ନାଗପଞ୍ଚମୀରେ ଜାଣନ୍ତୁ ଏହାର ମହତ୍ତ୍ବ: ଏହି ସବୁ ରାଶି ପାଇଁ ରହିଛି ଶୁଭଫଳ

ସନାତନ ଧର୍ମରେ ଶ୍ରାବଣ ମାସର ବିଶେଷ ମହତ୍ତ୍ବ ରହିଛି । ଏହି ମାସ ଭଗବାନ ଶିବଙ୍କୁ ସମର୍ପିତ । ଅନ୍ୟପକ୍ଷରେ, ଶ୍ରାବଣ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିକୁ ନାଗପଞ୍ଚମୀ ଭାବେ ପାଳନ କରାଯାଏ। ଏହି ଦିନ ଭଗବାନ ଶିବଙ୍କ ବେକରେ ବାସ କରୁଥିବା ନାଗ ଦେବତାଙ୍କୁ ପୂଜା କରାଯାଏ। କେତେକ ସ୍ଥାନରେ ଏହି…

ଚନ୍ଦ୍ରର ଅତି ନୀକଟରୁ ଫଟୋ ପଠାଇଲା ଚନ୍ଦ୍ରଯାନ-୩ : ବ୍ୟବହାର ହେଲା ସ୍ୱତନ୍ତ୍ର କ୍ୟାମେରା

ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦେଶ ଚନ୍ଦ୍ରର ଦକ୍ଷିଣ ପୃଷ୍ଠରେ ପହଞ୍ଚି ପାରିନାହାନ୍ତି, ଏହି ଉଦ୍ଦେଶ୍ୟରେ ଇସ୍ରୋ ଜୁଲାଇ ୧୪ରେ ଚନ୍ଦ୍ରଯାନ-୩ ଉତକ୍ଷେପଣ କରିଥିଲା। ଚନ୍ଦ୍ରଯାନ-୩ ମିଶନର ଲ୍ୟାଣ୍ଡର ମଡ୍ୟୁଲ ଏବେ ଚନ୍ଦ୍ର ପୃଷ୍ଠଠାରୁ ମାତ୍ର ୨୫ରୁ ୧୫୦ କିଲୋମିଟର ଦୂରରେ ପରିକ୍ରମା କରୁଛି।…

୨୫ କିଲୋମିଟର ଦୂରରେ ପରିକ୍ରମା କରୁଛି ଚନ୍ଦ୍ରଯାନ-୩, ଚନ୍ଦ୍ରରେ କେମିତି ଅବତରଣ କରିବ? ଜାଣନ୍ତୁ ସମ୍ପୂର୍ଣ୍ଣ…

ଚନ୍ଦ୍ରରେ ପହଞ୍ଚିବା ଦୌଡ଼ରେ ରୁଷିଆ ଭାରତଠାରୁ ପଛରେ ପଡ଼ିଯାଇଛି। ରବିବାର (ଅଗଷ୍ଟ ୨୦) ଚନ୍ଦ୍ରରେ ଧକ୍କା ଦେବା ପରେ ତାଙ୍କର ମିଶନ ଲୁନା-୨୫ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଚନ୍ଦ୍ରଯାନ-୩ ଅବତରଣର ଦୁଇ ଦିନ ପୂର୍ବରୁ ଅଗଷ୍ଟ ୨୧ତାରିଖରେ ରୁଷିଆର ଲୁନା-୨୫ ଚନ୍ଦ୍ରରେ ଅବତରଣ କରିବାର ଥିଲା।…

ମାନବ ଚାଲାଣର ନୂତନ ଧାରା ସମ୍ପର୍କରେ ଆଲୋଚନା କରିଛି ଓଡିଶା

ଭୁବନେଶ୍ୱର : ମାନବ ଚାଲାଣ ଉପରେ ଏନ୍‌ସିଆର୍‌ବିର ସଦ୍ୟତମ ରିପୋର୍ଟରୁ ଜଣାଯାଇଛି ଯେ, ୨୦୨୧ରେ ଓଡିଶାରେ ମାନବ ଚାଲାଣର ସର୍ବାଧିକ ମାମଲା ଦେଖିବାକୁ ମିଳିଛି । ଓଡିଶାରୁ ଚାଲାଣ ହୋଇଥିବା ୧୪୭୫ ଜଣ ପୀଡିତଙ୍କ ମଧ୍ୟରୁ ୭୩୫ ଜଣ ମହିଳା ଥିଲେ ଏବଂ ସେମାନଙ୍କ ମଧ୍ୟରୁ ୪୯୭ ଜଣ ୧୮ ବର୍ଷରୁ କମ୍…

ଇତିହାସ ରଚିବାର ନିକଟତର ହେଲା ଚନ୍ଦ୍ରାୟନ -୩ , ଅଲଗା ହେବାକୁ ପ୍ରସ୍ତୁତ ବିକ୍ରମ ଲାଣ୍ଡର

ଭାରତର ମହତ୍ୱାକାଂକ୍ଷୀ ମିଶନ ଚନ୍ଦ୍ର ଅଧୀନରେ ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର ପଞ୍ଚମ ତଥା ଅନ୍ତିମ କକ୍ଷପଥରେ ପ୍ରବେଶ କରିଛି ଏବଂ ଏବେ ଲ୍ୟାଣ୍ଡର ବିକ୍ରମକୁ ଅଲଗା କରିବା ପ୍ରକ୍ରିୟା ମଧ୍ୟ ଚାଲିଛି । ଅଗଷ୍ଟ ୧୭ ତାରିଖ ସକାଳେ ଲ୍ୟାଣ୍ଡର ଅଲଗା ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।…

ଫୋନ୍ ଓ ଲାପଟପ୍ ରେ ଅଧିକ ସମୟ ବିତାଇବା ଯୋଗୁଁ ଆଖିରେ ରହୁଛି ଥକ୍କାପଣ? ତେବେ କରନ୍ତୁ ଏହି ଉପାୟ

ଆଜିକାଲି ଲୋକମାନେ ଲାପଟପ୍ କିମ୍ବା ଫୋନରେ ଅଧିକ ସମୟ ବିତାଉଛନ୍ତି । ଅଫିସ ବ୍ୟତୀତ ଲୋକମାନେ ଲାପଟପ ଓ ଫୋନରେ ସିନେମା, ରିଲ, ଭିଡିଓ କିମ୍ବା ସୋସିଆଲ ମିଡିଆରେ ଅଧିକରୁ ଅଧିକ ସମୟ ବିତାଉଛନ୍ତି । ମୋଟାମୋଟି ଭାବେ ବୟସ୍କ, ଯୁବକଠାରୁ ଆରମ୍ଭ କରି ସବୁ ବୟସର ଲୋକ ଫୋନରେ ଅଧିକରୁ ଅଧିକ ସମୟ…

ଖାଲି ପେଟରେ କିସମିସ୍ ଖାଇବା ଦ୍ୱାରା ମିଳିଥାଏ ଅନେକ ଫାଇଦା, କିନ୍ତୁ ଅଧିକ ଖାଇବା ହୋଇପାରେ କ୍ଷତିକାରକ

ଯେଉଁମାନଙ୍କ ଶରୀରରେ ରକ୍ତର ଅଭାବ ରହିଛି ସେମାନଙ୍କୁ ଅନେକ ସମୟରେ କିସମିସ୍ ଖାଇବାକୁ ପରାମର୍ଶ ଦିଆଯାଏ । କାରଣ ଏଥିରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ଓ ଫାଇବର ରହିଥାଏ । ଏସବୁ ବ୍ୟତୀତ ଏଥିରେ ଆଇରନ୍ ଓ ଭିଟାମିନ୍ ମଧ୍ୟ ପ୍ରଚୁର ମାତ୍ରାରେ ରହିଥାଏ। ଯାହା କି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ…

ଅଗଷ୍ଟ ୧୫ରେ ‘ହିନ୍ଦୁସ୍ତାନ ଜିନ୍ଦାବାଦ’ର ନାରା ସହିତ ଇତିହାସ ରଚିଲା ‘ଗଦର-୨’:…

ସନ୍ନି ଦେଓଲଙ୍କ ଫିଲ୍ମ 'ଗଦର-୨' ବକ୍ସ ଅଫିସରେ ଝଡ଼ ସୃଷ୍ଟି କରିଛି। ମୁକ୍ତିଲାଭର ପ୍ରଥମ ଦିନରୁ ଏହି ଫିଲ୍ମକୁ ଦର୍ଶକଙ୍କ ଠାରୁ ଭଲ ରେସପନ୍ସ ମିଳୁଛି । 'ଗଦର-୨'ର ଓପନିଂ ୱିକେଣ୍ଡ ମଧ୍ୟ ଜବରଦସ୍ତ ଥିଲା ଏବଂ ସପ୍ତାହାନ୍ତରେ ମଧ୍ୟ ଚଳଚ୍ଚିତ୍ରଟି ବହୁତ ନୋଟ୍ ଛପାଉଛି। ଅଗଷ୍ଟ ୧୫ ରେ…

ବକ୍ସ ଅଫିସରେ ଦମଦାର କଲେକ୍ସନ କରୁଛି ‘ଗଦର-୨’: ଭାଙ୍ଗିଲା ‘ପଠାନ୍’ ଓ…

୨୦୦୧ରେ 'ଗଦର ଏକ ପ୍ରେମ କଥା'ର ୨୨ ବର୍ଷ ପରେ ଏହାର ସିକ୍ୱେଲ 'ଗଦର-୨' ଚଳିତ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ପ୍ରଥମ ଦିନରୁ ଏହି ଫିଲ୍ମକୁ ପ୍ରେକ୍ଷାଳୟରେ ବହୁତ ଦର୍ଶକ ଆସୁଛନ୍ତି । ଏହା ସହିତ ଏହି ଫିଲ୍ମରେ ନୋଟ୍ ମଧ୍ୟ ଜୋରଦାର ଛପାଯାଉଛି । ଫିଲ୍ମର ରୋଜଗାର ବିଷୟରେ…

ଚନ୍ଦ୍ରର ୬ଟି ଆଶ୍ଚର୍ଯ୍ୟଜନକ ରହସ୍ୟ, ଆଜି ପର୍ଯ୍ୟନ୍ତ ଏହାର ରହସ୍ୟ ଉପରୁ ଉଠିପାରିନି ପରଦା

୧୯୬୯ ମସିହା ଜୁଲାଇ ୨୦ ତାରିଖରେ ମଣିଷ ଚନ୍ଦ୍ରରେ ପ୍ରଥମ ପାଦ ରଖିଥିଲା। ଆମେରିକୀୟ ମହାକାଶଚାରୀ ନୀଲ ଆର୍ମଷ୍ଟ୍ରଙ୍ଗ ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ଚନ୍ଦ୍ରରେ ପହଞ୍ଚିଥିଲେ। ୫୦ ବର୍ଷ ପରେ ବି ଚନ୍ଦ୍ର ଦୁନିଆ ପାଇଁ ଏକ ରହସ୍ୟ ପାଲଟିଛି । କିଛି ଦିନ ମଧ୍ୟରେ ଚନ୍ଦ୍ରରେ ପହଞ୍ଚିବାକୁ ଯାଉଛି…