‘ଛପାକ’ ତୁଳନାରେ ଦର୍ଶକଙ୍କ ଅଧିକ ପ୍ରଶଂସା ସାଉଁଟୁଛି ଅଜୟ ଦେବଗନଙ୍କ ‘ତାନାଜୀ’

ଅଜୟ ଦେବଗନ, ସେଫ ଅଲ୍ଲୀ ଖାନ ଏବଂ କାଜୋଲଙ୍କ ଅଭିନୀତ ଚଳଚ୍ଚିତ୍ର ତାନାଜୀ ଦ ଅନସଙ୍ଗ ୱାରିୟର ଚଳିତ ବର୍ଷ ୧୦ ଜାନୁଆରରେ ରିଲିଜ ହୋଇସାରିଛି । ଏହି ଚଳଚ୍ଚିତ୍ର ସହିତ ମେଘନା ଗୁଲଜାରଙ୍କ ଚଳଚ୍ଚିତ୍ର ଛପାକ୍ ମଧ୍ୟ ରିଲିଜ ହୋଇଥିଲା । ଯେଉଁଠାରେ ରିଲିଜର ପୂର୍ବରୁ ୧୦କୋଟିର ଟଙ୍କା କମାଇବାର ଆକଳନ…

ଶ୍ରୀକୃଷ୍ଣଙ୍କ ବନ୍ଧୁତାରୁ ଶିଖିପାରିବେ ଜୀବନର ଏହି ୫ଟି ସତ୍ୟ

ଶ୍ରୀକୃଷ୍ଣ କେବଳ ଭଗବାନ ନଥିଲେ ତାଙ୍କୁ ଆଧୁନିକ ଯୁଗର ପୁରୁଷ ମଧ୍ୟ କୁହାଯାଉଥିଲା । ତାଙ୍କ ଜୀବନରୁ ଆମେ ଏଭଳି ଅନେକ କଥା ଶିଖିପାରିବା ଯାହା ଆଜିବି ସାଥର୍କ ରହିଛି । ଯେପରିକି ତାଙ୍କ ବନ୍ଧୁତା । ତାଙ୍କ ବନ୍ଧୁତାକୁ ବୁଝିପାରିଲେ ଆମେ ଅନେକ କଥା ଶିଖିପାରିବା ତାହା ଜୀବନର ବାସ୍ତବ ସତ୍ୟ ଅଟେ…

ସାତ ବର୍ଷ ପରେ ନ୍ୟାୟ ପାଇଲେ ନିର୍ଭୟା, ଅତ୍ୟନ୍ତ ଭାବୁକ ହୋଇ କିଛି ଏପରି କହିଲେ ନିର୍ଭୟାଙ୍କ ମା’

ନିର୍ଭୟା ଗଣଦୁଷ୍କର୍ମର ଅପରାଧୀମାନଙ୍କୁ ଅଦାଲତରେ ଡେଥ ୱାରେଣ୍ଟ ମିଳିବା ପରେ ତାଙ୍କ ମାଙ୍କ ଆଖିରେ ଖୁସିର ଅଶ୍ରୁ ଝଲସି ଉଠିଛି । ନିଜ କୋହଭରା କଣ୍ଠରେ ସେ କହିଛନ୍ତି ଯେ ଶେଷରେ ମୋ ଝିଅକୁ ନ୍ୟାୟ ମିଳିଗଲା । ଏବେ ତାର ଆତ୍ମାକୁ ଶାନ୍ତି ମିଳିବ । କେବଳ ଏବେ ୨୨ ଜାନୁଆରୀ ସକାଳର ଅପେକ୍ଷା…

ସ୍ୱାମୀ ବିବେକାନନ୍ଦଙ୍କ ପଗଡ଼ି ପିନ୍ଧିବା ପଛର ରହସ୍ୟ ସମ୍ପର୍କରେ ଜାଣନ୍ତୁ

ସ୍ୱାମୀ ବିବେକାନନ୍ଦଙ୍କର ୧୫୦ତ୍ତମ ଜୟନ୍ତୀ ଦିବସ ପାଳିତ ହେବାକୁ ଯାଉଛି । ପାଶ୍ଚାତ୍ୟ ଦୁନିଆରେ ବେଦାନ୍ତ ଏବଂ ଯୋଗର ଭାରତୀୟ ଦର୍ଶନକୁ ପରିଚିତ କରାଇବା କ୍ଷେତ୍ରରେ ସେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ । ସେ ଏକାଧାରରେ ଜଣେ ସାମାଜିକ ସଂସ୍କାରକ, ଦାର୍ଶନିକ ଏବଂ ବିଚାରକ ଥିଲେ । ୧୯୮୪…

ଉତ୍ତର କୋରିଆର କିଛି ଏପରି ଅଜବ ନିୟମ ଯାହା ପୁରା ଦୁନିଆକୁ ବିସ୍ମିତ କରିଥାଏ

ଉତ୍ତରକୋରିଆ ଏମିତିରେ ନିଜର ପରମାଣୁ ପରୀକ୍ଷଣ ଏବଂ ଆମେରିକା ସହିତ ଥିବା ତିକ୍ତ ସମ୍ପର୍କ ପାଇଁ ସାରା ଦୁନିଆରେ ବେଶ୍ ଜଣାଶୁଣା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏଠାରେ କିଛି ଏପରି ନିୟମ ରହିଛି ଯାହା ବିସ୍ମୟକର । ତେବେ ଆସନ୍ତୁ ସେହିଭଳି କିଛି ନିୟମ ବିଷୟରେ ଜାଣିବା । ପୁରା…

ଏପରି ପାଞ୍ଚଟି ଅଜବ ଦଣ୍ଡ ବିଷୟରେ ଆଗରୁ କେବେ ଶୁଣିଛନ୍ତି କି, ଯାହା ଆପଣଙ୍କୁ ଚମକାଇଦେବ

ଅପରାଧ ପାଇଁ ଅପରାଧିୀକୁ ଦଣ୍ଡ ଦେବା କଥା ଆପଣ ନିଶ୍ଚୟ ଶୁଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ କେତୋଟି ଅଜବ ଦଣ୍ଡ ବିଷୟରେ କହିବାକୁ ଯାଉଛୁ ତାହା ସମ୍ପର୍କରେ ଆପଣ ଆଗରୁ କେବେ ମଧ୍ୟ ଶୁଣିନଥିବେ । ସ୍ପେନର ଏଣ୍ଡାଲୁସିଆରେ ବାସ କରୁଥିବା ୨୫ ବର୍ଷୀୟ ଯୁବକଙ୍କର ମା ବାପା ପକେଟମନି…

ଶୀତଦିନେ ଆପଣଙ୍କ ତ୍ୱଚାର ବିଶେଷ ଧ୍ୟାନ ରଖିଥାଏ ହଳଦିଆ ରଙ୍ଗର ଏହି ଚାରୋଟି ଫଳ

ତ୍ୱଚାର ଯତ୍ନ ପାଇଁ ଆମେ ଅନେକ ପ୍ରକାରର ଘରୋଇ ଉପାୟ ଠାରୁ ଆରମ୍ଭ କରି ବଜାରରେ ମିଳୁଥିବା ଦାମୀ କସ୍ମେଟିକ୍ ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାଉ । କିନ୍ତୁ ଏସବୁ ଆପଣଙ୍କ ତ୍ୱଚାକୁ ପ୍ରାକୃତିକ ଉଜ୍ଜ୍ୱଳତା ଦେଇପାରିନଥାନ୍ତି । ବିଶେଷ କରି ଶୀତ ଦିନରେ ତ୍ୱଚାର ଯତ୍ନ ପାଇଁ ଘରୋଇ ଉପଚାର ଜରୁରୀ…

ସିଏଏ ଏବଂ ଏନଆରସି ପରେ ବର୍ତ୍ତମାନ ଦେଶରେ ଏନପିଆର ଲାଗୁ କରାଇବା ପାଇଁ ଚାହୁଁଛନ୍ତି ମୋଦି ସରକାର

ରାଷ୍ଟ୍ରିୟ ନାଗରିକ ରେଜିଷ୍ଟର (ଏନଆରସି) ଏବଂ ନାଗରିକତା ସଂଶୋଧନ ଆଇନ(ସିଏଏ) ପରେ ବର୍ତ୍ତମାନ ମୋଦି ସରକାର ଦେଶରେ ଏନପିଆର ଲାଗୁ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । କିଛି ଦିନ ପୂର୍ବରୁ ଦେଶର ରେଜିଷ୍ଟାର ଜେନେରାଲ ଏବଂ ଜନଗଣନା ଆୟୁକ୍ତ ବିବେକ ଜୋଶୀ ଏହି ସଂପର୍କରେ ସୂଚନା ଦେଇ…

ପେଟର ଚର୍ବି କମାଇବା ପାଇଁ ପିଅନ୍ତୁ ଏହି ତିନୋଟି ଜୁସ୍

ଆଜିର ଆଧୁନିକ ଯୁଗରେ କିଏ ବା ଫିଟ ଦେଖାଯିବାକୁ ନ ଚାହେଁ । କିନ୍ତୁ ଅନିୟମିତ ଜୀବନଶ÷ଳୀ ଯୋଗୁଁ ଏହା ସମ୍ଭଭ ହୋଇନଥାଏ । ଏହା ମଧ୍ୟରୁ ଗୋଟିଏ ସାଧାରଣ ସମସ୍ୟା ହେଉଛି ପେଟର ମୋଟାପଣ । ପେଟର ଚର୍ବି କମାଇବା ପାଇଁ ଲୋକେ ଅନେକ ପ୍ରକାରର ଉପାୟ ଆପଣାଇଥାନ୍ତି । ଓଜନ କମାଇବା ପାଇଁ ଲୋକେ ବ୍ୟାୟାମ…

୫୦ ବର୍ଷ ଅତିକ୍ରାନ୍ତ ହେବା ପରେ ଏପରି ନିଅନ୍ତୁ ନିଜ ଖାଦ୍ୟପେୟର ଧ୍ୟାନ, ବଡ଼ରୁ ବଡ଼ ରୋଗକୁ ମଧ୍ୟ ଦେଇପାରିବେ ମାତ

ବୟସ ବଢ଼ିବା ସହିତ ଆମଠାରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଥାଏ । ଏମିତିରେ ଆମେ ନିଜର ଖାଦ୍ୟାଭ୍ୟାସର ଧ୍ୟାନ ନ ରଖିଲେ ଅନେକ ପ୍ରକାରର ରୋଗକୁ ଆମନ୍ତ୍ରିତ କରିଥାଉ । ୫୦ ବର୍ଷ ଅତିକ୍ରମ କରିବା ପରେ ଧଳା ଚାଉଳ ପରିବର୍ତ୍ତେ ଧୂସର ଚାଉଳ ଖାଇବା ଲାଭଦାୟକ ହୋଇଥାଏ ।…