ଚାହୁଁ ଚାହୁଁ ବନ୍ୟା ଜଳରେ ଭାସିଗଲା ଘର

ଚାହୁଁ ଚାହୁଁ ହଠାତ୍ ପାଣିରେ ମିଶିଗଲା ଚାଳ ଛପର ଘର l ଘର ଭାଙ୍ଗିବାର ଲାଇଭ୍ ଦୃଶ୍ୟ କ୍ୟାମେରାରେ ହୋଇଛି କଏଦ୍ l ସୂଚନା ଅନୁଯାୟୀ ବନ୍ତ ବ୍ଲକ୍ ରାମଚନ୍ଦ୍ରପୁର ଗାଁର ସୁବାଷ ଯେନା ଲଗାଣ ବର୍ଷା ପ୍ରଭାବରେ କପାଳୀ ନଦୀର ଜଳ ଘରେ ପଶିବା ଯୋଗୁଁ ନିଜ ଘର ଛାଡ଼ି ପିଲା ଓ ସ୍ତ୍ରୀଙ୍କୁ ଘର ବାହାରକୁ…

ଭିତିଭୂମିର ଅବକ୍ଷୟ ହ୍ରାସ କରିବା ପ୍ରସଙ୍ଗରେ ଓଡିଶା ସରକାର ଅଧିକାରୀଙ୍କ ସହ ସାକ୍ଷାତ କରିଛି ଇଂଟରନ୍ୟାଶନାଲ ଜିଙ୍କ୍…

ଭୁବନେଶ୍ୱର: ଇଂଟରନ୍ୟାଶନାଲ ଜିଙ୍କ ଆସୋସିଏଶନ ପକ୍ଷରୁ ଭୁବନେଶ୍ୱରଠାରେ ‘ଭିତିଭୂମି ଉପରେ ଅବକ୍ଷୟର ଖର୍ଚ୍ଚକୁ ହ୍ରାସ କରିବା’ ପ୍ରସଙ୍ଗ ଉପରେ ଏକ ସୂଚନା ବିସ୍ତାର ଅଧିବେଶନର ଆୟୋଜନ କରାଯାଇଛି ଏବଂ ଏଠାରେ ଉପକୂଳବର୍ତୀ ସହରଗୁଡିକର ଭିତିଭୂମିକୁ ଅବକ୍ଷୟରୁ ସୁରକ୍ଷିତ ରଖିବାର ଅତ୍ୟାବଶ୍ୟକତା…

ଏୟାରଟେଲ୍ ପକ୍ଷରୁ “ଏୟାରଟେଲ୍ ଆଇକ୍ୟୁ ରିଚ୍‌’ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଟେଲିକମ କଂପାନି ଏୟାରଟେଲ୍ ପକ୍ଷରୁ ପ୍ରଥମ ସ୍ୱୟଂ ସେବା (ସେଲ୍‌ଫ ସର୍ଭ) ମାର୍କେଟିଂ ଯୋଗାଯୋଗ ପ୍ଲାଟଫର୍ମ ଏୟାରଟେଲ୍ ଆଇକ୍ୟୁ ରିଚ୍‌ର ଶୁଭାରମ୍ଭ କରାଯାଇଛି । ଏହା ବ୍ୟାବସାୟିକ ସଂସ୍ଥା / ବ୍ରାଣ୍ଡ୍‌ଗୁଡ଼ିକୁ ବ୍ୟକ୍ତିଗତ ଯୋଗାଯୋଗ ଜରିଆରେ ପୂର୍ବ…

ଚାହୁଁ ଚାହୁଁ ସମୁଦ୍ରକୁ ଡେଇଁ ପଡିଲେ ଯୁବକ, ଚାଲିଛି ଖୋଜା ଖୋଜି

ମୁମ୍ବାଇର ସବୁଠାରୁ ଜନଗହଳି ପୂର୍ଣ୍ଣ ସ୍ଥାନ ବାନ୍ଦ୍ରା-ୱରଲି ସି ବିଚ୍ ରେ ଆଜି ଏକ ଅଘଟଣ ଘଟିଛି। ଜଣେ ଯୁବକ ଏହି ସ୍ଥାନରେ ସମସ୍ତଙ୍କ ସାମ୍ନାରେ ସମୁଦ୍ରକୁ ଡେଇଁପଡ଼ିଥିଲେ । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ,କିଛି ସମୟ ପରେ ରେସକ୍ୟୁ ଟିମ୍ ଆସି ସେଠାରେ ପହଞ୍ଚିଥିଲା ।…

ରାଜ୍ୟରେ ଜାରୀ ରହିଛି ଲଘୁଚାପ ଜନିତ ବର୍ଷା, ୫ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି

ଉତ୍ତର- ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ଅନ୍ୟପକ୍ଷରେ ଉତ୍ତର ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଗତକାଲିର ଲଘୁଚାପ କ୍ଷେତ୍ର ସଦୃଶ୍ୟ ଲଘୁଚାପରେ ପରିଣତ ହୋଇ ଆଜି ପୂର୍ବାହ୍ନରେ କେନ୍ଦ୍ରୀଭୂତ ହୋଇଛି।

ଚଳନ୍ତା ବାଇକରେ ଭୟଙ୍କର ଷ୍ଟଣ୍ଟ ଦେଖାଇଲେ ଦୁଇ ଝିଅ, ପରସ୍ପରକୁ ଦେଲେ KISS, ଭିଡିଓ ଭାଇରାଲ୍

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ବାଇକ୍ ରାସ୍ତାରେ ବହୁତ ଦ୍ରୁତ ଗତିରେ ଚାଲୁଛି । ଏହି ବାଇକରେ ଦୁଇଜଣ ଝିଅ ମୁହାଁମୁହିଁ ହୋଇ ବସିଛନ୍ତି । ଦୁହେଁ ଖୋଲାଖୋଲି ଭାବେ ପରସ୍ପରକୁ ଆଲିଙ୍ଗନ ଓ ଚୁମ୍ବନ କରୁଛନ୍ତି । https://www.youtube.com/watch?v=zyzTzqM8qjA ଏହି ସମୟରେ ପଛରୁ…

ସଚିନଙ୍କୁ ପଛରେ ପକାଇଲେ ଇଶାନ, ସୃଷ୍ଟି କଲେ ଏହି ବଡ଼ ରେକର୍ଡ

ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜରେ ଚମତ୍କାର ପ୍ରଦର୍ଶନ କରି ଇଶାନ କିଶନ ବିଶ୍ୱକପ ପାଇଁ ସ୍ଥାନ ନିଶ୍ଚିତ କରିଛନ୍ତି। ୨୫ ବର୍ଷୀୟ ଇଶାନ ସମସ୍ତ ତିନୋଟି ମ୍ୟାଚରେ ଖୋଲିବାର ସୁଯୋଗ ପାଇଛନ୍ତି। ସେ ଏହି ସମୟ ମଧ୍ୟରେ ୫୨, ୫୫ ଏବଂ ୭୭ ରନର ଇନିଂସ ଖେଳିଥିଲେ। ୱେଷ୍ଟଇଣ୍ଡିଜରେ କ୍ରମାଗତ ୩ଟି ଯାକ…

ଦୁଃଖଦ ଘଟଣା : ଭୁଶୁଡ଼ିପଡ଼ିଲା କ୍ରେନ୍, ଘଟଣାସ୍ଥଳରେ ଆଖି ବୁଜିଲେ ୧୭ ଜଣ

ମହାରାଷ୍ଟ୍ରର ଥାନେରେ ଆଜି ସକାଳୁ ଏକ ବଡ ଦୁର୍ଘଟଣା ହୋଇଛି । ବ୍ରିଜ ନିର୍ମାଣ ସମୟରେ କ୍ରେନ ଏବଂ ସ୍ଲାବ ଖସିପଡ଼ିବାରୁ ଦୁର୍ଘଟଣା ଘଟି ୧୭ ଜଣଙ୍କର ମୃତ୍ୟୁ ଘଟିଛି । ମହାରାଷ୍ଟ୍ର ଥାନେର ଶାହପୁର ନିକଟରେ ଏକ ଗର୍ଡର ଲଞ୍ଚିଂ ମେସିନ୍ ଖସିପଡିବା ପରେ ଏହା ତଳେ ଚାପି ହୋଇ କାମ କରୁଥିବା ୧୭ ଜଣ…

ଲଙ୍କା ପ୍ରିମିୟର ଲିଗ୍ ମ୍ୟାଚ୍ ସମୟରେ ‘ବ୍ୟାଟିଂ କରିବାକୁ’ ଷ୍ଟାଡିୟମରେ ଏଣ୍ଟ୍ରି କଲା ସାପ, ଭିଡିଓ…

ଆଜି ଲଙ୍କା ପ୍ରିମିୟର ଲିଗରେ ଗାଲେ ଟାଇଟାନ୍ସ ଓ ଡାମ୍ବୁଲ୍ଲା ଔରା ଦଳ ମୁହାଁମୁହିଁ ହୋଇଥିଲେ । କିନ୍ତୁ ଏହି ମ୍ୟାଚ୍ ସମୟରେ କିଛି ଏପରି ଘଟିଥିଲା, ଯାହା ପରେ ଖେଳକୁ ବନ୍ଦ କରିବାକୁ ପଡିଲା । ବାସ୍ତବରେ, ଗାଲେ ଟାଇଟାନ୍ସ ଓ ଡାମବୁଲ୍ଲା ଔରା ମ୍ୟାଚ୍ ସମୟରେ ଏକ ସାପ ଷ୍ଟାଡିୟମରେ ପ୍ରବେଶ…

ଆୟର୍ଲାଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଦଳର ନେତୃତ୍ୱ ନେବେ ଜସପ୍ରୀତ ବୁମ୍ରା

ଭାରତୀୟ କ୍ରିକେଟ୍ ଦଳ ଅଗଷ୍ଟରେ ଟି-୨୦ ସିରିଜ୍ ଖେଳିବା ପାଇଁ ଆୟର୍ଲାଣ୍ଡ (ireland) ଗସ୍ତ କରିବ । ଏହି ଗସ୍ତ ପାଇଁ ଦଳ ଘୋଷଣା କରାଯାଇଛି । ଦଳର ପ୍ରମୁଖ ଖେଳାଳିଙ୍କୁ ଏହି ଗସ୍ତରୁ ବିଶ୍ରାମ ଦିଆଯାଇଛି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସିରିଜରୁ ଜସପ୍ରୀତ ବୁମ୍ରା…