ସୀମାଙ୍କ ମୁଣ୍ଡରେ ସିନ୍ଦୁର ଭରିଲେ ପ୍ରେମିକ ସଚିନ


ସୀମା ହାଇଦର ପାକିସ୍ତାନରୁ ଭାରତ ଆସିବା ଦିନଠାରୁ ସେ ଗୋଟିଏ କାରଣ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ଏବେ ପୁଣିଥରେ ସୀମା ଏବଂ ସଚିନଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓରେ ସନି ଦେଓଲ ଅଭିନୀତ ଗଦର ଫିଲ୍ମର ଗୀତ ମଧ୍ୟ ଭିଡ଼ିଓରେ ବାଜୁଥିବା ଦେଖିବାକୁ ମିଳିଛି। ଏକ ସାକ୍ଷାତକାରରେ ସୀମା ଅନେକ ଥର କହିଛନ୍ତି ଯେ ସେ ସନ୍ନି ଦେଓଲଙ୍କ ଗଦରକୁ ବହୁତ ପସନ୍ଦ କରନ୍ତି।


Share It

Comments are closed.