Browsing Category

ପ୍ରଯୁକ୍ତି

ଭାରତ ବିଶ୍ୱର ବଡ଼ ଇନୋଭେସନ କେନ୍ଦ୍ର ହୋଇପାରିବ : ଆକାଶ ଅମ୍ବାନୀ

- ଜିଓ ପକ୍ଷରୁ ଟେଲିଭିଜନ ପାଇଁ ଏକ ନୂଆ ଅପରେଟିଂ ସିଷ୍ଟମ୍‌ର ଶୁଭାରମ୍ଭ ପାଇଁ କାର୍ଯ୍ୟ ଚାଲିଛି ମୁମ୍ବାଇ, ୨୭ ଡିସେମ୍ବର ୨୦୨୩: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି ଯେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-ବମ୍ବେ ସହ ମିଶି ଦେଶର ସର୍ବବୃହତ

ଓଲା ପକ୍ଷରୁ ଭାରତର ନିଜସ୍ୱ ବହୁଭାଷୀୟ ଏଆଇ କୃତ୍ରିମ ଉନ୍ମୋଚିତ

ଭୁବନେଶ୍ୱର: ସମ୍ପୂର୍ଣ୍ଣ ଏଆଇ କମ୍ପ୍ୟୁଟିଙ୍ଗ ଷ୍ଟାକ୍ ନିର୍ମାଣ ଉପରେ ଗୁରୁତ୍ୱ ଦେଉଥିବା ଭାରତର ନିଜସ୍ୱ ଓ ପ୍ରଥମ ଏଆଇ କମ୍ପାନୀ, କୃତ୍ରିମ ପକ୍ଷରୁ ଏହାର ବେସ୍ ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ (ଏଲ୍‌ଏଲ୍‌ଏମ୍‌)ର ଉନ୍ମୋଚନ କରାଯାଇଛି । ଓଲା କୃତ୍ରିମ ହେଉଛି ଲାର୍ଜ ଲାଙ୍ଗୁଏଜ୍ ମଡେଲ୍‌ର ଏକ…

ଜିଓ ପକ୍ଷରୁ ୩ଟି ନୂଆ “ଜିଓଟିଭି ପ୍ରିମିୟମ ପ୍ଲାନ୍‌’ ଉନ୍ମୋଚିତ

ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ଜିଓ ନିଜ ଗ୍ରାହକଙ୍କ ପାଇଁ ମନୋରଞ୍ଜନର ବ୍ୟାପକ ସମ୍ଭାର ଆଣିଦେଇଛି । ଜିଓଟିଭି ପ୍ରିମିୟମ ପ୍ଲାନ୍ ନାମରେ ମାଗଣା ଓଟିଟି ଆପ୍ ସବସ୍କ୍ରିପସନ୍ ସହ କମ୍ପାନି ୩ଟି ନୂଆ ମୋବାଇଲ୍ ପ୍ଲାନ୍‌ର ଶୁଭାରମ୍ଭ କରିଛି । ଏହି ପ୍ଲାନ୍ ଗୁଡିକରେ ଜିଓସିନେମା ପ୍ରିମିୟମ,

ମସ୍ତିଷ୍କ ଏବଂ ହୃଦୟ ପାଇଁ ବିପଜ୍ଜନକ ଭର୍ଚୁଆଲ ମିଟିଂ: ବୈଜ୍ଞାନିକ

ନିକଟରେ 'ନେଚର'ରେ ପ୍ରକାଶିତ ଏକ ବୈଜ୍ଞାନିକ ରିପୋର୍ଟରେ ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଭିଡିଓ କନଫରେନ୍ସିଂ ଟୁଲ ଫେସ ଟୁ ଫେସ ଘଟଣା ଅପେକ୍ଷା ଅଧିକ ଥକ୍କାଦାୟକ। ଗତ ଅକ୍ଟୋବର ମାସରେ ଅଷ୍ଟ୍ରିଆର ଏକ ଗବେଷକ ଦଳ ଏକ ଅଧ୍ୟୟନ କରିଥିଲେ, ଯେଉଁଥିରେ ସେମାନେ ବିଶ୍ୱବିଦ୍ୟାଳୟର ୩୫ ଜଣ…

ଜିଆର-୧ ହ୍ୟୁମନଏଡ ରୋବର୍ଟଙ୍କ ପ୍ରଭାବଶାଳୀ ଡ୍ୟାନ୍ସ ମୁଭ : ଦେଖନ୍ତୁ ଭିଡିଓ

ଫୁରିୟରର ଜିଆର-୧ ହ୍ୟୁମନୋଇଡ୍ ରୋବଟର ପ୍ରାଥମିକ ଫୋକସ ବୟସ୍କ ଲୋକଙ୍କୁ ସାହାଯ୍ୟ କରିବା ହୋଇଥିବା ବେଳେ ନିକଟରେ ଏକ ଭିଡିଓ ଏହି ରୋବୋଟ୍ ର ମନୋରଞ୍ଜନ ର ସମ୍ଭାବନା ଉପରେ ଆଲୋକପାତ କରିଛି। ପ୍ରତିଯୋଗୀଙ୍କ ନୃତ୍ୟ ଦକ୍ଷତା ରେ ପହଞ୍ଚି ନଥିଲେ ମଧ୍ୟ ଜିଆର-୧ରେ ଡାଇନାମିକ କ୍ୟାମେରା ମୁଭ୍ସ,…

ହ୍ୱାଟସଆପର ଏଆଇ ଚାଟବଟ : ଏହା କିପରି କାର୍ଯ୍ୟ କରେ ଏବଂ କଣ ଏହାର ଫାଇଦା

ବିଶ୍ୱର ଅନ୍ୟତମ ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ଵାଟସଆପ୍ ସାଧାରଣ ଟେକ୍ସଟ୍ ମେସେଜିଂ ଠାରୁ ବି ବିକଶିତ ହୋଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଚାଟବଟ ର ଏକୀକରଣ ସହିତ ହ୍ଵାଟ୍ସଆପ୍ ଇଣ୍ଟରଆକ୍ଟିଭ୍ ଏବଂ ବ୍ୟକ୍ତିଗତ ବାର୍ତ୍ତାଳାପର ଏକ ନୂତନ ଯୁଗଆରମ୍ଭ କରୁଛି। ଏହି ଲେଖାରେ, ଆମେ…

ଭେଟନ୍ତୁ ‘ମିକା’ଙ୍କୁ : ବିଶ୍ୱର ପ୍ରଥମ ଏଆଇ ହ୍ୟୁମନୋଇଡ୍ ରୋବୋଟ୍ ସିଇଓ

ଏଆଇ ମଣିଷ ପାଇଁ ବରଦାନ ନା ବାଧକ ସେ ନେଇ ଚାଲିଥିବା ବିତର୍କ ମଧ୍ୟରେ ଏକ ବିଶ୍ୱସ୍ତରୀୟ କମ୍ପାନି ବିଶ୍ୱର ପ୍ରଥମ ଏଆଇ ରୋବଟ୍ କୁ ସିଇଓ ଭାବେ ନିଯୁକ୍ତି ଦେଇଛି। ବିଶ୍ୱର ପ୍ରଥମ ଏଆଇ ରୋବଟ ସିଇଓ କିଏ? ବିଶ୍ୱର ପ୍ରଥମ ଏଭଳି ପଦକ୍ଷେପ ବୋଲି କୁହାଯାଉଥିବା ପୋଲାଣ୍ଡର ଏକ ବିଭରେଜ କମ୍ପାନି…

୨୫୦୦୦ ପିନ୍‌କୋଡ୍‌ରେ ପହଂଚିଛି ଓପୋ ଇଣ୍ଡିଆର ସେଣ୍ଡ୍‌-ଇନ୍ ମରାମତି ସେବା

ଭୁବନେଶ୍ୱର : ଓପୋ ଇଣ୍ଡିଆ ଏହାର ସେବା କେନ୍ଦ୍ର ୩.୦ ସହାୟତାରେ ବିକ୍ରୟ-ପରବର୍ତୀ ସେବାରେ ବିପ୍ଳବ ଆଣିଛି ଯାହାକି ପିକ୍‌ଅପ୍ ଓ ଡ୍ରପ୍ ସେବା ସହିତ ସମଗ୍ର ଭାରତରେ ୨୫୦୦୦ ପିନ୍‌କୋଡ୍‌କୁ ବିସ୍ତାର ହୋଇଛି । ଏହି କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଓପୋ ଇଣ୍ଡିଆ ସଫ୍ଟୱେୟାର ସମସ୍ୟା, ସ୍କ୍ରିନ୍ ଓ…

ଆମ୍ବିଓ ସାଉଣ୍ଡବାର ଶୃଙ୍ଖଳାର ବିସ୍ତାର କରିଛି ସେନିସର୍‌; କମ୍ପାନୀ ପକ୍ଷରୁ ଭାରତୀୟ ବଜାରରେ ଆମ୍ବିଓ ସାଉଣ୍ଡବାର…

୨୩ ଅଗଷ୍ଟ ୨୦୨୩: ଆମ୍ବିଓ ସାଉଣ୍ଡବାର ଶୃଙ୍ଖଳାର ବିସ୍ତାର କରି ସେନିସର ଆଜି ଏହାର ନୂଆ ଆମ୍ବିଓ ସାଉଣ୍ଡବାର ପ୍ଲସ୍ ଓ ଆମ୍ବିଓ ସବ୍‌ର ଲଂଚ୍ ଘୋଷଣା କରିଛି ଯାହା ନିଜ ଘରକୁ ସର୍ବୋତମ ଶ୍ରେଣୀର ନିମଜ୍ଜିତ ସାଉଣ୍ଡ ଆଣିବାକୁ ଚାହୁଁଥିବା ଉପଭୋକ୍ତାଙ୍କୁ ଅତିରିକ୍ତ ବିକଳ୍ପ ପ୍ରଦାନ କରୁଛି ।…

ଆପଣଙ୍କ ହ୍ୱାଟ୍ସଆପ୍ ମେସେଜ୍ ପଢିପାରେ ଏହି ଆପ୍, ତୁରନ୍ତ ଡିଲିଟ୍ କରନ୍ତୁ ! ପ୍ଲେ ଷ୍ଟୋରରୁ ହଟାଇଲା ଗୁଗଲ

ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ଗୋପନୀୟତା ପୁଣି ଥରେ ବିପଦରେ ପଡ଼ିଛି। ଏବେ ଏମିତି ଏକ ମାଲୱେୟାର ଆପ୍ ସାମ୍ନାକୁ ଆସିଛି ଯାହା ଆଣ୍ଡ୍ରଏଡ ୟୁଜର୍ସଙ୍କ ପ୍ରାଇଭେଟ ମେସେଜିଂ ଆପ ଯଥା ଫେସବୁକ, ହ୍ୱାଟସଆପ ଓ ଟେଲିଗ୍ରାମକୁ ଟ୍ରାକ୍ କରି ମେସେଜ ପଢିପାରିବ । ଗୁଗଲ ଏହି ଆପକୁ ନିଜ ପ୍ଲେ ଷ୍ଟୋରରୁ…