ଜାଣନ୍ତୁ ଅଲିଭ ଅଏଲ କେତେ ସ୍ୱାସ୍ଥ୍ୟ ଉପଯୋଗୀ

ଆପଣ ଖାଉଥିବା ସମସ୍ତ ପ୍ରକାରର ତେଲ ମଧ୍ୟରେ ଅଲିଭ ଅଏଲ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହାର ସ୍ୱାଦ ସମାନ୍ୟ ଭିନ୍ନ ହୋଇଥିଲେ ମଧ୍ୟ ଏହାର ଉପକରିତା ଅନ୍ୟ ତେଲ ତୁଳନାରେ ଖୁବ ଅଧିକ । ଏହା ଅଲିଭରୁ ପ୍ରସ୍ତୁତ ହୋଇଥାଏ ଏବଂ ଏହାର ମୂଲ୍ୟ ଟିକେ ଅଧିକ ଅଟେ । ଅଲିଭ ଅଏଲ ସାଧାରଣତଃ ସାଲାଡ ପ୍ରସ୍ତୁତି,…

ଜାଣନ୍ତି କି ମଲ୍ଲାଇକା ଅରୋରା ନିଜକୁ ଫିଟ ରଖିବା ପାଇଁ କରିଥାନ୍ତି କେଉଁ ଯୋଗ ଆସନ

ବଲିଉଡର ୯୦ଦଶକର ଅଭିନେତ୍ରୀ ୧୯ବର୍ଷର ପୁଅର ମା ହେବା ପରେ ମଧ୍ୟ ଫିଟନେସରେ ନିଜକୁ ସର୍ବୋଚ୍ଚ ସ୍ଥାନରେ ରଖିଛନ୍ତି । ସେ ପ୍ରତିଦିନ ବ୍ୟାୟାମ କରିବା ସହିତ ଯୋଗଆସନ କରିଥାନ୍ତି ଏବଂ ନିଜର ଖାଦ୍ୟପେୟର ସଠିକ ଧ୍ୟାନ ରଖିଥାନ୍ତି । ୪୮ ବର୍ଷ ବୟସରେ ମଧ୍ୟ ସେ ନିଜକୁ ୨୦ ବର୍ଷର ଯୁବତୀମାନଙ୍କ ପରି…

ଖରାଦିନେ ଆପଣଙ୍କ ତୁଳସୀ ଗଛ ଶୁଖିଯାଉଛି କି ଜାଣି ରଖନ୍ତୁ କଣ ହୋଇପାରେ ଏହାର କାରଣ

ତୁଳସୀ ପ୍ରତ୍ୟେକ ହିନ୍ଦୁ ପରିବାରରେ ଦେଖିବାକୁ ମିଳୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଗୁଳ୍ମ ଅଟେ । ଏହାର ଓøଷଧିୟ ଗୁଣ ଥିବା ସହିତ ଏହା ଭାରତରେ ପ୍ରତ୍ୟେଦ ହିନ୍ଦୁ ଘରେ ପୂଜା ପାଇଥାଏ । ହିନ୍ଦୁ ଧର୍ମ ଅନୁଯାୟୀ ତୁଳସୀ ଗଛ ଶୁଖିବା କିମ୍ବା ମରିବା ଭଲ ନୁହେଁ । ଯଦି ଆପଣଙ୍କ ତୁଳସୀ ଗଛ ବହୁ ଯତ୍ନ…

ଦୁଗ୍ଧ ପସନ୍ଦ ନଥିଲେ ଶରୀରରେ କ୍ୟାଲସିୟମର ମାତ୍ରା ବୃଦ୍ଧି କରିବା ପାଇଁ ଖାଆନ୍ତୁ ଏହି ସମସ୍ତ ଖାଦ୍ୟ

ଶରୀର ପାଇଁ କ୍ୟାଲସିୟମ ଅତ୍ୟନ୍ତ ଆବଶ୍ୟକ ଅଟେ । ଏହା ଦ୍ୱାରା ହାଡ ଶକ୍ତ ହୋଇଥାଏ ଏବଂ ଶରୀରିକ ବୃଦ୍ଧି ହୋଇଥାଏ । ଶରୀରରେ କ୍ୟାଲସିୟମର କମି ହେଲେ ବ୍ରିଟଲ ବୋନ, ଶରୀରିକ ବୃଦ୍ଧିରେ କମି ଏବଂ ଓଷ୍ଟିଓପୋରେସିସ ପରି ରୋଗ ଦେଖାଯାଇଥାଏ । ସମସ୍ତେ ଜାଣନ୍ତି କି ଦୁଗ୍ଧ କ୍ୟାଲସିୟମର ଏକ ଉତ୍ତମ…

ଖରାଦିନେ ପ୍ରତ୍ୟେକ ଦିନ ସ୍କିନ କେୟାର ରୁଟିନରେ ବ୍ୟବହାର କରନ୍ତୁ ଗୋଲାପ ଜଳ

ଖରାଦିନେ ତ୍ୱଚା ସୂର୍ଯ୍ୟକିରଣ ଦ୍ୱାରା ଅତ୍ୟଧିକ ମାତ୍ରାରେ ପ୍ରଭାବିତ ହୋଇଥାଏ । ତେଣୁ ଆପଣ ନିଜର ନିତିଦିନିଆ ବିୟୁଟି ଉତ୍ପାଦରେ ନିଶ୍ଚିନ୍ତ ଭାବେ ଗୋଲାପ ଜଳର ବ୍ୟବହାର କରନ୍ତୁ । ଏହା ତ୍ୱଚା ପାଇଁ ଖୁବ ଭଲ ହେବା ସହିତ ଏହା ସମସ୍ତ ପ୍ରକାରର ତ୍ୱଚାକୁ ସୁଟ କରିଥାଏ । ଆସନ୍ତୁ ଜାଣିବା…

ଭୁଲରେ ବି ଖାଲି ପେଟରେ ଖାଆନ୍ତୁନାହିଁ ଏହି ସମସ୍ତ ଖାଦ୍ୟ

ସମସ୍ତେ ଜାଣନ୍ତି କି ସମ୍ପୂର୍ଣ୍ଣ ଦିନ ମଧ୍ୟରେ ବ୍ରେକଫାଷ୍ଟ ଖୁବ ଗୁରୁତ୍ୱପୂର୍ଣ୍ଣ । ତେଣୁ ସମସ୍ତେ ବ୍ରେକଫାଷ୍ଟକୁ ପେଟ ଭରି କରିବା ଆବଶ୍ୟକ ଏହା ଦ୍ୱାରା ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିଥାଏ । ଏବଂ ସମ୍ପୂର୍ଣ୍ଣ ଦିନ ପାଇଁ ଉର୍ଜା ମିଳିଥାଏ । କିନ୍ତୁ ଆପଣ ଜାଣନ୍ତି କି କିଛି ଖାଦ୍ୟ ରହିଛି…

ପରୀକ୍ଷା ସମୟରେ କିପରି କରିବେ ପଢିବାରେ ଏକାଗ୍ରତା

ପରୀକ୍ଷା ପାଖେଇ ଆସିଲାଣି ଏବଂ ବିଦ୍ୟାର୍ଥୀମାନେ ପଢିବାରେ ଏକାଗ୍ରତା ରଖିବା ଖୁବ ଆବଶ୍ୟକ । ଭଲ ମାର୍କ ସ୍କୋର କରି ଭଲ ର୍ୟାଙ୍କ ରଖିବା ପାଇଁ ଏକାଗ୍ରତା ବାଇବା ଖୁବ ଦରକାରୀ । ଜାଣି ରଖନ୍ତୁ କିପରି ଆପଣ ଏକାଗ୍ରତା ବୃଦ୍ଧି କରିବେ । ୧. ଯୋଜନା ପ୍ରସ୍ତୁତ କରନ୍ତୁ - ଆପଣ ପରୀକ୍ଷା ଦେବା…

ଭୁଲରେ ବି କେବେ ଫ୍ରିଜରେ ରଖନ୍ତୁ ନାହିଁ ଏହି ସମସ୍ତ ଖାଦ୍ୟ ଉତ୍ପାଦ

ପରିବା ଏବଂ ଫଳର ସଂରକ୍ଷଣ କରିବା କଥା ଆସିଲେ ଆମ୍ଭେମାନେ ପ୍ରଥମେ ଫ୍ରିଜ କଥା ଚିନ୍ତା କରିଥାଉ । ଫ୍ରିଜରେ ଖାଦ୍ୟ ବହୁ ସମୟ ପର‌୍ୟ୍ୟନ୍ତ ଫ୍ରେସ ଏବଂ ଭଲ ରହିଥାଏ । କିନ୍ତୁ ଫ୍ରିଜରେ ବ୍ୟବହାର ହେଉଥିବା ଦ୍ୟାସ ଏବଂ ରସାୟନିକ ଉତ୍ପାଦ ଖାଦ୍ୟ ପଦାର୍ଥକୁ କ୍ଷତି ପହଞ୍ଚାଇବାର ମଧ୍ୟ ସମ୍ଭାବନା…

ଖାରଦିନେ ଆମ୍ବ ଖାଉଥିଲେ ଜାଣି ରଖନ୍ତୁ କଣ ହୋଇପାରେ ଏହାର ପ୍ରଭାବ

ଫଳ ମଧ୍ୟରେ ରାଜା ହେଉଛି ଆମ୍ବ । ଖାରଦିନେ ଆମ୍ବର ଚାହିଦା ବହୁତ ରହିଥାଏ । ଏବଂ ସମସ୍ତେ ଆମ୍ବ ଖାଇବାକୁ ଭଲ ପାଇଥାନ୍ତି । ଆମ୍ବ ଶରୀର ପାଇଁ ଖୁବ ହିତକାରୀ । ପାଚିଲା ଆମ୍ବରେ ଭିଟାମିନ ଏ, ବି, ସି,ଡି , ଇ , କେ ତଥା ଆନ୍ୟାନ୍ୟ ମିନେରାଲ ପୋଟାସିୟମ, କପର ଏବଂ ମାଗ୍ନେସିୟମ ମଧ୍ୟ ରହିଛି ।…

ଖରାଦିନେ ଓଜନ କମ କରିବା ପାଇଁ ପିଅନ୍ତୁ ଏହି ସମସ୍ତ ଡିଟକ୍ସ ଡ୍ରିଙ୍କ

ଅତ୍ୟଧିକ ଓଜନ କିମ୍ବା ଓବେସିଟି ବର୍ତ୍ତମାନର ଏକ ମୁଖ୍ୟ ସମସ୍ୟା । ତେଣୁ ଓଜନ ହ୍ରାସକରିବା ପାଇଁ ଯୁବ ପିଢିଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ୟ୍ୟନ୍ତ ସମସ୍ତେ ପ୍ରସ୍ତୁତ । ଅତ୍ୟଧିକ ଓଜନ ବୃଦ୍ଧି ହେଲେ ମଧ୍ୟ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ । ଓଜନ ହ୍ରାସ କରିବା ପାଇଁ ବ୍ୟାୟାମ ସହିତ ଖାଦ୍ୟ…