ଆମେରିକାର ରାଷ୍ଟ୍ରପତି ଜିୟୋ ବାଇଜେନଙ୍କ ପତ୍ନୀ ଜିଲ ବାଇଡେନ କରୋନାରେ ଆକ୍ରାନ୍ତ

ଆମେରିକାର ପ୍ରଥମ ମହିଳା ଜିଲ ବାଇଡନେ କୋଭିଡ-୧୯ରେ ଆକ୍ରାନ୍ତ ହୋଇଚନ୍ତି । ୭୧ ବର୍ଷୀୟ ଜିଲ ବର୍ତ୍ତମାନ ସାଉଥ କାର୍ଲିଫର୍ଣ୍ଣିଆରେ ଛୁଟିଦିନ କଟାଉଥିବା ବେଳେ ଏକ ଘରୋଇ ବାସଭାବନରେ ଆଇସୋଲେସନରେ ଅଛନ୍ତି । ସେ କୋରାନା ଆକ୍ରାନ୍ତ ନେଇ ତାଙ୍କର କମ୍ୟୁନିକେସନ ନିଦେ୍ର୍ଦଶକ ଏଲିଜାବେଥ…

ୱାଶିଂଟନ ସୁନ୍ଦର ଆଉଟ, ଶାହାବାଜ ଅହମଦ ଇନ

ଇଂଲଣ୍ଡରେ କାଉଂଟି ମ୍ୟାଚ ଖେଲିବା ସମୟରେ ଆହତ ହୋଇଥିବାରୁ ଭାରତୀୟ ସ୍କ୍ୱାଡରୁ ୱାଶିଂଟନ ସୁନ୍ଦର ବାଦ ପଡିଛନ୍ତି । ତାଙ୍କ ପରିବର୍ତ୍ତେ ଜିମ୍ବାୱେ ବିପକ୍ଷ ଦିନିକିଆ ମ୍ୟାଚରେ ପ୍ରଥମ ଥର ପାଇଁ ଅଲରାଉଣ୍ଡର ଶାହାବାଜ ଅହମ୍ମଦଙ୍କୁ ସୁଯୋଗ ମିଳିଛି । ତାଙ୍କର ଟିମରେ ଖେଳିବାକୁ ନେଇ ବିସିସିଆଇ…

ଶୋଇବା ପୂର୍ବରୁ ଖିର ପିଉଛନ୍ତି କି, ଜାଣନ୍ତୁ ଏହା କେତେ ଲାଭଦାୟକ

ଖିର ପିଇବାକୁ କୌଣସି ସମୟ ନଥିବା ବେଳେ ଆପଣ ଯଦି ରାତିରେ ଖିର ପିଉଛନ୍ତି ତେବେ ତାହା ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ । ଏହା ଶରୀରରେ ଏକ ଭିନ୍ନ ପ୍ରଭାବ ପକାଇଥାଏ । ଦିନ ଅପେ କ୍ଷା ରାତିରେ କ୍ଷିର ପିଇବା ଦ୍ୱାରା ଶରୀରରେ ଏହା ପକାଇଥାଏ ଭଲ ପ୍ରଭାବ । ଆସନ୍ତୁ ଜାଣିବା ରାତିରେ ଶୋଇବା…

ରାତି ୮ଟା ସୁଦ୍ଧା ଖୋଲିବ ହୀରାକୁଦର ୪୦ଟି ଗେଟ

ରାଜ୍ୟରେ ବନ୍ୟା ସ୍ଥିତି ଅସମ୍ଭାଳ ହେବାକୁ ଯାଉଛି । ବର୍ଷାର ପରିମାଣ କମ ଥିଲେ ମଧ୍ୟ ହୀରାକୁଦର ଉପର ମୁଣ୍ଡରେ ବର୍ଷା ବଢୁଥିବାରୁ ହୀରାକୁଦରେ ଜଳ ସ୍ତର ବଢିବାରେ ଲାଗିଛି ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ହୀରାକୁଦର ସୁଇସ ଗେଟ୍ ଖୋଲିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ସକାଳେ ୮ଟି ଗେଟ…

ଲମ୍ବା ଏବଂ ଘନ କେଶ ପାଇଁ ଜଡା ତେଲର କିପରି କରିବେ ବ୍ୟବହାର

କାଷ୍ଟର ଅଏଲ ବା ଜଡା ତେଲ ବହୁ ପୁରାତନ କାଳରୁ କେଶକୁ ଘନ ଏବଂ ମଜବୁତ ରଖିବା ପାଇଁ ବ୍ୟବହାର କରାଯାଉଛି । ଏହି ତେଲ ପୋଷକ ତତ୍ୱ ଏବଂ ପ୍ରୋଟିନର ଉତ୍ତମ ସ୍ରୋତ ଅଟେ । ଏହି ତେଲରେ ପ୍ରୋଟିନ ସିହତ ବିଭିନ୍ନ ଭିଟାମିନ, ଫ୍ୟାଟି ଏସିଡ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ରହିଛି ଯାହା କେଶର ତୁରନ୍ତ ବୃଦ୍ଧି…

ପହଲଗାମରେ ନଦାକୁ ପସିଲା ଅଇଟିବିପିର ବସ,୬ଜଣ ମୃତ ଏବଂ ୩୨ ଆହତ

ଜାମ୍ମୁ କାଶ୍ମୀରର ପାହଲଗାମଠାରେ ଇଣ୍ଡୋ-ତିବେତିଆନ ବର୍ଡର ପୋଲିସର ବସ ନଦୀକୁ ଖସିପଡିଥିବା ବେଳେ ୬ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୨ ଜଣ ଆହାତ ଅଛନ୍ତି । ସେହି ବସ କେଦାର ନାଥ ଡ୍ୟୁଟି ପାଇଁ ଯାଉଥିବା ଜଣାପଡିଛି । ବସରେ ସମୁଦାୟ ୩୯ଜଣ ବ୍ୟକ୍ତି ଥିଲେ ୩୭ ଜଣ ଆଇଟିବିପି ଏବଂ ୨ଜଣ ଜାମ୍ମୁ…

ଦେଶବାସୀଙ୍କ ଉଦେ୍ଦଶ୍ୟରେ ଆଜି ଅଭିଭାଷଣ ଦେବେ ରାଷ୍ଟ୍ରପତି ଦୈପଦୀ ମୁର୍ମୁ

ଦେଶରେ ସ୍ୱାଧିନତା ଦିବସକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦି କା ଅମୃତ ମହୋତ୍ସବ ଏବଂ ହର ଘର ତ୍ରିରଙ୍ଗା ପାଳିତ ହେଉଛି । ଏହି ଅବସରରେ ରାଷ୍ଟ୍ରପତି ଆଜି ସନ୍ଧ୍ୟା ୭ଟାରେ ଦେଶ ବାସୀଙ୍କ ଉଦେ୍ଦଶ୍ୟରେ ଅଭିଭାଷଣ ପ୍ରଦାନ କରିବେ । ଏହା ଅଲ ଇଣ୍ଡିଆ ରେଡିଓରେ ସମସ୍ତ ଜାତୀୟ…

ଭାରତର ୱାରେନ ବଫେଟ ରାକେଶ ଝୁନଝୁନୱାଲାଙ୍କ ୬୨ ବର୍ଷରେ ଦେହାନ୍ତ

ଷ୍ଟକ ମାର୍କେଟର ବିଗବୁଲ ରାକେଶ ଝୁନଝୁନୱାଲାଙ୍କ ୬୨ ବର୍ଷରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସପିଟାଲରେ ଦେହାନ୍ତ ହୋଇଛି । ତାଙ୍କୁ ପୂର୍ବରୁ ୨ରୁ ୩ ସପ୍ତାହ ପୂର୍ବରୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । ପୁଣି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ବ୍ରିଚ କ୍ୟାଣ୍ଡିରେ…

ଆପଣ ଚିତ୍ରରେ ପ୍ରଥମେ କଣ ଦେଖୁଛନ୍ତି ବେଙ୍ଗ ନା ଘୋଡା, କହିବ ଏହା ଆପଣଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ

ଅପ୍ଟିକାଲ ଇଲ୍ୟୁଜନ ଆପଣଙ୍କ ବ୍ୟକ୍ତିତ୍ୱ ଏବଂ ମସ୍ତିଷ୍କର କାର୍ଯ୍ୟକୁ ପ୍ରଦର୍ଶିତ କରିଥାଏ । କିନ୍ତୁ ଯେଉଁ ସମୟରେ ବ୍ୟକ୍ତିତ୍ୱର ପରୀକ୍ଷା ଆସିଥାଏ ଏହି ପ୍ରକାରର ଇଲ୍ୟୁଜନ ଟେଷ୍ଟ ଆପଣଙ୍କ ବ୍ୟକ୍ତିତ୍ୱର ଆଭ୍ୟନ୍ତରୀଣ କଥା ପ୍ରକାଶ କରିଥାଏ । ଏହା ୧୦୦ ପ୍ରତିଶତ ବାସ୍ତବ ନହେଲେ ମଧ୍ୟ ଏହା…

୨୦୨୩ରୁ ପ୍ରାରମ୍ଭ ହେବ ମହିଳା ଆଇପିଏଲ

ସମଗ୍ର ବିଶ୍ୱରେ ଆଇପିଏଲ ମ୍ୟାଚର କ୍ରେଜ ବଢୁଥିବା ବେଳେ ବିସିସିଆଇ ପକ୍ଷରୁ ମହିଳା ଆଇପିଏଲ ମ୍ୟାଚର ଆୟୋଜନ ପାଇଁ ଆଲୋଚନା ଚାଲିଥିଲା । ବିଗତ ୨ ଆଇପିଏଲ ସଂସ୍କରଣରେ ପରୀକ୍ଷାମୂଳକଭାବେ ୩ରୁ ୪ଟି ମହିଳା କିକ୍ରେଚ ମ୍ୟାଚ ଖେଳାଯାଇଥିଲା । ଶୁକ୍ରବାର ଦିନ ଭାରତୀୟ କ୍ରିକେଚ କଣ୍ଟ୍ରୋଲ ବୋର୍ଡ ପ…