Browsing Tag

khabar-latest

କେରଳ ହୋଇଯିବ କେରଳମ ? ଜାଣନ୍ତୁ ଦୁଇ ନାମ ମଧ୍ୟରେ କଣ ରହିଛି ପାର୍ଥକ୍ୟ?

କେରଳ ବିଧାନସଭାରେ ରାଜ୍ୟର ନାମ ପରିବର୍ତ୍ତନ ପାଇଁ ଏକ ସଂକଳ୍ପ ପାରିତ ହୋଇଛି । ଆନୁଷ୍ଠାନିକ ଭାବେ 'କେରଳ'ର ନାମ ପରିବର୍ତ୍ତନ କରି 'କେରଳମ୍' କରିବାକୁ ସଂକଳ୍ପ ପାରିତ ହୋଇଛି। ଯଦି କେନ୍ଦ୍ର ସରକାର ମଧ୍ୟ ଏହାକୁ ସବୁଜ ସଙ୍କେତ ଦିଅନ୍ତି ତେବେ କେରଳର ନାମ କେରଳମ୍ ହେବ। ଏବେ ସଂକଳ୍ପ ପାରିତ…

ସୁନା ଇଟା ସହିତ କନ୍ୟାକୁ ଓଜନ କଲେ ପାକିସ୍ତାନୀ ବ୍ୟବସାୟୀ ! ଭିଡିଓରେ ଦେଖି ଟ୍ରୋଲ କଲେ ୟୁଜର

ଦୁବାଇରେ ଜଣେ ପାକିସ୍ତାନୀ ବ୍ୟକ୍ତି ନିଜ ଝିଅକୁ ସୁନା ଇଟାରେ ଓଜନ କରିଛନ୍ତି। ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଝିଅର ଓଜନ ପାଇଁ ୭୦ କେଜି ସୁନା ଲାଗିଥିଲା। ଅର୍ଥ ସଙ୍କଟରେ ଥିବା ଦେଶରେ ଇନ୍ଧନ ବିଲ୍ ପୈଠ କରିବା କଷ୍ଟକର ହେଉଥିବା ବେଳେ ପାକିସ୍ତାନରେ ନେଟିଜେନମାନେ ଏହି…

ଚଢ଼େଇ ବଦଳରେ ଏବେ ହୋଇଗଲା X : ଜାଣନ୍ତୁ ଏପର୍ଯ୍ୟନ୍ତ କେତେ ଥର ବଦଳିଲାଣି ଟ୍ବିଟରର ଲୋଗ

ଟ୍ବିଟର ମାଲିକ ଏଲୋନ୍ ମସ୍କ କିଛି ଉଚ୍ଚାଭିଳାଷୀ ଯୋଜନା ପ୍ରକାଶ କରିଥିବାରୁ ଟ୍ୱିଟର ଏକ ବୃହତ ପରିବର୍ତ୍ତନ ଦେଇ ଗତି କରୁଛି। ଏହା ସହିତ, ମସ୍କ ମାଇକ୍ରୋ ବ୍ଲଗିଂ ସାଇଟର ନୂତନ ଲୋଗୋ ଉନ୍ମୋଚନ କରିଛନ୍ତି | ଟୁଇଟରର ନୂଆ ଲୋଗୋ ‘X’ ଆସିବା ସହିତ ନୀଳ ପକ୍ଷୀ ସଂକେତ ର ଅନ୍ତ ହୋଇ ଯାଇଛି। ଖବର…

ମହାକାଶରେ କିପରି କଟାଯାଇଥାଏ କେଶ? ଭିଡିଓ ସେୟାର କରି ଜଣାଇଲେ ମହାକାଶଚାରୀ

ମହାକାଶଚାରୀଙ୍କୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ମହାକାଶଚାରୀମାନେ କ'ଣ ଖାଆନ୍ତି? କେମିତି ଗାଧୋଇଥାନ୍ତି? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଠୁଛି। ଏବେ ଇତି ମଧ୍ୟରେ ଜଣେ ମହାକାଶଚାରୀ ମହାକାଶରେ କେଶ କେମିତି କେଶ କଟାଯାଏ ତାହା କହିଛନ୍ତି। ୟୁନାଇଟେଡ୍ ଆରବ ଏମିରେଟ୍ସ…

ଆଜି ଏହି ସବୁ ଜିଲ୍ଲାରେ ରହିଛି ପ୍ରବଳ ବର୍ଷା! ୧୫ ଜିଲ୍ଲାକୁ ସତର୍କ ସୂଚନା

ରାଜ୍ୟରେ ଏବେ ସକ୍ରିୟ ରହିଛି ମୌମୁମୀ। ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଚାରି ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ପ୍ରବଳ ବର୍ଷା ନେଇ ଆଜି ୧୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ…

ଆସିଗଲା ମେଟାର ନୂଆ ଆପ ଥ୍ରେଡ: ଲଞ୍ଚ ହେବାର କିଛି ଘଣ୍ଟା ମଧ୍ୟରେ ଇନଷ୍ଟଲ କଲେଣି ୧୦ ମିଲିୟନରୁ ଅଧିକ ୟୁଜର

ମେଟା ଏହାର ନୂତନ ଆପ୍ ଥ୍ରେଡ୍ସ ଲଞ୍ଚ କରିଛି, ଯାହା ଇନଷ୍ଟାଗ୍ରାମର ଟିମ ଦ୍ୱାରା ବିକଶିତ ହୋଇଛି । ଏହି ଆପ୍ ବିଷୟରେ ଆଲୋଚନା ଦୀର୍ଘ ସମୟ ଧରି ଚାଲିଥିଲା ​। ଏହି ଆପ୍ ଟେକ୍ସଟ, ଫଟୋ ଓ ଭିଡିଓ ସେୟାର କରିବାର ସୁବିଧା ପ୍ରଦାନ କରେ । ଏହାର ଲଞ୍ଚ ହେବାର ଅଳ୍ପ ସମୟ ମଧ୍ୟରେ, ୧୦ ମିଲିୟନ୍…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ , ୮ ଜିଲ୍ଲାକୁ ପ୍ରବଳ ବର୍ଷା

ବଙ୍ଗୋପସାଗରର କେନ୍ଦ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଉପକୂଳର କିଛି ଜିଲ୍ଲାରେ ପଡ଼ିବ । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବାନା ରହିଛି । ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ମୟୁରଭଞ୍ଜ…

ଆମେରିକାର ଫାଷ୍ଟ ଲେଡିଙ୍କୁ ୭.୫ କ୍ୟାରେଟ ଗ୍ରୀନ ଡାଏମଣ୍ଡ ଉପହାର ଦେଲେ ପିଏମ ମୋଦୀ , ରାଷ୍ଟ୍ରପତି ବାଇଡେନଙ୍କୁ…

ଆମେରିକା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହ୍ବାଇଟ ହାଉସରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏବଂ ଜିଲ ବାଇଡେନଙ୍କୁ ଭେଟି ସେମାନଙ୍କ ସହ ଉପହାର ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଲେଡି ଡକ୍ଟର ଜିଲ ବାଇଡେନଙ୍କୁ ୭.୫ କ୍ୟାରେଟ ଗ୍ରୀନ…

ଅସହ୍ୟ ଗରମ ଭିତରେ ପାଣିପାଗ ବିଭାଗ ଦେଲା ଆଶ୍ବସ୍ତିକର ଖବର, ଏବେ ତାତିରୁ ମିଳିବ ମୁକ୍ତି !

ଅସହ୍ୟ ତାତିରେ ସଭିଏଁ ହୋଇଗଲେଣି ଅସ୍ତବ୍ୟସ୍ତ । ଆକାଶରୁ ବର୍ଷୁଛି ନିଆଁ। କିନ୍ତୁ ଗତକାଲି (ମଙ୍ଗଳବାର) ଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଛି। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଭଲ ପାଗ ଦେଇଛି। କମିଛି ଖରା। ତାତି ମଧ୍ୟରେ ପାଣିପାଗ ବିଭାଗ ଦେଇଛି ଆଶ୍ବସ୍ତିକର ଖବର । ଆଜି କିମ୍ବା…

ଜୁନ୍ ରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ ! ଜାଣି ରଖନ୍ତୁ ପୁରା ଲିଷ୍ଟ

୨୦୨୩-୨୪ ଆର୍ଥିକ ବର୍ଷର ଦ୍ୱିତୀୟ ମାସ ଶେଷ ହେବାକୁ ଯାଉଛି । ଏହା ପରେ ଆରମ୍ଭ ହେବ ଜୁନ୍ ମାସ । ଆସନ୍ତା ମାସରେ ବ୍ୟାଙ୍କ ଗୁଡିକର ବମ୍ପର ଛୁଟି (Bank Holidays in June 2023) ହେବାକୁ ଯାଉଛି, ଯେଉଁ କାରଣରୁ ଗ୍ରାହକଙ୍କର ବ୍ୟାଙ୍କ ସହିତ ଜଡି଼ତ କାର୍ଯ୍ୟ ପ୍ରଭାବିତ ହୋଇପାରେ । ଯଦି…