୧୩ ବର୍ଷର ବାଳକକୁ ରକ୍ତଦାନ କରି ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଦେବଗଡ଼: ଜଣେ ୧୩ ବର୍ଷର ବାଳକକୁ ରକ୍ତଦାନ କରି ତାଙ୍କୁ ଏକ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ଦେବଗଡ଼ ଜିଲ୍ଲା ତିଳେଇବଣି ଅନ୍ତର୍ଗତ ଗୋହିରା ଡ୍ୟାମ ନୂଆସାହି ଅଂଚଳର କୃପାସିନ୍ଧୁ ମହାକୁଳ ନାମକ ଜଣେ ବ୍ୟକ୍ତିଙ୍କ ପୁଅ ଗୋବିନ୍ଦ ମହାକୁଳ(୧୩ବର୍ଷ)ସିକଲ୍ ସେଲ୍ ଏବଂ…

କିପରି କଟିବ ଆଜି ଆପଣଙ୍କ ଦିନ, ଜାଣନ୍ତୁ

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅଗଷ୍ଟ ୧୬ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି…

ମା’ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ଏପରି ଭାବେ ତୁଳସୀ ଗଛରେ ଦିଅନ୍ତୁ ପାଣି

ତୁଳସୀ ଚଉରାରେ ସଠିକ୍ ନିୟମ ଅନୁସାରେ ଜଳ ଦେବାର ପଦ୍ଧତି ବିଷୟରେ ଧାର୍ମିକ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏହି ନିୟମକୁ ଅନୁସରଣ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ତୁଳସୀକୁ ମାଆ ବୃନ୍ଦାବତି ଦେବୀଙ୍କ ପ୍ରତିକ ଭାବରେ ବିବେଚନା କରାଯାଏ । ତୁଳସୀକୁ ବିଷ୍ଣୁପ୍ରିୟା କୁହାଯାଏ । ବିନା ତୁଳସୀରେ…

ଭୁବନେଶ୍ୱରରେ ଓକାୟା ଇଭିର ନୂଆ ଡିଲରସିପ୍ ଏଆଣ୍ଡ୍ଟି ଅଟୋମୋବାଇଲ୍ସର ଶୁଭାରମ୍ଭ

ଭୁବନେଶ୍ୱର : ଏକ ପ୍ରତିଷ୍ଠିତ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଓକାୟା ଇଭି, ଭୁବନେଶ୍ୱରର ଖଣ୍ଡଗିରିଠାରେ ଏହାର ଅତ୍ୟାଧୁନିକ ଡିଲରସିପ୍ ଏଆଣ୍ଡ୍ଟି ଅଟୋମୋବାଇଲ୍ସର ଶୁଭାରମ୍ଭ ଘୋଷଣା କରିଛି । ଏହି କାର୍ଯ୍ୟକ୍ରମ ସ୍ଥାୟୀ ପରିବହନ ଓ ଅଟୋମୋଟିଭ୍ ଉଦ୍ଭାବନର ଭବିଷ୍ୟତକୁ ନୂଆ ରୂପ ଦେବାରେ ଏକ…

ଦ ଜେଙ୍ଗାବୁରୁ କର୍ସ’ର ସୁଟିଂ ପାଇଁ ଖଣିର ୫୦୦ ଫୁଟ୍ ଭିତରକୁ ଯାଇଥିବା ପ୍ରକାଶ କରିଛନ୍ତି ଫାରିଆ ଅବ୍ଦୁଲ୍ଲା

ଭୁବନେଶ୍ୱର : ଚଳଚିତ୍ର ନିର୍ମାତାମାନେ କଷ୍ଟୁ୍ୟମ୍ ହେଉ କିମ୍ବା ମେକ୍ଅପ୍, ଭାଷା କିମ୍ବା ସେମାନ ସୁଟ୍ କରୁଥିବା ସ୍ଥାନ, ନିଜ କାର୍ଯ୍ୟକୁ ବାସ୍ତବ ରୂପ ଦେବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ଯେତେବେଳେ କୌଣସି ସ୍ଥାନ କିମ୍ବା ପୃଷ୍ଠଭୂମି ପ୍ରାସଙ୍ଗିକ ହୋଇଥାଏ, ସେତେବେଳେ ଏହା ଏକ…

ସୀମାଙ୍କ ମୁଣ୍ଡରେ ସିନ୍ଦୁର ଭରିଲେ ପ୍ରେମିକ ସଚିନ

ସୀମା ହାଇଦର ପାକିସ୍ତାନରୁ ଭାରତ ଆସିବା ଦିନଠାରୁ ସେ ଗୋଟିଏ କାରଣ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ଏବେ ପୁଣିଥରେ ସୀମା ଏବଂ ସଚିନଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓରେ ସନି ଦେଓଲ ଅଭିନୀତ ଗଦର ଫିଲ୍ମର ଗୀତ ମଧ୍ୟ ଭିଡ଼ିଓରେ ବାଜୁଥିବା ଦେଖିବାକୁ ମିଳିଛି। ଏକ…

ଓଡିଶା ଜଙ୍ଗଲରେ ଦ ଜେଙ୍ଗାବୁରୁ କର୍ସ ସୁଟିଙ୍ଗ୍‌ର ନିଆରା ଅନୁଭୂତି ବାଂଟିଛନ୍ତି ଏମ୍ ନାସିର୍ ଓ ଫାରିଆ ଅବ୍‌ଦୁଲ୍ଲା

ଭୁବନେଶ୍ୱର : ଓଡିଶାର ଲୋକ, ସଂସ୍କୃତି ଓ ସ୍ୱତନ୍ତ୍ର ସ୍ଥାନଗୁଡିକୁ ପ୍ରଦର୍ଶିତ କରିବା ଉପରେ ଗୁରୁତ୍ୱ ସହିତ ସୋନି ଲିଭ୍‌ର ଭାରତର ପ୍ରଥମ କ୍ଲାଇମେଟ୍‌-ଫିକ୍ସନ ଥ୍ରିଲର୍ ସିରିଜ୍ ଦ ଜେଙ୍ଗାବୁରୁ କର୍ସକୁ ଏହି ରାଜ୍ୟରେ ବିସ୍ତୃତ ଭାବେ ସୁଟିଙ୍ଗ୍ କରାଯାଇଛି । ଏହି ୱେବ୍‌ସିରିଜ୍‌ର ଅଭିନେତା…

ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ପକ୍ଷରୁ ପରିବେଶ-ଅନୁକୂଳ ଡେବିଟ୍ କାର୍ଡର ଶୁଭାରମ୍ଭ

ଭୁବନେଶ୍ୱର: ଏକ ବ୍ୟାଙ୍କିଙ୍ଗ୍ ଲାଇସେନ୍ସ ସହ ବ୍ୟାପକ ସ୍ତରରେ ପରିଚାଳନା କରୁଥିବା ଭାରତର ଏକମାତ୍ର ଲାଭଜନକ ମଲ୍ଟି-ସେଗ୍‌ମେଂଟ୍ ଫିନ୍‌ଟେକ୍‌, ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଏକ ସେଭିଙ୍ଗ୍‌ସ ବ୍ୟାଙ୍କ ଆକାଉଂଟ୍ ଥିବା ଏହାର ନୂଆ ଓ ବିଦ୍ୟମାନ ଗ୍ରାହକଙ୍କ ପାଇଁ ପରିବେଶ-ଅନୁକୂଳ ଡେବିଟ୍…

ବିଚ୍ଛିନ୍ନାଂଚଳରୁ ରୋଗୀଙ୍କୁ ଦେଢ଼ କି.ମି ଷ୍ଟ୍ରେଚରରେ ବୋହି ଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଭଦ୍ରକ: ବନ୍ୟାଜଳ କାରଣରୁ ବିଚ୍ଛିନ୍ନ ହୋଇପଡ଼ିଥିବା ଏକ ଗ୍ରାମରୁ ଜଣେ ରୋଗୀଙ୍କୁ ଷ୍ଟ୍ରେଚର ଯୋଗେ ବୋହିଆଣି ଉଦାହରଣ ସୃଷ୍ଟି କରିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁସୁରି ଥାନା ଅନ୍ତର୍ଗତ କୁକୁଡି଼ଗଡ଼ିଆ ଗ୍ରାମର ବେଣୁଧର ବାସନ୍ତିଆ(୭୫ବର୍ଷ)…

ସାମ୍ନାକୁ ଆସିଲା ଚନ୍ଦ୍ରର ପ୍ରଥମ ଫଟୋ, ଦେଖନ୍ତୁ ଏହି ଭିଡିଓ

ଗତକାଲି ସଫଳତାର ସହ ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷରେ ପ୍ରବେଶ କରିଛି। ଆଜି ଏହା ଚନ୍ଦ୍ରର ପ୍ରଥମ ଫଟୋ ପଠାଇଛି। ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଓଝଜଙ) ଟ୍ବିଟ୍ କରିଥିବା ଚନ୍ଦ୍ରମାର ପ୍ରଥମ ଫଟୋର ବାମପଟେ ସ୍ବର୍ଣ୍ଣିମ ରଙ୍ଗର ଚନ୍ଦ୍ରଯାନର(Chandrayan) ସୋଲାର ପ୍ୟାନେଲ ଦୃଶ୍ୟମାନ…