ଆଖି ତଳର କଳାଦାଗ ଦୂର କରିବା ପାଇଁ ଆପଣାନ୍ତୁ କିଛି ସରଳ ଉପାୟ

ଆଖି ତଳର କଳାଦାଗ ଏକ ଗଭୀର ସମସ୍ୟା ଅଟେ । ଆଖି ତଳେ କଳା ଦାଗ ପଡିବାର ବିଭିନ୍ନ କାରଣ ହୋଇଥାଇପାରେ । ଏହା ଡିହାଇଡ୍ରେସନ,କମ ନିଦା୍ର, ରକ୍ତର ଅଭାବ ଏବଂ ବୟସ ଜନିତ ହୋଇଥାଇପାରେ । ତେଣୁ କଳାଦାଗର ନିରାକରଣ ପାଇଁ ପ୍ରତିଦିନ ଭଲଭାବେ ୭ରୁ ୮ଘଣ୍ଟା ଶୁଅନ୍ତୁ, ପର୍ଯ୍ୟାପ୍ତ ପରିମାଣର ପାଣିର ସେବନ…

ଶରୀର ପାଇଁ ହିତକର ପୋଇ ଶାଗ, ଆସନ୍ତୁ ଜାଣିବା ଏହାର ସେବନ ଦ୍ୱାରା କଣ ମିଳିଥାଏ ସୁଫଳ

ଓଡିଆର ଘରେ ଘରେ ପରିଚିତ ପୋଇ ଶାଗ ଶରୀର ପାଇଁ ଖୁବ ହିତକର । ଏହାର ବହୁ ପ୍ରକାରର ଔଷଧୀୟ ଗୁଣ ମଧ୍ୟ ରହିଛି । ଏହା ପ୍ରୋଟିନ, ଫାଇବର, ପୋଟାସିୟମ ଏବଂ କ୍ୟାଲସିୟମ ଇତ୍ୟାଦିର ଏକ ଉତ୍ତମ ସ୍ରୋତ ଅଟେ । ଆସନ୍ତୁ ଜାଣିବା ଏହାର ବିଭିନ୍ନ ଉପକାରିତା ସମ୍ପର୍କରେ । ୧. ହଜମ କ୍ରିୟା ସକ୍ରିୟ କରାଏ –…

ରୋଷେଇ ଘର ପ୍ରସ୍ତୁତ କରିବାକୁ ଯାଇଥିଲେ ଆପଣାନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ବାସ୍ତୁ ନିୟମ

ସମସ୍ତଙ୍କ ପାଇଁ ଘରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ରୋଷେଇ ଘର । ରୋଷେଇଘର ପ୍ରସ୍ତୁତ କରିବା ସମୟରେ ସମସ୍ତେ ଏହାର ରଙ୍ଗ, ଗଠନ ଉପରେ ଧ୍ୟାନ ଦେଇଥାନ୍ତି । ଆପଣଙ୍କ ରୋଷେଇ ଘର ପ୍ରସ୍ତୁତ କରିବା ସମୟରେ ବାସ୍ତୁ ନିୟମ ସହିତ ପ୍ରସ୍ତୁତ କରିଲେ ଏଠାରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଖାଇବା…

ଆପଣ କଞ୍ଚାଲଙ୍କା ଖାଇବାକୁ ଭଲ ପାଉଛନ୍ତି କି, ଜାଣନ୍ତୁ କଞ୍ଚାଲଙ୍କା ଖାଇବା ଦ୍ୱାରା କଣ ଲାଭ ମିଳିଥାଏ

ବହୁ ଲୋକ କଞ୍ଚାଲଙ୍କା ପସନ୍ଦ କରିଥାନ୍ତି । ବଜାରରେ ଦୁଇ ପ୍ରକାରର ଲଙ୍କା ଉପଲବ୍ଧ ହୋଇଥାଏ । ଗ୍ରିନ କଞ୍ଚାଲଙ୍କା ଏବଂ ଲାଲ ଲଙ୍କା ମଧ୍ୟରେ ଗ୍ରିନ ଲଙ୍କାରେ ବହୁ ପରିମାଣର ମିନେରାଲ ଏବଂ ପୋଷକ ତତ୍ତ୍ୱ ରହିଛି । ତେଣୁ ଆପଣ ସର୍ବଦା ସବୁଜ କଞ୍ଚାଲଙ୍କା ଖାଆନ୍ତୁ । ପ୍ରାୟ ୧୫ଗ୍ରାମ ସତେଜ…

ଆମେ କେଶରେ କାହିଁକି ତେଲ ଲଗାଇଥାଉ ଏବଂ କେଉଁ ତେଲ ଲଗାଇବା ଦ୍ୱାରା ହୋଇଥାଏ କେଶର ବୃଦ୍ଧି ଏବଂ କେଶର ମୂଳ ମଜବୁତ

କଳା ଘନ କେଶ ପାଇଁ କେଶରେ ତେଲ ଲଗାଇବା ଏକ ମୁଖ୍ୟ ଉପାୟ । କେଶରେ ତେଲ ଲଗାଇବା ଦ୍ୱାରା କେଶର ମୂଳ ମଜବୁତ ହୋଇଥାଏ ଏବଂ କେଶ ଝଡା ସମସ୍ୟାରୁ ମୁକ୍ତି ମିଳିଥାଏ । ବହୁ ଆଦିମ କାଳରୁ କେଶର ଯତ୍ନ ନେବା ପାଇଁ କେଶରେ ତେଲର ମସାଜ କରାଯାଇଆସୁଛି । ସଠିକ ପରିମାଣର ଏବଂ ସଠିକ ସମୟରେ କେଶରେ ତେଲ…

କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ କିଛି ଘରୋଇ ଉପଚାର

ବର୍ତ୍ତମାନ ବୟସ୍କ ହୁଅନ୍ତୁ କିମ୍ବା ଯୁବକ କୋଷ୍ଠ କାଠିନ୍ୟ ସମସ୍ୟା ସମସ୍ତଙ୍କ ପାଇଁ କଷ୍ଟଦାୟକ ଅଟେ । ତେଣୁ ଏଙି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମ୍ଭମାନଙ୍କୁ ପେଟକୁ ଭଲ ରଖିବାକୁ ପଡିଥାଏ । ଦିନକୁ ଅତିକମରେ ୩ରୁ ୪ଲିଟର ପାଣି ପିଇବା ଆବଶ୍ୟକ ଏବଂ ତେଲ ମସଲାଜାତୀୟ ଖାଦ୍ୟ ଖାଇବା କମ କରିବା…