Browsing Category

Top News

ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ବ୍ୟାଗ୍ ଟ୍ରାକ୍ ଓ ସୁରକ୍ଷା ସେବାର ଶୁଭାରମ୍ଭ

ଭୁବନେଶ୍ୱର: ଏୟାର ଇଣ୍ଡିଆ ଏକ୍ସପ୍ରେସ ବ୍ଲୁ ରିବନ ବ୍ୟାଗ ସହ ସହଯୋଗିତାରେ ‘ବ୍ୟାଗ୍ ଟ୍ରାକ୍ ଆଣ୍ଡ ପ୍ରୋଟେକ୍ଟ' ସେବା ଶୁଭାରମ୍ଭ କରିଛି । ଏହି ସେବା ଅତିଥିମାନଙ୍କ ପାଇଁ ସେମାନଙ୍କ ବ୍ୟାଗେଜ୍ ଯାଂଚ କରିବା ପାଇଁ ତମ ଯାତ୍ରା ସୁନିଶ୍ଚିତ କରିବ । ଏୟାରଲାଇନ୍ସର ମୋବାଇଲ୍ ଆପ୍ ଏବଂ ୱେବସାଇଟ୍…

ଟିପିଏନ୍‌ଓଡିଏଲ୍ ପକ୍ଷରୁ ଉତ୍କଳ ଦିବସ ଓ ତୃତୀୟ ପ୍ରତିଷ୍ଠା ଦିବସ ଗର୍ବ ଓ ପ୍ରତିବଦ୍ଧତାର ସହ ପାଳିତ

ବାଲେଶ୍ୱର, ୩ ଏପ୍ରିଲ୍‌୨୦୨୪: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଐତିହାସିକ ମହତ୍ୱ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏପ୍ରିଲ ପହିଲାରେ ବାଲେଶ୍ୱର…

ଇକୋସ୍ (ଇଣ୍ଡିଆ) ମୋବିଲିଟି ଆଣ୍ଡ୍ ହସ୍ପିଟାଲିଟି ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଭାରତର କର୍ପୋରେଟ୍ ଜଗତ ପାଇଁ ଚାଳକ ପ୍ରଦାନ କରୁଥିବା ସର୍ବବୃହତ ଓ ସବୁଠୁ ଲାଭଦାୟକ କମ୍ପାନି ଇକୋସ୍ (ଇଣ୍ଡିଆ) ମୋବିଲିଟି ଆଣ୍ଡ୍ ହସ୍ପିଟାଲିଟି ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ…

ଟିପିସିଓଡିଏଲ୍ ପକ୍ଷରୁ ଉତ୍କଳ ଦିବସ ପାଳନ

ଭୁବନେଶ୍ୱର, ୧ ଏପ୍ରିଲ୍ ୨୦୨୪: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କୁ ସ୍ମରଣ କରି ଉତ୍କଳ ଦିବସ ପାଳନ କରାଯାଇଛି ।…

ଟିପିଏସ୍‌ଓଡିଏଲ୍‌ର ଅତ୍ୟାଧୁନିକ ଟେକ୍ନୋଲୋଜି ଲ୍ୟାବ୍ ଉଦଘାଟିତ

ବ୍ରହ୍ମପୁର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପିଏସ୍‌ଓଡିଏଲ୍‌(ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ୍‌) ବ୍ରହ୍ମପୁର ନିକଟସ୍ଥ ଆମ୍ବଗଡ଼ଠାରେ ଏହାର ଅତ୍ୟାଧୁନିକ ଟେକ୍ନୋଲୋଜି ଲ୍ୟାବ୍ ଆରମ୍ଭ କରିଛି । ଟିପିଏସ୍‌ଓଡିଏଲ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ

ଭାରତୀ ହେକ୍ସାକମ୍ ଲିମିଟେଡର ଆଇପିଓ ଏପ୍ରିଲ ୦୩ ବୁଧବାର ଖୋଲିବ

ଭୁବନେଶ୍ୱର: ଭାରତୀ ହେକ୍ସାକମ୍ ଲିମିଟେଡ୍ ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ ଅଫର (ଆଇପିଓ)ର ବିଡ୍ ୨୦୨୪ ଏପ୍ରିଲ ବୁଧବାର ଖୋଲିବ । ଅଫର୍ ଫର୍ ସେଲରେ ଟେଲିକମ୍ୟୁନିକେସନ୍ କନସଲଟାଂଟସ୍ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ୭୫,୦୦୦,୦୦୦ ଇକ୍ୱିଟି ସେୟାର ବିକ୍ରି କାରଯିବ । ଆଙ୍କର ନିବେଶକଙ୍କ ପାଇଁ…

ବଂଟନ ୟୁଟିଲିଟିର ବାର୍ଷିକ ସମନ୍ୱିତ ର‌୍ୟାଙ୍କିଙ୍ଗରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍‌କୁ ଜାତୀୟ ବିଦ୍ୟୁତ…

ଭୁବନେଶ୍ୱର: ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ନିକଟରେ ପ୍ରକାଶିତ ଦ୍ୱାଦଶ ବାର୍ଷିକ ବିଦ୍ୟୁତ ବିତରଣ ୟୁଟିଲିଟିର ସମନ୍ୱିତ ରେଟିଂ ଅନୁଯାୟୀ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ୪ଟି ଯୌଥ ଉଦ୍ୟୋଗ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ବିଦ୍ୟୁତ ବଂଟନ କମ୍ପାନି ଜାତୀୟ…

ହାତୀ ଚଲାପଥ ପାଇଁ ବିଦ୍ୟୁତ୍ ଭିତ୍ତିଭୂମିର ଉନ୍ନତିକରଣ କରିଅଛି ଟିପିଡବ୍ଲୁଓଡିଏଲ୍

ବୁର୍ଲା/ସମ୍ବଲପୁର, ୧୧.୦୩.୨୦୨୪: ପଶ୍ଚିମ ଓଡିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲୁଓଡିଏଲ୍ ହାତୀ ଚଲାପଥ ପ୍ରକଳ୍ପ ଅଧିନରେ ହାତୀମାନଙ୍କ ସୁରକ୍ଷା ଲାଗି ବିଭିନ୍ନ ପର‌୍ୟ୍ୟାୟରେ ବିଦ୍ୟୁତ୍ ଭିତ୍ତିଭୂମିର ଉନ୍ନତିକରଣ କରିଅଛି । ଦେଶରେ ଅବସ୍ଥିତ ବିଭିନ୍ନ ବିତରକ କମ୍ପାନୀମାନଙ୍କ ମଧ୍ୟରୁ…

ଝାଡଖଣ୍ଡ ସରକାରଙ୍କ ବଡ ଘୋଷଣା, ପୁନଃ ବିବାହ ପାଇଁ ବିଧବାଙ୍କୁ ମିଳିବ ୨ ଲକ୍ଷ ରାଶି

ଯଦି ଆପଣ ଜଣେ ବିଧବା ଏବଂ ପୁଣିଥରେ ଏକ ନୂଆ ଜୀବନ ବଞ୍ଚିବାକୁ ଚିନ୍ତା କରୁଛନ୍ତି, ତେବେ ଝାଡ଼ଖଣ୍ଡର ଚମ୍ପାଇ ସୋରେନ୍ ସରକାର ଆପଣଙ୍କ ସହିତ ଅଛନ୍ତି । ପ୍ରଥମ ଥର ପାଇଁ ଏଠାରେ ଏକ ଯୋଜନା ଆରମ୍ଭ ହୋଇଛି ଯେଉଁଥିରେ ବିଧବା ମହିଳାମାନେ ୨ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପାଇବେ। ଏହି ଯୋଜନା ଏକ…

ଆମାଜନର ସହେଲି କାର୍ଯ୍ୟକ୍ରମ ଜରିଆରେ ଦୁର୍ଗା ହ୍ୟାଣ୍ଡଲୁମ ବିଶ୍ୱରେ ସମ୍ପ୍ରସାରିତ

ଭୁବନେଶ୍ୱର: ମା'ଙ୍କ ହସ୍ତତନ୍ତ ଶାଢ଼ି ପ୍ରତି ଝିଅର ଭଲପାଇବାରୁ ଜନ୍ମ ନେଇଥିବା ବ୍ରାଣ୍ଡ ଦୁର୍ଗା ହ୍ୟାଣ୍ଡଲୁମ କେବଳ ଏକ ବ୍ୟବସାୟ ନୁହେଁ । ତା’ଠାରୁ ଏହା ଆହୁରି ବହୁତ କିଛି । ଏହା ହେଉଛି ସାଂସ୍କୃତିକ ସଂରକ୍ଷଣ, ମହିଳା ସଶକ୍ତୀକରଣ ଏବଂ ଆମାଜନର ଇ-କମର୍ସ ବ୍ୟବସ୍ଥା ମାଧ୍ୟମରେ ପରମ୍ପରାକୁ