Browsing Category

Top News

ୱି ପକ୍ଷରୁ ୱି ମ୍ୟାକ୍ସ ପୋଷ୍ଟ୍‌ପେଡ୍ ପ୍ଲାନ୍‌ରେ ସ୍ୱିଗି ୱାନ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଟେଲିକମ୍ କଂପାନି ଭୋଡାଫୋନ୍ ଆଇଡିଆ ଲିମିଟେଡ୍ (ଭିଆଇଏଲ୍‌)ର ବ୍ରାଣ୍ଡ୍ ୱି ପକ୍ଷରୁ ୱି ମ୍ୟାକ୍ସ ପୋଷ୍ଟପେଡ୍ ପ୍ଲାନ୍‌ରେ ସ୍ୱିଗି ୱାନ୍‌ର ଶୁଭାରମ୍ଭ କରାଯାଇଛି । ଏଥିସହିତ କଂପାନି ଶିଳ୍ପର ପ୍ରଥମ ଅଭିଯାନ “ଚଏସ୍‌’ର ଶୁଭାରମ୍ଭ କରିଛି ଯେଉଁଥିରେ ଗ୍ରାହକମାନେ…

ରୋଗୀଙ୍କୁ ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଗଜପତି : ଗଜପତି ଜିଲ୍ଲାର ଆବାସିଂ ଗ୍ରାମର ଜଣେ ୨୫ ବର୍ଷୀୟା ମହିଳା, ସଜନୀ ଭୂୟାଁ ଜ୍ୱରରେ ପୀଡିତ ଥିଲେ ଓ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ । ଏହି ସଂକ୍ରାନ୍ତରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ   ତେବେ ଖରାପ ରାସ୍ତା କାରଣରୁ ତାଙ୍କୁ ହସ୍ପିଟାଲ ନେବାରେ ସମସ୍ୟା ସୃଷ୍ଟି…

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ହାଫ୍ ମାରାଥନ୍‌କୁ ଆନ୍ତର୍ଜାତିକ ମାନ୍ୟତା

ଢେଙ୍କାନାଳ, ଜାନୁଆରୀ ୧୭, ୨୦୨୪: ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ହାଫ୍ ମାରାଥନ୍‌କୁ ଇଂଟରନ୍ୟାସନାଲ୍ ମାରାଥନ୍‌ସ ଆଣ୍ଡ୍ ଡିଷ୍ଟାନ୍ସ ରେସେସ୍ (ଏଆଇଏମ୍‌ଏସ୍‌)ର ଆନ୍ତର୍ଜାତିକ ମାନ୍ୟତା ହାସଲ କରିଛି । ହାଇଦ୍ରାବାଦର ଏଆଇଏମ୍‌ଏସ୍‌ର ଦୂରତା ମାପକ…

ସୋଆରେ ନଭେଲ ମ୍ୟାଟେରିଆଲ୍‌ସ ଫର୍ ଇଞ୍ଜିନିୟରିଂ ଆପ୍ଲିକେସନ୍ ସମ୍ପର୍କିତ ଫ୍ୟାକଲ୍‌ଟି ଡେଭଲପ୍‌ମେଂଟ ପ୍ରୋଗ୍ରାମ୍…

ଭୁବନେଶ୍ୱର, ୨୯/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଠାରେ ଡିସେମ୍ବର ୧୮ ରୁ ୨୩ ତାରିଖ ପର୍ଯ୍ୟନ୍ତ ୬ ଦିନି ଧରି ‘ନଭେଲ ମ୍ୟାଟେରିଆଲ୍‌ସ ଆଣ୍ଡ ଇଟ୍‌ସ ଇଞ୍ଜିନିୟରିଂ ଆପ୍ଲିକେସନ୍‌ସ’ ଶୀର୍ଷକ ଏକ

ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ବରିଷ୍ଠ ସେବାୟତଗଣ

ନିମନ୍ତ୍ରଣ ରକ୍ଷା କରି ସେବାୟତ ଙ୍କୁ ଗୁଆ ଓ ଚାଉଳ ଦେଲେ ମୁଖ୍ୟମନ୍ତ୍ରୀ ଏ କାମ ମହାପ୍ରଭୁଙ୍କ କାମ ପୁରୀ ବାସୀଙ୍କ କାମ. ସେବାୟତ ବନ୍ଧୁ ମାନଙ୍କ କାମ. ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇଦେବେ . ମୁଖ୍ୟମନ୍ତ୍ରୀଆପଣ ଇତିହାସ ରଚିଲେ, ଯୁଗ ଯୁଗ ଧରି ଆପଣଙ୍କ ନାଁ ରହିବ

ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ଵର-ତା୨୫.୧୨.୨୦୨୩- ବିଶିଷ୍ଟ କବି,ପ୍ରବୀଣ ରାଜନେତା,ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୯ତମ ଜୟନ୍ତୀ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ସ୍ୱତନ୍ତ୍ର କର୍ତ୍ତବ୍ଯରତ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ପ୍ରତ୍ୟୁଷରେ

ଅଲଟିମେଟ୍ ଖୋ ଖୋ ସିଜିନ୍‌-୨ ଥ୍ରିଲରରେ ମୁମ୍ବାଇ ଖିଲାଡିଙ୍କୁ ପରାସ୍ତ କଲା ତେଲୁଗୁ ଯୋଦ୍ଧା

କଟକ: ହାଇ ଏନର୍ଜି ଲିଗ୍‌ର ରୋମାଂଚକର ୨ୟ ସିଜନ୍ ସହିତ ଅଲ୍ଟିମେଟ୍ ଖୋ ଖୋ ଅତି ଉତ୍ସାହଜନକଭାବେ ଆଜିଠାରୁ କଟକର ଜୱାହାରଲାଲ ନେହେରୁ ଇନଡ଼ୋର ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି । ଏହି ଉଦଘାଟନୀ ମ୍ୟାଚ୍‌ରେ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା, ମାନ୍ୟବର କ୍ରୀଡ଼ା ମନ୍ତ୍ରୀ, ଓଡ଼ିଶା ସରକାର, ଶ୍ରୀ…

ଭୁବନେଶ୍ୱରର ସ୍ଥାନୀୟ ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ହେବ ରୂପାନ୍ତର

୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ୧୫.୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନିକଟରେ 5T ଅଧ୍ୟକ୍ଷଙ୍କ ଆଲୋଚନା କରିଥିଲେ ଜନ ପ୍ରତିନିଧି ଓ ସ୍ଥାନୀୟ ପୂଜା କମିଟି ସଦସ୍ୟ ଭୁବନେଶ୍ବର, ୨୦.୧୨.୨୦୨୩ : ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫୦୭ଟି ଧାର୍ମିକ ଓ ଗୋଷ୍ଠୀ

କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ୍ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ୬ଟି ଜିଲ୍ଲାର ୧୧୩୧ଟି ପଞ୍ଚାୟତ, ୬୩ ଲକ୍ଷ ଲୋକ ଉପକାର ପାଇଲେ କୋରାପୁଟରେ ୬୩ଟି ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିଲା,ଉପକୃତ ହେବେ ୧୩ ଲକ୍ଷ ଲୋକଲକ୍ଷ୍ମୀ

ଟାଟା ଷ୍ଟିଲ୍ କର୍ମଚାରୀଙ୍କ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍ୱେଟର ବଂଟନ

ବ୍ରାହ୍ମଣୀପାଳ, ୧୧ ଡିସେମ୍ବର ୨୦୨୩: ଟାଟା ଷ୍ଟିଲ୍ ଫେରୋ ଆଲଏଜ୍ ଆଣ୍ଡ୍ ମିନେରାଲ୍‌ସ ଡିଭିଜନ (ଏଫ୍‌ଏଏମ୍‌ଡି) ପକ୍ଷରୁ ସ୍କୁଲ ପିଲାମାନଙ୍କୁ ଶୀତରୁ ସୁରକ୍ଷା ପାଇଁ ସୋମବାର ଶୀତ ପୋଷାକ ବଂଟନ କରାଯାଇଛି । କର୍ମଚାରୀ ସ୍ୱେଚ୍ଛାସେବୀତା କାର୍ଯ୍ୟକ୍ରମ ଅଂଶ ସ୍ୱରୂପ କଂପାନିର କର୍ମଚାରୀମାନେ…