କରୋନାରେ ଆକ୍ରାନ୍ତ ହେଲେ ଭାରତର ମୁଖ୍ୟ କୋଚ ରାହୁଲ ଦ୍ରାବିଡ


ଆଗକୁ ଏସିଆ କପ ଅନୁଷ୍ଠିତ ହେବାକୁ ଯାଉଛି । କିନ୍ତୁ ଇତି ମଧ୍ୟରେ ଭାରତୀୟ ଫ୍ୟାନ ଏବଂ ଭାରତୀୟ ଦଳକୁ ଏକ ଶକ୍ତ ଝଟକା ଲାଗିଛି । ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ କରୋନା ପଜିଟିଭ ଆସିଛନ୍ତି । ଏସିଆ କପ ପାଇଁ ଭାରତୀୟ ଦଳ ଅଗଷ୍ଟ ୨୩ରେ ୟୁଏଇ ଯିବାର ଯୋଜନା ଥିଲା । ଅଗଷ୍ଟ ୨୭ରେ ୟୁଏଇ କପ ପ୍ରାରମ୍ଭ ହେବା ବେଳେ ଅଗଷ୍ଟ ୨୮ରେ ଭାରତୟ ପ୍ରଥମ ମ୍ୟାଚ ରହିଛି ।


Share It

Comments are closed.