁଦ୍ଧ ଓ ପ୍ରାଥମିକ ଆନନ୍ଦ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ…

ରାଜ୍ୟର ବିଭିନ୍ନ ଶିଳ୍ପ ମହାସଂଘ ଗୁଡ଼ିକ ପକ୍ଷରୁ ଚଳିତ କେନ୍ଦ୍ରିୟ ବଜେଟ ଉପରେ ପ୍ରତିକ୍ରିୟା

ଭୁବନେଶ୍ୱର: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ, ଶ୍ରୀମତି ନିର୍ମଳା ସୀତାରମଣ ସଂସଦରେ ଚଳିତ ଆର୍ôଥକ ବର୍ଷ ୨୦୨୪-୨୫ର କେନ୍ଦ୍ରିୟ ବଜେଟ୍ ଉପସ୍ଥାପନ କରିଛନ୍ତି । ଯାହାକୁନେଇ ବିଭିନ୍ନ ଶିଳ୍ପ ମହାସଂଘର ରାଜ୍ୟ ଶାଖା ପକ୍ଷରୁ ଅନେକ ଉତ୍ସାହଜନକ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏହି

କେନ୍ଦ୍ରୀୟ ବଜେଟ ୨୦୨୪-୨୫ ଉପରେ ସିଆଇଆଇ ଓଡିଶାର ପ୍ରତିକ୍ରିୟା

ଭୁବନେଶ୍ୱର, ୨୩ ଜୁଲାଇ ୨୦୨୪: ସିଆଇଆଇ ଓଡିଶା ଆଜି କେନ୍ଦ୍ରୀୟ ବଜେଟ ୨୦୨୪-୨୫କୁ ଏକ ଅଭିବୃଦ୍ଧି ଭିତିକ ବଜେଟ ଭାବେ ପ୍ରଶଂସା କରିଛି ଏବଂ ଏଭଳି ଏକ ଉତ୍ସାହଜନକ ଓ ସନ୍ତୁଳିତ ବଜେଟ ଉପସ୍ଥାପନ କରିଥିବାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣଙ୍କୁ ଶୁଭେଚ୍ଛା ଜଣାଇଛି ।

ପ୍ରଥମ ଚାକିରି ପାଇବା ପରେ ଆକାଉଣ୍ଟରେ ଆସିବ ୧୫ ହଜାର ଟଙ୍କା, ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି। ଏହି ସମୟରେ ସେ ପିଏମ୍ ପ୍ୟାକେଜ୍ ଅଧୀନରେ ନିଯୁକ୍ତି ସଂଯୁକ୍ତ ଦକ୍ଷତା ଯୋଜନା ଘୋଷଣା କରିଥିଲେ। ଏହି ଯୋଜନା ଇପିଏଫଓରେ ପଞ୍ଜୀକରଣ ଉପରେ ଆଧାରିତ ହେବ ବୋଲି ସେ…

ବଜେଟ୍ ୨୦୨୪: ନିଯୁକ୍ତି ସୃଷ୍ଟି ଉପରେ ଧ୍ୟାନ; ଉପଭୋକ୍ତା ସାମଗ୍ରୀ, ରିଅଲ ଇଷ୍ଟେଟ ଏବଂ ଅଟୋ କ୍ଷେତ୍ର ହେବେ ଉପକୃତ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି (ଜୁଲାଇ ୨୩) ସଂସଦର ବଜେଟ୍ ଅଧିବେଶନରେ ଲଗାତାର ସପ୍ତମ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି। ସୀତାରମଣ ନୂଆ ଟିକସ ବ୍ୟବସ୍ଥା ଅଧୀନରେ ବେତନଭୋଗୀ ବ୍ୟକ୍ତିଙ୍କ ପାଇଁ ବର୍ଦ୍ଧିତ ଷ୍ଟାଣ୍ଡାର୍ଡ ଡିଡକ୍ସନ ଏବଂ ସଂଶୋଧିତ ଟିକସ ହାର ଲାଗୁ କରିଛନ୍ତି।…

ବଜେଟରେ ପଡ଼ୋଶୀ ଦେଶ, ଆଫଗାନିସ୍ତାନ, ନେପାଳ ଏବଂ ଶ୍ରୀଲଙ୍କା ପାଇଁ ରାଜକୋଷ ଖୋଲିଲା ଭାରତ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ଭାରତ ନିଜ ପଡ଼ୋଶୀ ଦେଶଗୁଡ଼ିକ ପାଇଁ ମଧ୍ୟ ଭଲ ରାଶି ଘୋଷଣା କରିଛି। ଆଫଗାନିସ୍ତାନର ତାଲିବାନ ଶାସନ ପାଇଁ ଚଳିତ ବଜେଟରେ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।…