ସାମ୍ନାକୁ ଆସିଲା ଚନ୍ଦ୍ରର ପ୍ରଥମ ଫଟୋ, ଦେଖନ୍ତୁ ଏହି ଭିଡିଓ


ଗତକାଲି ସଫଳତାର ସହ ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷରେ ପ୍ରବେଶ କରିଛି। ଆଜି ଏହା ଚନ୍ଦ୍ରର ପ୍ରଥମ ଫଟୋ ପଠାଇଛି। ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଓଝଜଙ) ଟ୍ବିଟ୍ କରିଥିବା ଚନ୍ଦ୍ରମାର ପ୍ରଥମ ଫଟୋର ବାମପଟେ ସ୍ବର୍ଣ୍ଣିମ ରଙ୍ଗର ଚନ୍ଦ୍ରଯାନର(Chandrayan) ସୋଲାର ପ୍ୟାନେଲ ଦୃଶ୍ୟମାନ ହେଉଥିବା ଦେଖିବାକୁ ମିଳିଛି।


Share It

Comments are closed.