ଆରମ୍ଭ ହେଲା ଗଣତନ୍ତ୍ରର ସବୁଠାରୁ ବଡ ପର୍ବ, ଆନେକ ରାଜ୍ୟରେ ଚାଲିଛି ମତଦାନ


ଲୋକସଭା ନିର୍ବାଚନର ପ୍ରଥମ ପର‌୍ୟ୍ୟାୟ ପାଇଁ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ଆସନରେ ଭୋଟ୍ ଚାଲିଛି। ଭୋଟ୍ ଚାଲିଥିବା ବେଳେ ପଶ୍ଚିମଙ୍ଗବରେ ଶାସନ ତୃଣ ମୂଳ କଂଗ୍ରେସ (ଟିଏମ୍‌ସି) ପଶ୍ଚିମବଙ୍ଗରେ ହିଂସା ପରିସ୍ଥିତି ଉପୁଜିଥିବା ଅଭିଯୋଗ ଆଣିଛି। ଟିଏମ୍‌ସିର କହିବା କଥା ହେଲା ଭାରତୀୟ ଜତନା ପାର୍ଟି (ବିଜେପି) କର୍ମୀମାନେ ହିଂସା ପରିସ୍ଥିତି ସୃଷ୍ଟି କରାଉଛନ୍ତି। ଟିଏମ୍‌ସି ଆହୁରି ବି ଅଭିଯୋଗ ଆଣିଛି ଯେ ବିଜେପି କର୍ମୀମାନେ ମତଦାତାମାନଙ୍କୁ ଭୋଟ୍ ଦେବାକୁ ଧମକାଉଛନ୍ତି।


Share It

Comments are closed.