ରାଜ୍ୟରେ ଜାରୀ ରହିଛି ଲଘୁଚାପ ଜନିତ ବର୍ଷା, ୫ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି


ଉତ୍ତର- ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ଅନ୍ୟପକ୍ଷରେ ଉତ୍ତର ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଗତକାଲିର ଲଘୁଚାପ କ୍ଷେତ୍ର ସଦୃଶ୍ୟ ଲଘୁଚାପରେ ପରିଣତ ହୋଇ ଆଜି ପୂର୍ବାହ୍ନରେ କେନ୍ଦ୍ରୀଭୂତ ହୋଇଛି।


Share It

Comments are closed.