ଖୋଲିଲା ହୀରାକୁଦର ଆଉ ୪ଟି ଡ୍ୟାମ, ଉପୁଜିଲା ବନ୍ୟା ସମ୍ଭାବନା


ଲଘୁଚାପ ଜନିତ ବର୍ଷା ଲାଗିରହିଥିବାରୁ ହୀରାକୁଦର ଆଉ ୪ଟି ଡ୍ୟାମ ଖୋଲାଯାଇଛି । ଏହାକୁ ମିଶାଇ ସମୁଦାୟ ୨୪ଟି ଡ୍ୟାମ ଖୋଲିଥିବାରୁ ବନ୍ୟା ପରିସ୍ଥିତିକୁ ନେଇ ସଜାଗ ରହିବାକୁ ସର୍ତକତା ଦର୍ଶାଯାଇଛି ।
ପୂର୍ବରୁ ହୀରାଦୁଦର ବାମ ପାଶ୍ୱର୍ରେ ୧୬ଟି ଗେଟ ଖୋଲାଯାଇଥିଲା । ପରେ ଡାହାଣ ପାଶ୍ୱର୍ରେ ୮ଟି ଗେଟ ଖୋଲାଯାଇଛି । ଏବଂ ସମୁଦାୟ ୨୪ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ ଜଳସ୍ତର ୬୧୬.୯୧ଫୁଟ । ପ୍ରବେଶ ୪,୩.୩୦୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩,୪୯,୩୦୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।


Share It

Comments are closed.