ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡିଶାରେ ଏନଆରଏଚଏମ ପକ୍ଷରୁ ମିଳିବ ନବଦମ୍ପତି ଗିଫ୍ଟ

ଦେଶରେ ପ୍ରଥମେ ରାଜ୍ୟଭାବେ ଓଡିଶାରେ ଓଡିଶା ସରକାରଙ୍କ ଦ୍ୱାରା ନୂତନ ଯୋଜନା ପ୍ରାରମ୍ଭ ହେବାକୁ ଯାଉଛି । ଏହି ଯୋଜନା ଅର୍ନ୍ତଭୁକ୍ତ ରାଜ୍ୟରେ ନବଦମ୍ପତି ପୁରସ୍କାର ବିତରଣ ହେବାକୁ ଯାଉଛି । ସ୍ୱାସ୍ଥ୍ୟ ବିଭାଗର ଏନଆରଏଚଏମ ତରଫରୁ ଦିଆଯିବ ନବଦମ୍ପତି ଗିଫ୍ଟ । ଏହାକୁ ସ୍ୱାସ୍ଥ୍ୟ ଓ ପରିବାର…

ମୟୂରଭଞ୍ଜରେ ଦୁଇଟି ବୃହତ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ମୟୂରଭଞ୍ଜରେ ସୁବର୍ଣ୍ଣରେଖା ଏବଂ ଦେଓ ଜଳସେଚନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର ଭିତ୍ତ୍ିପ୍ରସ୍ତର ସ୍ଥାପନ କଲେ ମଧ୍ୟ ନବୀନ ପଟ୍ଟନାୟକ । ଏହା ଦ୍ୱାରା ଉଭୟ ମୟୂରଭଞ୍ଜ ଏବଂ କେନ୍ଦୁଝର ବାସିନ୍ଦାଙ୍କ ପାଇଁ ଫଳପ୍ରଦ ହୋଇପାରିବ…

ରତ୍ନ ଭଣ୍ଡାର ଖୋଲିବା ପାଇଁ ଚିଠି ଲେଖି ଅନୁମତି ମାଗିଲା ଏଏସଆଇ

ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପାଇଁ ଏଏସଆଇ ପକ୍ଷରୁ ଚିଠି ଲେଖି ଶ୍ରାମନ୍ଦଜିର ମୁକ୍ୟ ପ୍ରଶାସକଙ୍କୁ ଅନୁମତି ମଗାଯାଇଛି । ପୂର୍ବରୁ ବାହାର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରାଯାଇଥିବାରୁ ବର୍ତ୍ତମାନ ଭିତର ରତ୍ନଭଣ୍ଡାର ଖୋଲାଯାଇପାରିନଥିଲା । ରତ୍ନଭଣ୍ଡାର କୋଲିବାକୁ ସମସ୍ତ…

ହୀରାକୁଦ ଡ୍ୟାମରେ ଖୋଲିଲା ସମୁଦାୟ ୨୦ଟି ଗେଟ

ଓଡିଶାରେ ଲଗାଣ ବର୍ଷା ହେତୁ ଦ୍ରୁତ ଗତିରେ ହୀରାକୁଦ ଜଳ ସ୍ତର ବଢିବାରେ ଲାଗିଛି । ପୂର୍ବରୁ ୧୪ଟି ଗେଟ ଖୋଲାହୋଇଥିବା ବେଳେ ପୁନର୍ବାର ୬ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ ସମ୍ପୂର୍ଣ୍ଣ ୨୦ଟି ଗେଟ ଖୋଲା ରହିଛି । ବର୍ତ୍ତମାନ ୬୧୫.୬୦ ଫୁଟରେ ଜଳସ୍ତର ପହଞ୍ଚିଥିବା ବେଳେ ୬୩୦ଫୁଟ ସର୍ବାଧିକ ଜଳ…

ମୁମ୍ବାଇ ଛାଡି ଗୋଆ ପକ୍ଷରୁ ଘରୋଇ ସିଜନ ଖେଳିବେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର

କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ମୁମ୍ବାଇ ଛାଡି ଗୋଆ ପକ୍ଷରୁ ଘରୋଇ ସିଜନ ଖେଳିବେ । ୨୨ ବର୍ଷିୟ ଲେଫ୍ଟ ହ୍ୟାଣ୍ଡର ଅର୍ଜୁନ ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନର ସଦସ୍ୟ । ସେ ୨୦୨୦-୨୧ରେ ସୟଦ ମୁସ୍ତକ ଅଲ୍ଲୀ ଟ୍ରଫିରେ ମୁମ୍ବାଇ ପାଇଁ ଦୁଇଟି ମ୍ୟାଚ ଖେଳିଥିଲେ । ସେ…

ଏପରି କିଛି ରାଶିର ବ୍ୟକ୍ତି ଯେଉଁମାନେ କଷ୍ଟକର ପରିସ୍ଥିତିକୁ ଶକ୍ତିଶାଳୀଭାବେ କରିପାରନ୍ତି ନାହିଁ ସାମନା

ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ଗୁଣ ଏବଂ ବ୍ୟକ୍ତିତ୍ୱ ରହିଥାଏ । କିଛି ବ୍ୟକ୍ତି ଖୁବ ମୁହଁ ଖୋର ରହିଥିବା ବେଳେ କିଛି ବ୍ୟକ୍ତି ଖୁବ ଶାନ୍ତ ଏବଂ ସରଳ ସ୍ୱଭାବର ହୋଇଥାନ୍ତି । କିଛି ଲୋକ ଅନ୍ୟ ଲୋକମାନଙ୍କର ଖରାପ ଗୁଣ କିମ୍ବା ଭୁଲ ଦେଖିବା ମାନେ ସେମାନଙ୍କୁ ମୁହଁରେ କହି ଭୁଲର ସମାନା…

ଚିଆ ସିଡ ସହିତ ଲେମ୍ବୁ ପାଣି ଜାଣନ୍ତି କି କେତେ ହାତିକାରକ

ଲେମ୍ବୁ ପାଣି ଓଜନ ହ୍ରାସ ପାଇଁ ଏବଂ ରକ୍ତ ଡିଟକ୍ସିଫିକେସନ କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ଗୋଟିଏ ଚାମଚ ଚିଆ ସିଡ ଅଧିକ ଉପକାରୀତା ମିଶ୍ରଣ କରିଥାଏ । ଏହା ଏକ ଏନର୍ଜି ବୁଷ୍ଟର ପରି କାମ କରୁଥିବା ବେଳେ ସମ୍ପୂର୍ଣ୍ଣ ଦିନର ଶକ୍ତି ପ୍ରଦାନ କରିଥାଏ । ଆସନ୍ତୁ ଜାଣିବା କଣ କଣ ରହିଛି…

ବୁଷ୍ଟର ଡୋଜ ଭାବେ ଗ୍ରହଣ କରିହେବ କୋର୍ବିଭାକ୍ସ ଭାକ୍ସିନ

କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ଦିନ ବାଓଲୋଜିକାଲ-ଇ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିଡ ଟୀକା କୋର୍ବିଭାକ୍ସକୁ ବୁଷ୍ଟର ଡୋଜ ଭାବେ ବ୍ୟବହାର କରିବାକୁ ସ୍ୱିକୃତୀ ପ୍ରଦାନ କରାଯାଇଛି । ଏହି ଟୀକାକୁ ୧୮ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତି ବୁଷ୍ଟର ଡୋଜ ଭାବେ ଗ୍ରହଣ କରିପାରିବେ । ବର୍ତ୍ତମାନ…

ଆଜି ଉପରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କରିବେ ଗଜଦୀପ ଧନଖଡ

ଦେଶର ୧୪ତମ ଉପରାଷ୍ଟ୍ରପତିଭାବେ ଆଜି ଶ୍ରୀ ଜଗଦୀପ ଧନଖଡ । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଉପରାଷ୍ଟ୍ରପତିଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ ।ଜଗଦୀପ ଧନଖେଡେ ୫୨୮ଭୋଟ ପାଇ ବିଜୟି ହୋଇଥିବା ବେଳେ ମାର୍ଗେରେଟା ୧୮୨ ଖଣ୍ଡ ଭୋଟ ପାଇଥିଲେ ।

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ହାର୍ଟ ଆଟାକ, ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି

ଦିଲ୍ଲୀରେ ଏକ ଜିମରେ ବ୍ୟାୟାମ କରିବା ସମୟରେ ଟିଭି ଜଗତର ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବ ହାର୍ଟ ଆଟାକର ଶିକାର ହୋଇଛନ୍ତି । ସେ ଦିଲ୍ଲୀର ଏମ୍ସରେ ଭର୍ତ୍ତି ହୋଇଛନ୍ତି । ସେ ମାତ୍ର ୫୯ ବର୍ଷୟ ଏବଂ ଏହା ଶୁଣିବା ପରେ ତାଙ୍କର ବହୁ ଫ୍ୟାନ ତାଙ୍କର ଆରୋଗ୍ୟ କାମନା କରିଛନ୍ତି । ରାଜୁ…