Browsing Category

ଖବର

ଜିକିତ୍ସା ଓଡିଶା ସ୍କଲାରସିପ୍ ପ୍ରୋଗ୍ରାମ…

ଭୁବନେଶ୍ୱର, ୧୯ ଏପ୍ରିଲ ୨୦୨୪: ଓଡିଶାର ୧୦୮ ଆମ୍ବୁଲାନ୍ସ ସେବାର ଦକ୍ଷ ପରିଚାଳକ ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ (ଜେଡ୍‌ଏଚ୍‌ଏଲ୍‌) ଏହାର ୪୬ ଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କ ଚମତ୍କାର ସମର୍ପଣଭାବ ଓ ସେମାନଙ୍କର ସପୋର୍ଟ ଟିମ୍‌କୁ ସେମାନଙ୍କର ଆଦର୍ଶ ସେବା ପାଇଁ ସମ୍ମାନିତ

ଭୀଷଣ ଗରମରେ କଲବଲ ହେଉଛନ୍ତି ସାରା ରାଜ୍ୟବାସୀ, ୭ଟି ସ୍ଥାନକୁ ସତର୍କ ସୂଚନା ଜାରି

ଏପ୍ରିଲ ମାସ ଯେତିକି ଯେତିକି ଆଗକୁ ବଢୁଛି ତା ସାଙ୍ଗକୁ ତାଳ ଦେଇ ତାତି ମଧ୍ୟ ସେମିତି ବଢୁଛି । ସତେ ଯେମିତି ଏପ୍ରିଲ ପ୍ରଥମ ସପ୍ତାହରୁ ରାଜ୍ୟବାସୀଙ୍କୁ ତତଲା କଡେଇରେ ଭାଜୁଛନ୍ତି ସୂର୍ଯ୍ୟଦେବ । ଗତ କିଛିଦିନ ହେବ ଲଗାତାର ଭାବରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ…

ଆରମ୍ଭ ହେଲା ଗଣତନ୍ତ୍ରର ସବୁଠାରୁ ବଡ ପର୍ବ, ଆନେକ ରାଜ୍ୟରେ ଚାଲିଛି ମତଦାନ

ଲୋକସଭା ନିର୍ବାଚନର ପ୍ରଥମ ପର‌୍ୟ୍ୟାୟ ପାଇଁ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ଆସନରେ ଭୋଟ୍ ଚାଲିଛି। ଭୋଟ୍ ଚାଲିଥିବା ବେଳେ ପଶ୍ଚିମଙ୍ଗବରେ ଶାସନ ତୃଣ ମୂଳ କଂଗ୍ରେସ (ଟିଏମ୍‌ସି) ପଶ୍ଚିମବଙ୍ଗରେ ହିଂସା ପରିସ୍ଥିତି ଉପୁଜିଥିବା ଅଭିଯୋଗ ଆଣିଛି। ଟିଏମ୍‌ସିର କହିବା କଥା…

ସମ୍ ଫୁଲନଖରା କ୍ୟାମ୍ପସ୍‌ରେ ଜଟିଳ ରୋଗୀଙ୍କର ସଫଳ ଚିକିତ୍ସା

ଭୁବନେଶ୍ୱର, ଏପ୍ରିଲ୍ ୧୬: ଜୀବାଣୁ ସଂକ୍ରମଣ ଯୋଗୁଁ କିଡ୍‌ନୀରେ ପ୍ରବାହ ସହ ସେପ୍‌ଟିକ୍ ସକ୍ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଯାହାକୁ ଡାକ୍ତରୀ ଭାଷାରେ ପାଇଲୋନେଫ୍ରାଇଟିସ୍ ବୋଲି କୁହାଯାଇଥାଏ ସେଭଳି ଜଟିଳ ରୋଗରେ ପୀଡ଼ିତ ଥିବା ଜଣେ ରୋଗୀଙ୍କର ସଫଳ ଚିକିତ୍ସା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍

ସୋଆ ଆଇଏଏସ୍ ରେ ବାର୍ଷିିକ ଉତ୍ସବ “ଅର୍ଣ୍ଣ-୨୦୨୪” ଅନୁଷ୍ଠିତ

ଭୁବନେଶ୍ୱର,ଏପ୍ରିଲ୍ ୧୫ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସସେ୍ (ଆଇଏଏସ୍‌)ରେ ବାର୍ଷିକ ଉତ୍ସବ “ଅର୍ଣ୍ଣ-୨୦୨୪” ଆୟୋଜିତ ହୋଇଯାଇଛି ।ଗତ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଆୟୋଜିତ ଏହି ବାର୍ଷିକ ଉତ୍ସବ ରେ ଓଡିଶା କୃଷି ଓ

ଫଲ୍ ୨୦୨୪ ପାଇଁ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ନୂତନ ପ୍ରୋଗ୍ରାମ୍ ଏବଂ ନୂତନ ପାଠ୍ୟକ୍ରମର ଘୋଷଣା

ଭୁବନେଶ୍ୱର, ୧୫ ଏପ୍ରିଲ ୨୦୨୪: ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଧାରା ଏବଂ ଶିଳ୍ପ ଆବଶ୍ୟକତା ଅନୁଯାୟୀ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଆଗାମୀ ଫଲ୍ ଆଗାମୀ ଶିକ୍ଷାବର୍ଷ ପାଇଁ ଦୁଇଟି ନୂତନ କାର୍ଯ୍ୟକ୍ରମ ଏବଂ ଅନେକ ନୂତନ ପାଠ୍ୟକ୍ରମ ଆରମ୍ଭ କରିବାକୁ

ଝାରସୁଗୁଡା ଏବଂ ଦିଲ୍ଲୀ ଦୈନିକ ଡାଇରେକ୍ଟ ବିମାନ ସେବା ମଇ ୧୫ରୁ

ଝାରସୁଗୁଡା, ୧୫ ଏପ୍ରିଲ ୨୦୨୪: ଭାରତର ଲୋକପ୍ରିୟ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଦିଲ୍ଲୀ ଓ ଓଡିଶାର ଝାରସୁଗୁଡା ମଧ୍ୟରେ ଦୈନିକ ବିମାନ ସେବା ବା ଡାଇରେକ୍ଟ ଫ୍ଲାଇଟ୍‌ର ଘୋଷଣା କରିଛି, ଯାହାକି ଆସନ୍ତା ମେ ୧୫ ତାରିଖ ୨୦୨୪ରୁ କାର୍ଯ୍ୟକାରୀ ହେବ । ଆଂଚଳିକ ସଂଯୋଗ ଓ

ଆମ୍ରି ହସ୍ପିଟାଲ ପକ୍ଷରୁ ପାର୍କିନସନ୍ ଦିବସ ପାଳିତ

ଭୁବନେଶ୍ଵର: ଆମ୍ରି ହସ୍ପିଟାଲର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ପାର୍କିନସନ୍ ଦିବସ ପାଳିତ ହୋଇଯାଇଛି। ଏଥିରେ ଆମ୍ରି ହସ୍ପିଟାଲର ନ୍ୟୁରୋଲୋଜି ବିଭାଗର ଡାକ୍ତର ପି.ଆର.ଭୂୟା, ଡାକ୍ତର ଏଲ୍.ଡି.ପାଢ଼ି, ଡାକ୍ତର ଆକାଶ ଅଗ୍ରୱାଲ ନ୍ୟୁରୋସର୍ଜରୀ ବିଭାଗର ଡାକ୍ତର ଅମିତ ଜଶୱାଲ ଯୋଗଦେଇଥିଲେ।

ସମ୍ବଲପୁର ଜିଲ୍ଲାର ୬୪.୫% ଶିଶୁ ଏବଂ ୬୬.୭% ମହିଳା ରକ୍ତହୀନତାର ଶିକାର: ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ମଜୁରୀପ୍ରାପ୍ତ ପଦବୀ ଖାଲି ପଡ଼ିଛି । ଶିଶୁ ଅପପୁଷ୍ଟି, ରକ୍ତହୀନତାର ଶୀକାର ହେଉଛି । ସମ୍ବଲପୁରରେ ୪୦.୭% ଶିଶୁ ବୟସ ତୁଳନାରେ କମ ଉଚ୍ଚତାର, ୨୫.୫% ଶିଶୁ ଉଚ୍ଚତା ଅନୁସାରେ କମ ଓଜନର, ୩୬.୩% ଶିଶୁ ଜନ୍ମ ବେଳେ…

ସିଆଇଆଇ ସବୁଜ ଓଡ଼ିଶା କନକ୍ଲେଭ ଆୟୋଜିତସ୍ଥାୟୀ ପରିବେଶ ଦିଗରେ ଓଡ଼ିଶାର ଯାତ୍ରାକୁ ତ୍ୱରାନ୍ୱିତ କରିବ ଗ୍ରୀନ ବିଲ୍ଡିଂ

ଭୁବନେଶ୍ୱର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଇଣ୍ଡିଆନ ଗ୍ରୀନ ବିଲ୍ଡିଂ କାଉନସିଲ(ଆଇଜିବିସି), ଗ୍ରୀନ ଓଡ଼ିଶା କନକ୍ଲେଭ୍ ୨୦୨୪ର ବିପୁଳ ସଫଳତା ଘୋଷଣା କରି ଆନନ୍ଦିତ । ଏହା ହେଉଛି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଉଦ୍ଭାବନ ଓ ସହଯୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ