ସୁପ୍ରିମ କୋର୍ଟରେ ପହଞ୍ଚିଲା ରାଫେଲ ଡିଲ ମାମଲା, ଆଗାମୀ ସପ୍ତାହରେ ହେବ ଶୁଣାଣୀ

ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଥିବା ରାଫେଲ ଡିଲ ଉପରେ ଆଗାମୀ ସପ୍ତାହରେ ଶୁଣାଣୀ କରିବାକୁ ନିଷ୍ପତି ନେଇଛନ୍ତି । ରାଫେଲ ଡିଲ ବିରୋଧରେ ଦାୟାର ହୋଇଥିବା ଏକ ମାମଲା ଅନୁଯାୟୀ ସୁପ୍ରିମ କୋର୍ଟ ବୁଧବାର ଦିନ ଏହା ଉପରେ ଶୁଣାଣୀ କରିବା ପାଇଁ…

ହ୍ରିତିକଙ୍କ ଆଗାମୀ ଫିଲ୍ମ “ସୁପର ୩୦”ର ପୋଷ୍ଟର ରିଲିଜ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଆଗାମୀ ଫିଲ୍ମ “ସୁପର ୩୦” ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହି ଆସୁଛି । ଏହି ଫିଲ୍ମକୁ ନେଇ ହ୍ରିତିକ ରୋଶନ ଅନେକ ଆଶା କରୁଥିବାବେଳେ ତାଙ୍କ ପ୍ରଶଂସକମାନ ଏହାକୁ ଦେଖିବା ପାଇଁ ବ୍ୟାକୁଳ ମଧ୍ୟ ହୋଇଗଲେଣି । କିଛି ମାସ ପୂର୍ବରୁ ଏହି ଫିଲ୍ମରେ ହ୍ରିତିକ…

ବିରାଟ ପୂର୍ବଭଳି ଆଉ ଅଧିନାୟକତା ତୁଲାଇ ପାରୁନାହାନ୍ତି : ସୁନିଲ ଗାଭାସ୍କାର

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସଦ୍ୟ ସମାପ୍ତ ହୋଇଥିବା ଟେଷ୍ଟ ସିରିଜର ୪ର୍ଥ ମ୍ୟାଚରେ ଭାରତକୁ ପରାଜୟର ସାମନା କରିବାକୁ ପଡିଛି । ସାଉଥଆମ୍ପଟନରେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଭାରତ ଇଂଲଣ୍ଡ ଠାରୁ ହାରିବା ପରେ ସିରିଜକୁ ମଧ୍ୟ ହାତ ଛଡା କରିଛି । ଭାରତର ଏହି ପରାଜୟ ପରେ…

ଏନଭି ପର୍ଫ୍ୟୁମ୍ ଆଣୁଛି ଅଟୋ ପଚ୍ ଜ୍ଞାନକୌଶଳଯୁକ୍ତ ଗ୍ୟାସ୍ ଡିଓଡ୍ରାଣ୍ଟ

ଅଗ୍ରଣୀ ପର୍ଫ୍ୟୁମ୍ ବ୍ରାଣ୍ଡ ଏନଭି ପକ୍ଷରୁ ଏକ ନୂତନ ଶ୍ରେଣୀର ପର୍ଫ୍ୟୁମର ଶୁଭାରମ୍ଭ କରାଯାଉଛି । ଏହା ଏନଭି ପର୍ଫ୍ୟୁମ୍ର ଏକ ନୂତନ ଉଦ୍ଭାବନ, ଯାହା ଗ୍ରାହକମାନଙ୍କୁ ସନ୍ତୋଷ ପ୍ରଦାନ କରିପାରିବ । ଏଥିରେ ରହିଛି ଅଟୋ ପଚ୍ ଜ୍ଞାନ କୌଶଳ, ଯେଉଁଥିରେ ଆବଶ୍ୟକ ପରିମାଣର ଡିଓଡ୍ରାଣ୍ଟ ସ୍ପ୍ରେ…

ଦୁର୍ଘଟଣାଗ୍ରସ୍ଥ ହେଲା ଲଢୁଆ ବିମାନ: ଅଳ୍ପକେ ବର୍ତ୍ତିଲେ ପାଇଲଟ ଏବଂ ସହ-ପାଇଲଟ

ରାଜସ୍ଥାନ ଯୋଧପୁର ଜିଲ୍ଲାସ୍ଥିତ ଦେୱାଲିୟା ଗ୍ରାମ ନିକଟରେ ଭାରତୀୟ ବାୟୁସେନାର ଲଢୁଆ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ମୁତାବକ ବିମାନଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ବେଳେ ଦୁର୍ଘଟଣାସ୍ଥଳରେ ବର୍ତ୍ତମାନ ଯବାନ ମାନେ ଆସିକି ପହଞ୍ଚଛନ୍ତି । ଏହି ବିମାନଟି ନିିଜର…

ମୋନାର ଯୁଦ୍ଧଂହେଦୀ ଡାକରା, ମଦ ଛାଡ ନଚେତ ଗାଦୀ ଛାଡ

ଗାନ୍ଧିଜୀ କହିଥିଲେ ସ୍ୱାଧିନତା ପାଇବାର ଚବିଶ ଘଣ୍ଟା ମଧ୍ୟରେ ଦେଶ ସମ୍ପୂର୍ଣ୍ଣ ଭାବେ ନିଶାମୁକ୍ତ ହେବା ଦରକାର । ତାଙ୍କ ତିରୋଧାନର ସତୁରୀ ବର୍ଷ ମଧ୍ୟରେ ନିଶା ନିବାରଣ ତ ହେଲାନାହିଁ, ବରଂ ଦେଶରେ ନିଶାର ବନ୍ୟା ଛୁଟୁଛି । ତେଣୁ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ମିଳିତ ଓଡିଶା ନିବାରଣ…

ଗାଇ ସ୍ଥାନ ପାଇଲା ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ

ଭାରତରେ ଗାଇକୁ ଗୋମାତା ରୂପେ ପୂଜାର୍ଚ୍ଚନା କରାଯାଏ । ତେବେ ଏହି ଅବିଶ୍ୱସନୀୟ ଦେଶରେ ଏଭଳି ଏକ ଗାଇ ରହିଛି ଯାହାକୁ ଯାହାକୁ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ଦିଆଯାଇଛି । ଏହି ଗାଇଟିର ନାମ ହେଉଛି ମନୀକେୟମ । ମନୀକେୟମ ହେଉଛି ଦୁନିଆର ସବୁଠାରୁ ଛୋଟ ଗାଇ । ସାଧାରଣତଃ ଗାଇଟିର…

ଇଣ୍ଡିଆନ ଆଇଡଲ ଟପ ୧୦ରେ ଓଡିଆ ପୁଅ ବିଶ୍ୱଜିତ

ପୂର୍ବରୁ ଅନେକ ଜାତୀୟସ୍ତରର ସଙ୍ଗୀତ ପ୍ରତିଯୋଗୀତାରେ ଅନେକ ଓଡିଆ ପୁଅ ନିଜ କଣ୍ଠର ଯାଦୁ ଦେଖାଇ ସାରିଥିବାବେଳେ ଏବେ ପୁଣି ଥରେ ଇଣ୍ଡିଆନ ଆଇଡଲ ୧୦ମ ସଂସ୍କରଣରେ ଆଉ ଜଣେ ଓଡିଆ ପୁଅ ବିଶ୍ୱଜିତ ମହାପାତ୍ର ତାଙ୍କର ଯାଦୁ ଦେଖାଇବାକୁ ଯାଉଛନ୍ତି । ଇଣ୍ଡିଆନ ଆଇଡଲ ଟପ ୧୪ରେ ସ୍ଥାନ ପକ୍କା କରିଥିବା…

ପୁଣି ଫେରିଆସିଛି ଏୟାର ଏସିଆର ବୃହତ୍ତ ସେଲ୍

ଏୟାର ଏସିଆ ଏହାର ବହୁ ପ୍ରତିକ୍ଷୀତ ବିଗ୍ ସେଲ୍ ପ୍ରମୋସନ୍ ସହିତ ପୁଣିଥରେ ଆସିଛି, ଯାହାକି ଯାତ୍ରୀ ମାନଙ୍କୁ ୧୨୦ରୁ ଅଧିକ ଗନ୍ତବ୍ୟସ୍ଥଳ ଯେପରିକି ଏସିଆ, ଅଷ୍ଟ୍ରେଲିଆ ଏବଂ ଆହୁରି ଅଧିକ ସ୍ଥାନ ସହିତ ଯୋଡ଼ିକରି ରଖିବ । ୧୯ ଫେବୃୟାରୀ ରୁ ୨୬ ନଭେମ୍ବର ୨୦୧୯ ମଧ୍ୟରେ ଯାତ୍ରା କରିବାକୁ…

ଆଧାର କାର୍ଡ ତଥ୍ୟ ଚୋରିକୁ ରୋକିବା ପାଇଁ, ଜାଣନ୍ତୁ କିଛି ସରଳ ଉପାୟ

ଆଧାର କାର୍ଡ ସୁରକ୍ଷାକୁ ନେଇ ଏବେ ଅଧିକାଂଶ ଲୋକ ଚିନ୍ତିତ ରହିଛନ୍ତି । ଏଥିପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆଧାର କାର୍ଡ ସୁରକ୍ଷାକୁ ନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । ତେବେ ଆଧାର କାର୍ଡରେ ଥିବା ସମସ୍ତ ତଥ୍ୟ ସୁରକ୍ଷିତ ରହିଛି ଏବଂ ଏଥିରେ ଥିବା ତଥ୍ୟ କେବେବି ଲିକ ହୋଇବ…