Browsing Category

ପ୍ରଯୁକ୍ତି

ଘରୋଇ ସିନେମା ମନୋରଞ୍ଜନକୁ ନୂତନ ସ୍ତରରେ ପହଂଚାଇବ ସୋନି ଇଣ୍ଡିଆର ବ୍ରାଭିଆ ଥିଏଟର କ୍ୱାଡ୍‌

ଭୁବନେଶ୍ୱର: ସୋନି ଇଣ୍ଡିଆ ଘରୋଇ ମନୋରଞ୍ଜନର ଭବିଷ୍ୟତ କୁହାଯାଉଥିବା ବ୍ରାଭିଆ ଥିଏଟର କ୍ୱାଡକୁ ଲଂଚ କରିଛି, ଯାହାର ଉନ୍ନତ ସାଉଣ୍ଡ ସିଷ୍ଟମ୍ ଏକ ସିନେମାଟିକ୍ ଅନୁଭବକୁ ପୂରଣ କରିଥାଏ । ଦର୍ଶକଙ୍କୁ ସେମାନଙ୍କର ପ୍ରିୟ ଚଳଚ୍ଚିତ୍ର ଏବଂ ଟିଭି ଶୋ’ର ଉନ୍ନତ ଅନୁଭୁତି ପ୍ରଦାନ କରିବା ପାଇଁ…

ସୋଆରେ ‘ଇ – ସମିଟ ୨୦୨୪’ ଉଦ୍‌ଘାଟିତ

ଭୁବନେଶ୍ୱର, ଏପ୍ରିଲ୍ ୬ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ଶନିବାର ଆରମ୍ଭ ହୋଇଛି ଦୁଇ ଦିନିଆ ଇ-ସମିଟ । ସୋଆ ଅନ୍ତର୍ଗତ ଅଟଳ ଇନକ୍ୟୁବେସନ୍ ସେଂଟର ସୋଆ ଫାଉଣ୍ଡେସନ୍ ଓ ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନକ୍ୟୁବେସନ୍ (ସୋଆ - ସିଆଇଆଇ)ର ମିଳିତ ଆନୁକୂଲ୍ୟରେ ଏହି ସମିଟର ଆୟୋଜନ

ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷରେ ୪୮ ଲକ୍ଷରୁ ଅଧିକ ଯାନ ବିକ୍ରି

ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୩-୨୪କୁ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କଟର ଇଣ୍ଡିଆ ଚମତ୍କାର ଢଙ୍ଗରେ ଶେଷ କରିଛି । ଏଥି ସହିତ କମ୍ପାନି ୨୦୨୪ ମାର୍ଚ୍ଚର ବିକ୍ରି ତଥ୍ୟ ମଧ୍ୟ ଜାରି କରିଛି । ୨୦୨୪ ମାର୍ଚ୍ଚରେ କମ୍ପାନିର ମୋଟ ବିକ୍ରି ୩,୮୬,୪୫୫ ୟୁନିଟ୍ ରହିଛି । ଦେଶ ଭିତରେ ଏହା ୩,୫୮,୧୫୧…

ଭାରତରେ ୬ କୋଟି ଯାନ ବିକ୍ରି ସହ ନୂତନ ମାଇଲଖୁଣ୍ଟ ସ୍ଥାପନ କଲା ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଦୁଇଚକିଆ ଯାନ ନିର୍ମାତା ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଭାରତରେ ୬ କୋଟି ଗାଡ଼ି ବିକ୍ରି କରିବାର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଥିବା ଘୋଷଣା କରିଛି । ଭାରତ ଭିତରେ କମ୍ପାନି ୬ କୋଟି ଗାଡ଼ି ବିକ୍ରି କରିଛି । ଏହା ଭାରତୀୟ ବଜାର ପ୍ରତି…

ଟାଟା ପାୱାରକୁ କିନସେଂଟ୍ରିକ୍ ଇଣ୍ଡିଆ ପକ୍ଷରୁ କର୍ମଚାରୀ ଉତ୍କର୍ଷତା ପ୍ରତି ପ୍ରତିବଦ୍ଧତା ପାଇଁ “ଶ୍ରେଷ୍ଠ…

ଭୁବନେଶ୍ୱର: ଭାରତର ଅନ୍ୟତମ ବୃହତମ ସମନ୍ୱିତ ଶକ୍ତି କମ୍ପାନି ଟାଟା ପାୱାରକୁ କିନ୍‌ସେଂଟ୍ରିକ୍ ଇଣ୍ଡିଆ ପକ୍ଷରୁ “ଶ୍ରେଷ୍ଠ ନିଯୁକ୍ତିଦାତା ୨୦୨୩' ଭାବେ ପୁରସ୍କୃତ କରାଯାଇଛି । ଏହି ସମ୍ମାନଜନକ ପୁରସ୍କାର ଟାଟା ପାୱାରର ସ୍ଥିରତା, ଅନ୍ତର୍ଭୁକ୍ତୀକରଣ, ଅଭିନବତା ଏବଂ କର୍ମଚାରୀ ବିକାଶରେ…

ଟିଭିଏସ୍ ରୋନିନର ଟେଷ୍ଟ ରାଇଡ କ୍ରିକେଟ ଅଭିଯାନ ବିଜେତାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଦୁଇ ଓ ତିନି ଚକିଆ ଯାନ କ୍ଷେତ୍ରର ଅଗ୍ରଣୀ ଅଟୋ ନିର୍ମାତା ଟିଭିଏସ୍ ମୋଟର କମ୍ପାନି ୫ଟି ସହରରେ ଏହାର ଟିଭିଏସ୍ ରୋନିନ୍ ଟେଷ୍ଟ-ରାଇଡ୍ କ୍ରିକେଟ୍ ଅଭିଯାନର ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛି । ଦେଶରେ କ୍ରିକେଟ ବିଶ୍ୱକପ୍ ଉତ୍ସାହକୁ ପାଳନ କରିବା ପାଇଁ ଟିଭିଏସ୍ ରୋନିନ ୨୦୨୩…

ଅନର୍ ପ୍ରୋଟେକ୍ଟ ପ୍ଲାନ୍ ସହିତ ଅନର୍ ଏକ୍ସ୯ବି ଉପରେ ପାଆନ୍ତୁ
୯୦% ପର୍ଯ୍ୟନ୍ତ ନିଶ୍ଚିତ ବାୟବ୍ୟାକ୍

ଭୁବନେଶ୍ୱର : ଅନର୍ ପକ୍ଷରୁ ନୂଆ କରି ଉନ୍ମୋଚିତ ଅନର୍ ଏକ୍ସ୯ବି ସହିତ ଅନ୍‌ସାଇଟଗୋ ଦ୍ୱାରା ପରିଚାଳିତ ନୂଆ ଅନର୍ ପ୍ରୋଟେକ୍ଟ ପ୍ଲାନ୍‌ର ଶୁଭାରମ୍ଭ କରାଯାଇଛି । ୨୯୯୯ ଟଙ୍କା ମୂଲ୍ୟର ଏହି ସ୍କିମ୍ ଅନର୍ ଏକ୍ସ୯ବି ଗ୍ରାହକଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ହେବ ଏବଂ ଏହା ବ୍ରାଣ୍ଡରେ

ଗୁଗୁଲ ମ୍ୟାଚ ଜରୀଆରେ କିପରି ସଞ୍ଚୟ କରିବେ ଟୋଲ ଟଙ୍କା, ଜାଣନ୍ତୁ ଏହି ସହଜ ଉପାୟ

ଗୁଗୁଲ୍ ମ୍ୟାପ୍ସ ଆପଣଙ୍କୁ କେବଳ ରାସ୍ତା ଦେଖାଇବ ତାହା ନୁହେଁ ବରଂ ଏହି ଆପ୍ ମାଧ୍ୟମରେ ଆପଣ ନିଜ ଟଙ୍କା ସଞ୍ଚୟ କରିପାରିବେ । ଆପଣଙ୍କ ଯାତ୍ରା ପାଇଁ ଏହା ଆପଣଙ୍କୁ ଏପରି ମାର୍ଗ ଦେଖାଇବ ଯେଉଁଥିରେ ଆପଣ ଆପଣଙ୍କର ଟୋଲ୍ ଟଙ୍କା ସଞ୍ଚୟ କରିପାରିବେ । କେବଳ ସେତିକି ନୁହେଁ ଅଧିକ ଟ୍ରାଫିକରୁ…

ସର୍ବାଧିକ ୧.୪ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଡିବା ସହ ଜିଓ ନମ୍ବର ୱାନ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଜିଓ ରାଜ୍ୟରେ ସର୍ବାଧିକ ପସନ୍ଦର ଏବଂ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜର ଆଧିପତ୍ୟ ବଜାୟ ରଖିବା ସହ ଡିସେମ୍ବର ମାସରେ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଯୋଡ଼ିଛି । ଟ୍ରାଇ ତଥ୍ୟ

ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୪-୨୫ ବ୍ୟାଚରେ ନାମଲେଖା ଲାଗି ଫେବୃଆରୀ ୨୯ ସୁଦ୍ଧା ଅନଲାଇନରେ କରନ୍ତୁ ଆବେଦନ

ଭୁବନେଶ୍ୱର, ୭ ଫେବୃଆରୀ ୨୦୨୪: ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୪-୨୫ ବ୍ୟାଚରେ ନାମଲେଖା ଲାଗି ଆବଦେନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ଦିଆଯାଉଥିବା ବିଭିନ୍ନ ଅତ୍ୟାଧୁନିକ ବିଷୟରେ ନାମଲେଖାଇବା ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଆବେଦନ