ଚଳନ୍ତା ବାଇକରେ ଭୟଙ୍କର ଷ୍ଟଣ୍ଟ ଦେଖାଇଲେ ଦୁଇ ଝିଅ, ପରସ୍ପରକୁ ଦେଲେ KISS, ଭିଡିଓ ଭାଇରାଲ୍


ଭିଡିଓରେ ଏହା ଦେଖିବାକୁ ମିଳେ ଯେ ବାଇକ୍ ରାସ୍ତାରେ ବହୁତ ଦ୍ରୁତ ଗତିରେ ଚାଲୁଛି । ଏହି ବାଇକରେ ଦୁଇଜଣ ଝିଅ ମୁହାଁମୁହିଁ ହୋଇ ବସିଛନ୍ତି । ଦୁହେଁ ଖୋଲାଖୋଲି ଭାବେ ପରସ୍ପରକୁ ଆଲିଙ୍ଗନ ଓ ଚୁମ୍ବନ କରୁଛନ୍ତି ।

ଏହି ସମୟରେ ପଛରୁ ଯାଉଥିବା ଅନ୍ୟ ଜଣେ ବାଇକ ଚାଳକ ଏହାକୁ ମୋବାଇଲରେ ରେକର୍ଡ କରିଥିଲା, ଯାହା ବର୍ତ୍ତମାନ ଇଣ୍ଟରନେଟରେ ଜୋରଦାର ଭାଇରାଲ ହୋଇଛି । ଏଠାରେ ଦେଖନ୍ତୁ ଭିଡିଓ ।


Share It

Comments are closed.