Browsing Category

ଖବର

ଝାରସୁଗୁଡା ଏବଂ ଦିଲ୍ଲୀ ଦୈନିକ ଡାଇରେକ୍ଟ ବିମାନ ସେବା ମଇ ୧୫ରୁ

ଝାରସୁଗୁଡା, ୧୫ ଏପ୍ରିଲ ୨୦୨୪: ଭାରତର ଲୋକପ୍ରିୟ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଦିଲ୍ଲୀ ଓ ଓଡିଶାର ଝାରସୁଗୁଡା ମଧ୍ୟରେ ଦୈନିକ ବିମାନ ସେବା ବା ଡାଇରେକ୍ଟ ଫ୍ଲାଇଟ୍‌ର ଘୋଷଣା କରିଛି, ଯାହାକି ଆସନ୍ତା ମେ ୧୫ ତାରିଖ ୨୦୨୪ରୁ କାର୍ଯ୍ୟକାରୀ ହେବ । ଆଂଚଳିକ ସଂଯୋଗ ଓ

ଆମ୍ରି ହସ୍ପିଟାଲ ପକ୍ଷରୁ ପାର୍କିନସନ୍ ଦିବସ ପାଳିତ

ଭୁବନେଶ୍ଵର: ଆମ୍ରି ହସ୍ପିଟାଲର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ପାର୍କିନସନ୍ ଦିବସ ପାଳିତ ହୋଇଯାଇଛି। ଏଥିରେ ଆମ୍ରି ହସ୍ପିଟାଲର ନ୍ୟୁରୋଲୋଜି ବିଭାଗର ଡାକ୍ତର ପି.ଆର.ଭୂୟା, ଡାକ୍ତର ଏଲ୍.ଡି.ପାଢ଼ି, ଡାକ୍ତର ଆକାଶ ଅଗ୍ରୱାଲ ନ୍ୟୁରୋସର୍ଜରୀ ବିଭାଗର ଡାକ୍ତର ଅମିତ ଜଶୱାଲ ଯୋଗଦେଇଥିଲେ।

ସମ୍ବଲପୁର ଜିଲ୍ଲାର ୬୪.୫% ଶିଶୁ ଏବଂ ୬୬.୭% ମହିଳା ରକ୍ତହୀନତାର ଶିକାର: ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ମଜୁରୀପ୍ରାପ୍ତ ପଦବୀ ଖାଲି ପଡ଼ିଛି । ଶିଶୁ ଅପପୁଷ୍ଟି, ରକ୍ତହୀନତାର ଶୀକାର ହେଉଛି । ସମ୍ବଲପୁରରେ ୪୦.୭% ଶିଶୁ ବୟସ ତୁଳନାରେ କମ ଉଚ୍ଚତାର, ୨୫.୫% ଶିଶୁ ଉଚ୍ଚତା ଅନୁସାରେ କମ ଓଜନର, ୩୬.୩% ଶିଶୁ ଜନ୍ମ ବେଳେ…

ସିଆଇଆଇ ସବୁଜ ଓଡ଼ିଶା କନକ୍ଲେଭ ଆୟୋଜିତସ୍ଥାୟୀ ପରିବେଶ ଦିଗରେ ଓଡ଼ିଶାର ଯାତ୍ରାକୁ ତ୍ୱରାନ୍ୱିତ କରିବ ଗ୍ରୀନ ବିଲ୍ଡିଂ

ଭୁବନେଶ୍ୱର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଇଣ୍ଡିଆନ ଗ୍ରୀନ ବିଲ୍ଡିଂ କାଉନସିଲ(ଆଇଜିବିସି), ଗ୍ରୀନ ଓଡ଼ିଶା କନକ୍ଲେଭ୍ ୨୦୨୪ର ବିପୁଳ ସଫଳତା ଘୋଷଣା କରି ଆନନ୍ଦିତ । ଏହା ହେଉଛି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଉଦ୍ଭାବନ ଓ ସହଯୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଚାରି ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସମ୍ବଲପୁରଠାରେ ସମ୍ବଲପୁର, ବରଗଡ଼, ଢେଙ୍କାନାଳ ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କିଛନ୍ତି । ସମ୍ବଲପୁର ମୁନିସିପାଲ କର୍ପୋରେସନ୍‌ର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ପ୍ରସ୍ତୁତି ସମୀକ୍ଷା

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ କୁଆଲା ଲୁମ୍ପୁର ଠାରେ ସମ୍ମମ୍ ସମ୍ବର୍ଦ୍ଧିତ

ଭୁବନେଶ୍ୱର, ଏପ୍ରିଲ୍ ୪ : ଓଡ଼ିଶାରେ ଉତମ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ନୂତନତମ କ୍ୱାଟରନାରି କେୟାର ହସ୍ପିଟାଲ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)କୁ ଗତ ମାର୍ଚ୍ଚ ୨୨ ତାରିଖରେ କୁଆଲା ଲୁମ୍ପୁର ଠାରେ ‘ଏକ୍ସିଲେନ୍ସ ଇନ୍ ହସ୍ପିଟାଲିଟି ଆଣ୍ଡ ହେଲ୍‌ଥ କେୟାର

ଷ୍ଟାର ହେଲଥ ଇନସ୍ୟୁରାନ୍ସ ସହିତ ଫୋନପେର ସହଭାଗୀତା

ଭୁବନେଶ୍ୱର: ଗ୍ରାହକଙ୍କୁ ମାସିକ ଏବଂ ବାର୍ଷିକ ପେମେଂଟ ବିକଳ୍ପ ସହିତ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବା ପାଇଁ ଫୋନପେ ପକ୍ଷରୁ ଭାରତର ସର୍ବବୃହତ ଖୁଚୁରା ସ୍ୱାସ୍ଥ୍ୟ ବୀମା କମ୍ପାନୀ, ଷ୍ଟାର୍ ହେଲଥ ଆଣ୍ଡ ଆଲାଏଡ୍ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍ (ଷ୍ଟାର୍ ହେଲଥ ଇନସ୍ୟୁରାନ୍ସ) ସହ…

ପଖାଳ ପ୍ରେମୀଙ୍କ ପାଇଁ ଏସ୍‌ଏଚ୍‌ଏମ୍ ପକ୍ଷରୁ ଆରମ୍ଭ ହେଲା ପଖାଳ ଉତ୍ସବ

ସବୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ‘ପଖାଳ’: ସୋଆ ଉପସଭାପତି ଭୁବନେଶ୍ୱର, ଏପ୍ରିଲ ୩:  ପଖାଳ ସବୁ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ । ଓଡ଼ିଶାର ଘରେ ଘରେ ଏହି ପାରମ୍ପରିକ ଖାଦ୍ୟ ବେଶ ଆଦୃତ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ । ପଖାଳର ପ୍ରଚାର ଓ ପ୍ରସାର

କିମ୍‍ସରେ ୬୧ ବର୍ଷୀୟ ରୋଗୀଙ୍କ ପ୍ରୋଷ୍ଟେଟ୍ କର୍କଟ ରୋଗର ସଫଳ ଚିକିତ୍ସା

ଭୁବନେଶ୍ୱର,୩ା୪: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ) ଭୁବନେଶ୍ୱରର ଡାକ୍ତରଙ୍କୁ ପ୍ରୋଷ୍ଟେଟ୍‍ କର୍କଟ ରୋଗ ଚିକିତ୍ସାରେ ମିଳିଛି ସଫଳତା। ଜଣେ ୬୧ ବର୍ଷୀୟ ରୋଗୀ ଅତ୍ୟାଧୁନିକ ଲାପାରୋସ୍କୋପିକ୍ ଅସ୍ତ୍ରୋପଚାର ମାଧ୍ୟମରେ ପ୍ରୋଷ୍ଟେଟ୍ କର୍କଟ ରୋଗରୁ ସମ୍ପୂର୍ଣ୍ଣ

ମିଳିତ ଗବେଷଣା ନିମନ୍ତେ ସୋଆ ଓ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ସଂସ୍ଥାନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର, ଏପ୍ରିଲ ୨ : ଔଷଧୀୟ ଉଦ୍ଭିଦର ସୁସ୍ଥକାରୀ ଗୁଣ ବିଷୟରେ ଉଚ୍ଚତର ଗବେଷଣା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ୱବିଦ୍ୟାଳୟ ଓ ଆୟୁଷ ମନ୍ତ୍ରଣାଳୟ ଅଧୀନସ୍ଥ ସ୍ଥାନୀୟ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ସଂସ୍ଥାନ ମଧ୍ୟରେ ନିକଟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି