ଚନ୍ଦ୍ରର ୬ଟି ଆଶ୍ଚର୍ଯ୍ୟଜନକ ରହସ୍ୟ, ଆଜି ପର୍ଯ୍ୟନ୍ତ ଏହାର ରହସ୍ୟ ଉପରୁ ଉଠିପାରିନି ପରଦା

୧୯୬୯ ମସିହା ଜୁଲାଇ ୨୦ ତାରିଖରେ ମଣିଷ ଚନ୍ଦ୍ରରେ ପ୍ରଥମ ପାଦ ରଖିଥିଲା। ଆମେରିକୀୟ ମହାକାଶଚାରୀ ନୀଲ ଆର୍ମଷ୍ଟ୍ରଙ୍ଗ ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ଚନ୍ଦ୍ରରେ ପହଞ୍ଚିଥିଲେ। ୫୦ ବର୍ଷ ପରେ ବି ଚନ୍ଦ୍ର ଦୁନିଆ ପାଇଁ ଏକ ରହସ୍ୟ ପାଲଟିଛି । କିଛି ଦିନ ମଧ୍ୟରେ ଚନ୍ଦ୍ରରେ ପହଞ୍ଚିବାକୁ ଯାଉଛି…

କେଉଁଠି ଲୋକେ ଜୋତାରେ ମଦ ପିଅନ୍ତି ତ ପୁଣି କେଉଁଠି ଚିୟର୍ସ କହିବା ହୋଇଥାଏ ଅପରାଧ: ଜାଣନ୍ତୁ ଏହି ଅଦ୍ଭୁତ ପରମ୍ପରା…

ପୃଥିବୀର ଅଧିକାଂଶ ଦେଶରେ ମଦ୍ୟପାନ କରାଯାଏ । ମଦ ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସମସ୍ତେ ଜାଣନ୍ତି, କିନ୍ତୁ ଏହା ସତ୍ତ୍ୱେ ଲୋକମାନେ ମଦ୍ୟପାନ କରିଥାନ୍ତି । କିନ୍ତୁ କ'ଣ ଆପଣ ଜାଣନ୍ତି କି କିଛି ଦେଶରେ ମଦ ପିଇବାର ଏକ ଅଜବ ପରମ୍ପରା ରହିଛି । କିଛି ଦେଶରେ ଚିୟର୍ସ କରିବା ଅପରାଧ…

ବିଳମ୍ବରେ ମଧ୍ୟାହ୍ନ ଭୋଜନ କଲେ ଶରୀରକୁ ହୋଇଥାଏ ଏହି ବିପଜ୍ଜନକ କ୍ଷତି

ଆଜିକାଲି ସମସ୍ତଙ୍କୁ ଫିଟ୍ ଓ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିଥାଏ, କିନ୍ତୁ ଏହି ସମୟରେ ସେମାନେ କିଛି ଭୁଲ କରିଥାଆନ୍ତି ଯାହାକୁ ନିଜ ସ୍ୱାସ୍ଥ୍ୟର କ୍ଷତି ସହିବାକୁ ପଡ଼ିଥାଏ। ଖାଲି ସେତିକି ନୁହେଁ, ଏହା ସେମାନଙ୍କ ଶରୀର ଉପରେ ବିପଜ୍ଜନକ ପ୍ରଭାବ ପକାଇଥାଏ। ପ୍ରଥମତଃ, ଆମ ଜୀବନଶୈଳୀର…

ବର୍ଷର ଦ୍ବିତୀୟ ଶ୍ରେଷ୍ଠ ଓପନର ପାଲଟିଲା ‘ଗଦର-୨’, ତାଲିକାରେ ଓଏମଜି-୨ ସମେତ ଏହି ସବୁ ସିନେମା…

ଠିକ୍ ବର୍ଷକ ତଳେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ସର୍ବନିମ୍ନ ସ୍ତରରେ ଥିଲା। 'ଲାଲ ସିଂହ ଚଢ଼ା' ଏବଂ 'ରକ୍ଷା ବନ୍ଧନ' ଭଳି ବଡ଼ ଷ୍ଟାର କାଷ୍ଟ ଥିବା ଫିଲ୍ମ ବକ୍ସ ଅଫିସରେ ଭୁଶୁଡ଼ି ପଡ଼ିଥିଲା। ବର୍ଷକ ପରେ ପଠାନ ଓ ଏବେ 'ଗଦର-୨' ଓ 'ଓମଜି-୨' ପୁଣି ଥରେ ବଲିଉଡ୍ କୁ ବକ୍ସ ଅଫିସ୍ ରେ ଚମତ୍କାର…

ପୁଣି ବଡ଼ ପରଦାକୁ ଆସୁଛନ୍ତି ପ୍ରଫୁଲ୍ଲ ଓ ହଂସା, ରିଲିଜ୍ ହେଲା ଖିଚଡ଼ି-୨ର ମଜାଦାର ଟିଜର, ଏହି ଦିନ ରିଲିଜ୍ ହେବ…

ଲେଖକ ତଥା ନିର୍ଦ୍ଦେଶକ ଆତୀଶ କପାଡିଆଙ୍କ ସିଟକମ୍ 'ଖିଚଡି' ପ୍ରଥମେ ସେପ୍ଟେମ୍ବର ୨୦୦୨ରେ ଟିଭିରେ ପ୍ରସାରିତ ହୋଇଥିଲା। ଏହି ସିଟକମ ଖୁବ ଶୀଘ୍ର ଏହାର ହାସ୍ୟ ଶୈଳୀ ଏବଂ ଦମଦାର କାଷ୍ଟ କାରଣରୁ ଦର୍ଶକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଥିଲା । ସୋ'ରେ ହଂସା ପାରେଖ ଭୂମିକାରେ ସୁପ୍ରିୟା ପାଠକ…

ଅଗଷ୍ଟ ୧୫ରେ ଭାରତ ବ୍ୟତୀତ ସ୍ୱାଧୀନ ହୋଇଥିଲେ ଏହି ୪ଟି ଦେଶ

ଚଳିତ ବର୍ଷ ଭାରତ ୭୭ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନ ହୋଇଥିଲା ଏବଂ ସେବେଠାରୁ ପ୍ରତିବର୍ଷ ଏହି ଦିନକୁ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଏ । ଅଗଷ୍ଟ ୧୫ ରେ ସ୍ୱାଧୀନତା ଦିବସ ପାଳନ କରୁଥିବା ଭାରତ ଏକମାତ୍ର ଦେଶ ନୁହେଁ ।…

ଚନ୍ଦ୍ରଯାନ-୩କୁ ଟପିବାକୁ ପ୍ରତିଯୋଗିତା: ୪୭ ବର୍ଷ ପରେ ଲୁନା-୨୫ ଉତକ୍ଷେପଣ କଲା ରୁଷିଆ

୧୯୭୬ ପରେ ପ୍ରଥମ ଥର ପାଇଁ ଅର୍ଥାତ୍ ପୂରା ୪୭ ବର୍ଷ ପରେ ଚନ୍ଦ୍ର ଅଭିଯାନ ପଠାଇଛି ରୁଷୀୟ ମହାକାଶ ଏଜେନ୍ସି ରସ୍କସ୍ମୋସ୍ । ରୁଷ ଆମୁର ଅଞ୍ଚଳର ଭୋଷ୍ଟୋଚାନ ମହାକାଶ ବନ୍ଦରରୁ ସ୍ଥାନୀୟ ସମୟ ସକାଳ ୮ଟା ୧୦ ମିନିଟରେ ଲୁନା-୨୫ ଲ୍ୟାଣ୍ଡର ଉତକ୍ଷେପଣ କରିଥିଲା। ଏପି ରିପୋର୍ଟ ଅନୁଯାୟୀ, ରୁଷୀୟ…

ଜଣେ ଜ୍ୱର ସମୟରେ ଗାଧୋଇପାରିବେ କି ନାହିଁ? ଜାଣନ୍ତୁ ବିଶେଷଜ୍ଞଙ୍କ ଠାରୁ ଏହାର ଉତ୍ତର

ମୌସୁମୀ ଋତୁରେ ଅନେକ ରୋଗର ପ୍ରସାର ଦ୍ରୁତ ଗତିରେ ବଢିବାରେ ଲାଗିଥାଏ । ମ୍ୟାଲେରିଆ ହେଉ, ଡେଙ୍ଗୁ ହେଉ, ଚିକୁନଗୁନିଆ ହେଉ ବା କଂଜେକ୍ଟିଭାଇଟିସ୍, ଏହି ସବୁ ରୋଗ ପାଦ ବ୍ୟାପିବା ଆରମ୍ଭ କରିଦିଏ। ବର୍ଷାଦିନେ ଭୂତାଣୁ ଜନିତ ଜ୍ୱର ମଧ୍ୟ ବହୁତ ଦେଖାଯାଏ, ଯାହା ବହୁ ସଂଖ୍ୟାରେ ଲୋକଙ୍କୁ…

ଲମ୍ବୋର୍ଗିନୀରେ ପତ୍ନୀ ରିତିକାଙ୍କ ସହ ନଜର ଆସିଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ

ଭାରତୀୟ ଅଧିନାୟକ ରୋହିତ ଶର୍ମା ମୁମ୍ବାଇ ଫେରିଛନ୍ତି। ରୋହିତ ଶର୍ମା ୱେଷ୍ଟଇଣ୍ଡିଜ୍ ଗସ୍ତରେ ଟେଷ୍ଟ ଓ ଦିନିକିଆରେ ଅଧିନାୟକ ଭାବେ ନଜର ଆସିଥିଲେ। ଏବେ ଭାରତୀୟ ଅଧିନାୟକ ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ୱେଷ୍ଟଇଣ୍ଡିଜ୍ ପରେ ରୋହିତ ଶର୍ମା ମଧ୍ୟ…

ଗୁରୁବାର ଦିନ ଦାନ କରନ୍ତୁ ଏହି ସବୁ ଜିନିଷ, ବଢିବ ମାନ ସମ୍ମାନ

ଗୁରୁବାର ବୃହସ୍ପତିଙ୍କୁ ସମର୍ପିତ । ଏହି ଦିନ ପୂଜା ଓ ଭକ୍ତିର ବିଶେଷ ମହତ୍ତ୍ୱ ରହିଛି। ବୃହସ୍ପତି ସୁଖୀ ହେଲେ ମନୁଷ୍ୟର ଜୀବନ ସୁଖ, ଶାନ୍ତି ଓ ସମ୍ପତ୍ତିରେ ପରିପୂର୍ଣ୍ଣ ହୋଇଥାଏ। ଆସନ୍ତୁ ଜାଣିବା ଗୁରୁବାର ଦିନ କେଉଁ ଜିନିଷ ଦାନ କରିବା ଉଚିତ, ଯାହା ଭାଗ୍ୟ ଓ କର୍ମକୁ ମଜବୁତ କରିଥାଏ।…