ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ତାଲିକା

ବ୍ରଜରାଜନଗର ବିଧାନସଭା ଉପ ନିର୍ବାଚନ ପାଇଁ ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ପ୍ରକାଶ କରିଛି ବିଜେଡି । ଏଥିରେ ଅଛନ୍ତି ୪୦ ଜଣ ଷ୍ଟାର ପ୍ରଚାରକ । ଦଳର ଏକ ନମ୍ବର ଷ୍ଟାର କ୍ୟାମ୍ପେନର ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ । ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଚାର ମଙ୍ଗ ଧରିବେ ୮ ମନ୍ତ୍ରୀ ।…

କେଶ ଝଡା ସମସ୍ୟାରୁ ମୁକ୍ତି ପାଇଁ ଘରେ କରନ୍ତୁ ହେୟାର ସ୍ପା

ହେୟାର ସ୍ପା ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ଲୋକପ୍ରିୟ ହୋଇଯାଇଛି । ନିୟମିତ ବ୍ୟବଧାନରେ ହେୟାର ସ୍ପା କରିବା ଦ୍ୱାରା ମଧ୍ୟ କେଶ ଝଡା ସମସ୍ୟାରୁ ମୁକ୍ତି ମିଳିଥାଏ । ତେଣୁ ଆପଣ ପାର୍ଲରରେ ଯାଇ ହେୟାର ସ୍ପା କରିପାରିବେ । କିନ୍ତୁ ପାର୍ଲରରେ ହେୟାର ସ୍ପା କରିବା ପାଇଁ ସମୟ ବାହାର କରିବା…

ଅଫିସରେ ଉନ୍ନତି ଏବଂ ସୌଭାଗ୍ୟ ଆଣିବାକୁ ହେଲେ ପାଳନ କରନ୍ତୁ କିଛି ବାସ୍ତୁ ନିୟମ . . . . . . . .

ଘର ପ୍ରସ୍ତୁତ କରିବା ସମୟରେ ଯେପରି ଆପଣ ବାସ୍ତୁ ଶାସ୍ତ୍ରକୁ ବିଚାରକୁ ନେଇଥାନ୍ତି ସେହିପରି ଆପଣ ଅଫିସ ପ୍ରସ୍ତୁତ କରିବା ସମୟରେ ବାସ୍ତୁ ନିୟମକୁ ପାଳନ କରିବା ଆବଶ୍ୟକ । ବାସ୍ତୁ ନିୟମ ସହିତ ଅଫିସ ପ୍ରସ୍ତୁତ କରିବା ଦ୍ୱାରା ସୌଭାଗ୍ୟ, ଉନ୍ନତି ଏବଂ ସଫଳତା ପ୍ରାପ୍ତ ହୋଇଥାଏ । ତେଣୁ ଆସନ୍ତୁ…

ଭାତ ପସନ୍ଦ କରୁଥିବା ବ୍ୟକ୍ତି ଜାଣନ୍ତୁ ଆମ୍ଭମାନଙ୍କ ଶରୀର ଉପରରେ କଣ ପଡିଥାଏ ଏହାର ପ୍ରଭାବ . . . . . . . . . .

ଓଡିଶା ଏକ କୃଷି ପ୍ରାଧ୍ୟାନ୍ୟ ରାଜ୍ୟ । ଓଡିଶାରେ ୯୦ ପ୍ରତିଶତ ଲୋକେ ଭାତ ଖାଇବାକୁ ପସନ୍ଦ କରିଥାନ୍ତି । ଭାତରେ ବହୁ ପ୍ରକାରର ପୋଷକ ତ ୍ୱ ରହିଛି ଯହା ଶରୀର ପାଇଁ ଖୁବ ଲାଭଦାୟକ । ଶରୀର ପାଇଁ ଆବଶ୍ୟକ ହେଉଥିବା ଉପକାରୀ କାର୍ବୋହାଇଡ୍ରେଟ ଏବଂ ଫାଇବର ଭାତରେ ଭରପୁର ମାତ୍ରାରେ ରହିଛି ।…

ସ୍ମାର୍ଟ ଏବଂ ବୁଦ୍ଧିମାନ ଶିଶୁ ପାଇଁ ଗର୍ଭାବସ୍ଥାରେ ଖାଆନ୍ତୁ ଏହି ସମସ୍ତ ଖାଦ୍ୟ . . . . . .

ସମସ୍ତେ ସ୍ମାର୍ଟ ଏବଂ ବୁଦ୍ଧିମାନ ଶିଶୁ ଚାହିଁଥାନ୍ତି । ସ୍ମାର୍ଟ ଶିଶୁ ପାଇଁ ଗର୍ଭାବସ୍ଥାରୁ ହିଁ ମା ମାନଙ୍କୁ ସଠିକ ଖାଦ୍ୟପେୟରେ ଧ୍ୟାନ ଦେବା ଉଚିତ । ଆପଣ ଖାଉଥିବା ସମସ୍ତ ପ୍ରକାରର ଖାଦ୍ୟର ବିଭିନ୍ନ ପ୍ରକାରର ଗୁଣବତ୍ତା ରହିଛି ଯାହା ଗର୍ଭାବସ୍ଥାରେ ହିଁ ଶିଶୁଙ୍କ ଉପରେ ପ୍ରଭାବ…

ଶରୀରର ନିମ୍ନଲିଖିତ ସମସ୍ୟାକୁ ଦୂର କରିବାକୁ ଚାହୁଁଥିଲେ ନିୟମିତ ଖାଆନ୍ତୁ ପୁଦିନା ପତ୍ର . . . . . .

ପୁଦିନା ପତ୍ର ବଜାରରେ ସହଜରେ ଉପଲବ୍ଧ ହେଉଥିବା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହା ଖୁବ କ୍ଷୁଦ୍ର ହେଲେ ମଧ୍ୟ ଏହାର ବହୁ ପ୍ରକାରର ଓøଷଧିୟ ଗୁଣ ରହିଛି । ଏହା ଶରୀରକୁ ବିଭିନ୍ନ ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ । ଏହା କେବଳ ଖାଦ୍ୟରେ ଫ୍ଲେଭର ପରି କାର୍ଯ୍ୟ କରେ ନାହିଁ ବରଂ ଶରୀରକୁ…

ଉଚ୍ଚତା ବୃଦ୍ଧି କରିବାକୁ ଚାହୁଁଛନ୍ତି କି କରନ୍ତୁ ଏହି ସମସ୍ତ ଯୋଗ ଆସନ . . . . . . .

ଗବେଷଣାରୁ ଜଣାଯାଇଛି କି ଉଚ୍ଚତା ବଢିବା ଏବଂ କମ ହେବା ଶରୀରର ଶାରିରୀକ ସଂରଚନା ଉପରେ ନିର୍ଭର କରିଥାଏ । ଆପଣ ଚାହିଁଲେ ବ୍ୟାୟାମ ଏବଂ ଯୋଗ ଆସନ ଦ୍ୱାରା ନିଜର ଉଚ୍ଚତାରେ ପରିବର୍ତ୍ତନ କରିପାରିବେ । ସାଧାରଣତଃ ୨୩ରୁ ୨୪ ବର୍ଷ ପରେ ଉଚ୍ଚତା ବଢିବା ବନ୍ଦ ହୋଇଯାଇଥାଏ । କିନ୍ତୁ ସଠିକ ବ୍ୟାୟାମ…

ସୁନିଦ୍ରା ପାଇଁ ନିଜର ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ଏହି ସମସ୍ତ ଖାଦ୍ୟ . . . . .

ମନୁଷ୍ୟର ପ୍ରତିଦିନର ଉର୍ଜା ଏବଂ ମାନସିକ ଶକ୍ତି ପାଇଁ ନିଦ୍ରା ଅତ୍ୟନ୍ତ ଆବଶ୍ୟକ । କିନ୍ତୁ ବ୍ୟସ୍ତବହୁଳ ଜୀବନ ଏବଂ କାର‌୍ୟ୍ୟ ପାଇଁ ନିଦ୍ରା କମ ହୋଇଥାଏ । ନିଦ କମ ହୋଇଥିବାରୁ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ହୋଇଥାଏ । ଅନିଦ୍ରା ହେତୁ ହୃଦ ରୋଗ, ରକ୍ତ ଚାପ ଇତ୍ୟାଦିରେ ପ୍ରଭାବ ପଡିଥାଏ । ଭଲ…

ଜାଣନ୍ତି କି ଭିନ୍ନ ଭିନ୍ନ ଆଙ୍ଗୁଠିରେ ମୁଦି ପିନ୍ଧିବାର ରହିଛି ଭିନ୍ନ ଅର୍ଥ . . . . .

ମହିଳା ଠାରୁ ପୁରୁଷ ପର‌୍ୟ୍ୟନ୍ତ ସମସ୍ତେ ମୁଦି ପିନ୍ଧିବାକୁ ଖୁବ ଭଲ ପାଇଥାନ୍ତି । ପ୍ରାୟତଃ ମହିଳାମାନେ ସମସ୍ତ ଆଙ୍ଗୁଠିରେ ମୁଦି ପିନ୍ଧିବାକୁ ବହୁତ ଭଲପାଇଥାନ୍ତି । ପାମ ହିଷ୍ଟ୍ରି ଅନୁଯାୟୀ ଭିନ୍ନ ଭିନ୍ନ ଆଙ୍ଗୁଠିରେ ମୁଦି ପିନ୍ଧିବାର ଭିନ୍ନ ଭିନ୍ନ ଅର୍ଥ ରହିଛି । ଆସନ୍ତୁ ଜାଣିବା କେଉଁ…

ମେକଅପ ରିମୁଭ କରିବା ପାଇଁ ବ୍ୟବହାର କରନ୍ତୁ ଘରେ ସହଜରେ ଉପଲବ୍ଧ ହେଉଥିବା ରିମୁଭର

ମେକଅପ କରିବା ପରେ ଏହାକୁ ରିମୁଭ କରିବା ଖୁବ ଗୁରୁତ୍ୱପୂର୍ଣ୍ଣ । ଏହା ଦ୍ୱାରା ତ୍ୱଚାରେ ମୋକଅପର କୌଣସି ଖରାପ ପ୍ରଭାବ ପଡିନଥାଏ । ବଜାରରେ ଉପଲବ୍ଧ ହେଉଥିବା ରିମୁଭରରେ ରସାୟନିକ ଉତ୍ପାଦ, ଆଲକୋହଲ, ଫ୍ରାଗାନ୍ସ ଏବଂ ପ୍ରିଜର୍ଭେଟିଭ ମିଶିଥାଏ ଯାହାକି ତ୍ୱଚା ପାଇଁ ଖୁବ କ୍ଷତିକାରକ । ତେଣୁ…