ସାମ୍ନାକୁ ଆସିଲା ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର-୨’ର ପ୍ରଥମ ରିଭ୍ୟୁ, ଫିଲ୍ମ ଦେଖିବା ପରେ ଲୁହରେ ଭିଜିଲା…

ସନ୍ନି ଦେଓଲଙ୍କ ଫିଲ୍ମ 'ଗଦର-୨' ରିଲିଜ୍ ହେବାକୁ ଯାଉଛି। ଫିଲ୍ମଟି ଅଗଷ୍ଟ ୧୧ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । ଲୋକମାନେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ଏବଂ ଏହାର ରିଲିଜକୁ ଅପେକ୍ଷା କରିପାରୁନାହାନ୍ତି । ଗଦରର ୨୨ ବର୍ଷ ପରେ ଏହାର ସିକ୍ୱେଲ ଆସୁଛି । ଖାସ୍ କଥା ହେଉଛି…

କେରଳ ହୋଇଯିବ କେରଳମ ? ଜାଣନ୍ତୁ ଦୁଇ ନାମ ମଧ୍ୟରେ କଣ ରହିଛି ପାର୍ଥକ୍ୟ?

କେରଳ ବିଧାନସଭାରେ ରାଜ୍ୟର ନାମ ପରିବର୍ତ୍ତନ ପାଇଁ ଏକ ସଂକଳ୍ପ ପାରିତ ହୋଇଛି । ଆନୁଷ୍ଠାନିକ ଭାବେ 'କେରଳ'ର ନାମ ପରିବର୍ତ୍ତନ କରି 'କେରଳମ୍' କରିବାକୁ ସଂକଳ୍ପ ପାରିତ ହୋଇଛି। ଯଦି କେନ୍ଦ୍ର ସରକାର ମଧ୍ୟ ଏହାକୁ ସବୁଜ ସଙ୍କେତ ଦିଅନ୍ତି ତେବେ କେରଳର ନାମ କେରଳମ୍ ହେବ। ଏବେ ସଂକଳ୍ପ ପାରିତ…

ଚିଆ ମଞ୍ଜି ଖାଇବା ଦ୍ୱାରା କେବଳ ଫାଇଦା ନୁହେଁ ବରଂ ଶରୀରକୁ ମଧ୍ୟ କ୍ଷତି ପହଞ୍ଚାଇପାରେ !

ଛୋଟ ଚିଆ ମଞ୍ଜିରେ ଅନେକ ବଡ଼ ଗୁଣ ରହିଛି। ଚିଆ ମଞ୍ଜିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ଶରୀରକୁ ଫ୍ରି ରେଡିକାଲର ନକାରାତ୍ମକ ପ୍ରଭାବରୁ ରକ୍ଷା କରିବା ପାଇଁ କାମ କରିଥାଏ । ଏହା ସହିତ ଚିଆ ମଞ୍ଜି ଓଜନ ହ୍ରାସ କରିବାରେ ବହୁତ ପ୍ରଭାବଶାଳୀ ଏବଂ ପାଚନ କ୍ରିୟାରେ ଉନ୍ନତି…

ମହାକାଶରେ କାହାର ମୃତ୍ୟୁ ହେଲେ ଶରୀରର କ’ଣ ହେବ? ଜାଣନ୍ତୁ କ’ଣ କହୁଛି ନାସା

ମହାକାଶ ଯାତ୍ରା ଆଉ ବଡ଼ କଥା ହୋଇ ରହିନାହିଁ। ବ୍ଲୁ ଓରିଜିନ୍ ଓ ଭର୍ଜିନ୍ ଗାଲାକ୍ଟିକ୍ ଭଳି କମ୍ପାନି ସମେତ ଅନେକ କମ୍ପାନି ଲୋକଙ୍କୁ ମହାକାଶକୁ ଯାତ୍ରା କରାଉଛନ୍ତି। ତେବେ ମହାକାଶକୁ ମଣିଷ ପଠାଇବା ସହଜ ନୁହେଁ। ଏହା ବି ବିପଜ୍ଜନକ କାମ। କିନ୍ତୁ କ'ଣ ଆପଣ ଜାଣନ୍ତି ମହାକାଶରେ ମୃତ୍ୟୁ ଘଟିଲେ…

ଚନ୍ଦ୍ରରେ କିଭଳି ହୋଇଥାଏ ଭୂମି? ପୃଥିବୀଠାରୁ କେତେ ଭିନ୍ନ ହୋଇଥାଏ ସେଠାକାର ମାଟି ଏବଂ ବାୟୁମଣ୍ଡଳ ?

ଚନ୍ଦ୍ରଯାନ-୩ ଚନ୍ଦ୍ରର ଭୂମିର ଫଟୋ ସେୟାର କରିଛି, ଯାହାକୁ ଦେଖି ଆପଣ ଅନୁମାନ କରିପାରିବେ କି ଚନ୍ଦ୍ରର ଭୂମି କେମିତି ଅଛି । ତେବେ ଆସନ୍ତୁ ଜାଣିବା ଭାରତଠାରୁ ଏହି ଭୂମି କେତେ ଅଲଗା । ଆପଣ ଭାବୁଥିବେ ଚନ୍ଦ୍ରର ଭୁମି ମଧ୍ୟ ପୃଥିବୀ ସହ ସମାନ ହେବ, କିନ୍ତୁ ତାହା ନୁହେଁ । ସେଠାକାର…

ଚଞ୍ଚଳ ସ୍ୱଭାବର ହୋଇଥାନ୍ତି ‘ବି’ ଅକ୍ଷର ଥିବା ଲୋକମାନେ , ଜାଣନ୍ତୁ ସେମାନଙ୍କ ପ୍ରକୃତି ସହ ଜଡିତ କିଛି…

ଆମ ନାମର ପ୍ରଥମ ଅକ୍ଷର ଆମ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ । ବି ଅକ୍ଷରରୁ ଯେଉଁମାନଙ୍କ ନାମ ଆରମ୍ଭ ହୁଏ ସେମାନଙ୍କ ସଂଖ୍ୟା ୨, ବି ଅକ୍ଷରର ମାଲିକ ହେଉଛନ୍ତି ଚନ୍ଦ୍ର । ଚନ୍ଦ୍ରର ଶକ୍ତି ଆପଣଙ୍କୁ ସୃଜନଶୀଳ, କଳ୍ପନାତ୍ମକ, ସମ୍ବେଦନଶୀଳ, କଳାତ୍ମକ କରିଥାଏ । ବି ଅକ୍ଷର ଲୋକମାନେ ବହୁତ…

ଶାହାରୁଖ ଖାନଙ୍କ ଏହି କଫି ମଗର ଦାମ ଉଡାଇଦେବ ଆପଣଙ୍କ ହୋସ : ଜାଣନ୍ତୁ କଣ ଏହାର ବିଶେଷତ୍ଵ?

କିଙ୍ଗ୍ ଖାନ୍ ନାମରେ ପରିଚିତ ଶାହରୁଖ ଖାନଙ୍କର ସମଗ୍ର ବିଶ୍ୱରେ ପ୍ରଶଂସକ ଅଛନ୍ତି। ନିଜ ଫିଲ୍ମ, ଘର, କାର୍ କଲେକ୍ସନ ବ୍ୟତୀତ ଦୈନନ୍ଦିନ ବ୍ୟବହୃତ ଜିନିଷ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି ଏହି ଅଭିନେତା । ଆଜି ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ତାଙ୍କର ର ଏକ ଆକ୍ସେସରିଜ୍ ବିଷୟରେ କହିବାକୁ…

ଯଦି ଆପଣ ଶୀଘ୍ର ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ ୧୨୦୦ କ୍ୟାଲୋରୀ ଡାଏଟ୍ ପ୍ଲାନ୍, ଜାଣନ୍ତୁ ଏହା…

ଆଜିକାଲିର ଜୀବନଶୈଳୀ ଏପରି ହୋଇଗଲାଣି ଯେ ଓଜନ ବୃଦ୍ଧି ଓ ମୋଟାପଣ ଏକ ସାଧାରଣ ସମସ୍ୟା ପାଲଟିଛି। ଏଭଳି ସ୍ଥିତିରେ ଆପଣ ଓଜନ ହ୍ରାସ ପାଇଁ ୧୨୦୦ କ୍ୟାଲୋରୀ ଡାଏଟ୍ ଅନୁସରଣ କରିପାରିବେ। ଆସନ୍ତୁ ଜାଣିବା ଏହା କ'ଣ ଏବଂ କାହିଁକି ଓଜନ କମାଇବା ପାଇଁ ଏହାକୁ ଆପଣାଇବାକୁ ପରାମର୍ଶ ଦିଆଯାଏ ।…

ଆପଣଙ୍କ ହ୍ୱାଟ୍ସଆପ୍ ମେସେଜ୍ ପଢିପାରେ ଏହି ଆପ୍, ତୁରନ୍ତ ଡିଲିଟ୍ କରନ୍ତୁ ! ପ୍ଲେ ଷ୍ଟୋରରୁ ହଟାଇଲା ଗୁଗଲ

ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ଗୋପନୀୟତା ପୁଣି ଥରେ ବିପଦରେ ପଡ଼ିଛି। ଏବେ ଏମିତି ଏକ ମାଲୱେୟାର ଆପ୍ ସାମ୍ନାକୁ ଆସିଛି ଯାହା ଆଣ୍ଡ୍ରଏଡ ୟୁଜର୍ସଙ୍କ ପ୍ରାଇଭେଟ ମେସେଜିଂ ଆପ ଯଥା ଫେସବୁକ, ହ୍ୱାଟସଆପ ଓ ଟେଲିଗ୍ରାମକୁ ଟ୍ରାକ୍ କରି ମେସେଜ ପଢିପାରିବ । ଗୁଗଲ ଏହି ଆପକୁ ନିଜ ପ୍ଲେ ଷ୍ଟୋରରୁ…

ଜେଲର ଫିଲ୍ମ ଦେଖିବା ପାଇଁ ପ୍ରଶଂସକଙ୍କୁ ମିଳିଲା ଗୋଟିଏ ଦିନ ଛୁଟି, ଫିଲ୍ମର ରିଲିଜ୍ ଦିନ ଛୁଟି ଘୋଷଣା କଲେ ଏହି ସହର

ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ 'ଜେଲର' ଅଗଷ୍ଟ ୧୦ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରାୟ ୨ ବର୍ଷ ପରେ ରଜନୀକାନ୍ତ ବଡ଼ ପରଦାକୁ ଫେରିଛନ୍ତି। ସୁପରଷ୍ଟାର ଅଭିନେତାଙ୍କ ନୂଆ ଅବତାର ଦେଖିବାପାଇଁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି । ଏବେ ପୁଣି ଥରେ ରଜନୀକାନ୍ତଙ୍କ…