Browsing Category

ଜୀବନ ଚର୍ଯ୍ୟା

କିପରି କଟିବ ଆଜି ଆପଣଙ୍କ ଦିନ, ଜାଣନ୍ତୁ

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଡିସେମ୍ବର ୮ ହେଉଛି ଶୁକ୍ରବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ…

ଘର ମାଲିକ ହୋଇଯାନ୍ତୁ ସାବଧାନ, ଅଧିକ ସମୟ ପର୍ଯ୍ୟନ୍ତ ରହୁଥିବା ଭଡାଟିଆ ହାତେଇପାରନ୍ତ ଆପଣଙ୍କ ସମ୍ପତ୍ତି

କେତେକ ପରିସ୍ଥିତିରେ, ଭଡ଼ାଟିଆ ଚାହିଁଲେ ଘର ଉପରେ ନିଜର ଅଧିକାର ଜାହିର କରିପାରିବେ । ବାସ୍ତବରେ, ଟ୍ରାନ୍ସଫର ଅଫ୍ ପ୍ରପର୍ଟି ଆକ୍ଟ କହିଛି ଯେ ଭଡ଼ାଟିଆ ଏଡୱାର୍ଡ ପଜାସନ୍ ଅନୁଯାୟୀ ଏହା କରିପାରିବେ । ଭାରତରେ ଏପରି ଅନେକ ମାମଲା ଶୁଣିବାକି ମିଳିଛି, ଯେଉଁଠାରେ ଜଣେ ଭଡ଼ାଟିଆ ଦୀର୍ଘ ଦିନ…

ଶୀତଦିନିଆ ତ୍ୱଚା ପାଇଁ କିଛି ସରଳ ଉପାୟ

ଶୀତଦିନେ ତ୍ୱଚା ଅଥବା ଚର୍ମ ଜନିତ ଅନେକ ସମସ୍ୟା ଦେଖାଯାଏ । ବିଶେଷ କରି ଶୁଷ୍କପଣ ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଥାଏ । ଏଥିପାଇଁ ସଭିଏଁ ବିଭିନ୍ନ ଜିନିଷର ବ୍ୟବହାର ମଧ୍ୟ କରିଥାଆନ୍ତି । ଏହି ଦିନରେ ତ୍ବଚାର ବିଶେଷ ଯତ୍ନ ନେବାକୁ ପଡିଥାଏ। ଓଠ ଫାଟିବା, ଗୋଡ ଫାଟିବା, ମୁହଁର…

ମସ୍ତିଷ୍କ ଏବଂ ହୃଦୟ ପାଇଁ ବିପଜ୍ଜନକ ଭର୍ଚୁଆଲ ମିଟିଂ: ବୈଜ୍ଞାନିକ

ନିକଟରେ 'ନେଚର'ରେ ପ୍ରକାଶିତ ଏକ ବୈଜ୍ଞାନିକ ରିପୋର୍ଟରେ ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଭିଡିଓ କନଫରେନ୍ସିଂ ଟୁଲ ଫେସ ଟୁ ଫେସ ଘଟଣା ଅପେକ୍ଷା ଅଧିକ ଥକ୍କାଦାୟକ। ଗତ ଅକ୍ଟୋବର ମାସରେ ଅଷ୍ଟ୍ରିଆର ଏକ ଗବେଷକ ଦଳ ଏକ ଅଧ୍ୟୟନ କରିଥିଲେ, ଯେଉଁଥିରେ ସେମାନେ ବିଶ୍ୱବିଦ୍ୟାଳୟର ୩୫ ଜଣ…

କିପରି କଟିବ ଆଜି ଆପଣଙ୍କ ଦିନ, ଜାଣନ୍ତୁ

ମେଷ: ଦେହ ଓ ମନ ଭଲ ରହିବ। ସେବା ଧର୍ମ ପ୍ରତି ମନ ବଳିବ। ଆୟ ଅବ୍ୟାହତ ରହିବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଛାତ୍ରଛାତ୍ରୀମାନେ ପଢାପଢିରେ ଭଲ ପ୍ରଦର୍ଶନ କରିବେ। ବ୍ୟବସାୟ ଦୃଷ୍ଟିକୋଣରୁ ଦିନଟି ଉତ୍ତମ ଅଟେ। ବୃଷ: ଆଜି ଦିନଟିରେ ଆପଣଙ୍କୁ ଖୁବ ସତର୍କତାର ସହ ଜୀବନଯାପନ କରିବାକୁ…

ଶୀତ ଦିନେ କେଉଁ ପାଣିରେ ଗାଧୋଇବା ଉଚିତ୍? ଜାଣନ୍ତୁ

ଶୀତ ଋତୁ ଆରମ୍ଭ ହେବା ମାତ୍ରେ ଗାଧୋଇବା ଆମ ପାଇଁ କାଠିକର ପାଠ ହୋଇଯାଏ। ବିଶେଷ କରି ଥଣ୍ଡା ପାଣି ଦେଖିଲେ ଗାଧୋଇବାର ଇଚ୍ଛା ଯେମିତି ଆପେ ଆପେ ମରିଯାଏ।ତେଣୁ ଅଧିକାଂଶ ଲୋକ ଶୀତ ଦିନେ ଥଣ୍ଡା ପାଣି(Cold Water) ଅପେକ୍ଷା ଉଷୁମୁ ପାଣି ବା ଗରମ ପାଣିରେ(Warm Water) ଗାଧୋଇବାକୁ ଅଧିକ ପସନ୍ଦ…

ଘରେ କିପରି କରିବେ ସୁଆଦିଆ ଛତୁ ତରକାରୀ, ଜାଣନ୍ତୁ ଉପାୟ

ଛତୁ ତିଆରି କରିବାର ଅନେକ ପ୍ରକାର ତରିକା ରହିଛି । ଆଜି ଆମେ ଆପଣଙ୍କୁ ଦହି ଛତୁ ରେସିପି ବିଷୟରେ ଜଣାଇବୁ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ । ଅଧିକାଂଶ ଲୋକ ମସରୁମ୍ ବାହାରେ ଖାଇବା ପାଇଁ ପସନ୍ଦ କରନ୍ତି । କିନ୍ତୁ ଆପଣ ଅତି ସହଜ ଉପାୟରେ ଏହାକୁ ଘରେ ମଧ୍ୟ ତିଆରି…

ଦୈନିକ ଅଞ୍ଜିର ଖାଇଲେ କମିଥାଏ ସୁଗାର ସ୍ତର , ଜାଣନ୍ତୁ କେମିତି

ଡ୍ରାଏ ଫ୍ରୁଟରେ ଭିଟାମିନ୍, ମିନେରାଲ୍ସ, ଆଣ୍ଟିଅକ୍ସିଡାଣ୍ଟ, ଫାଇବର ଏବଂ ସୁକ୍ରୋଜ୍ ବା ଫ୍ରୁକ୍ଟୋଜ୍ ଭଳି ପ୍ରାକୃତିକ ଶର୍କରା ଭଳି ପୋଷକ ତତ୍ତ୍ୱ ଅଧିକ ମାତ୍ରାରେ ରହିଥାଏ, ଯାହା ଏହାକୁ ସ୍ୱାଦରେ ମିଠା କରିଥାଏ। ତେବେ ସମସ୍ତ ଡ୍ରାଏ ଫ୍ରୁଟ ମଧୁମେହ ରେ ପୀଡିତ ବ୍ୟକ୍ତିଙ୍କ ପାଇଁ ଭଲ ନୁହେଁ…

ଖୁବ ଶୀଘ୍ର ବଦଳିବ ଏହି ସମସ୍ତ ରାଶିର ଭାଗ୍ୟ

ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ଚଳନ (grah gochar 2023) କରିଥାଆନ୍ତି । ଏହି କ୍ରମରେ ବୁଧ (Budh Gochar 2023) ମଧ୍ୟ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ନଭେମ୍ବର ୨୭ ସକାଳ ୬ଟା ୫୪ ମିନିଟ୍ ସମୟରେ ଧନୁ ରାଶିକୁ ପ୍ରବେଶ…

ଶୀଘ୍ର ଓଜନ ହ୍ରାସ ଏବଂ ଉଜ୍ଜ୍ୱଳ ତ୍ୱଚା ପାଇଁ ଟ୍ରାଏ କରନ୍ତୁ ଏହି ସ୍ବାଦିଷ୍ଟ ଚିଆ ସିଡ ଡ୍ରିଙ୍କ ଏବଂ ପୁଡିଙ୍ଗ

ଚିଆ ମଞ୍ଜିରେ ଫାଇବର, ପ୍ରୋଟିନ୍, ଓମେଗା-୩ ଫ୍ୟାଟି ଏସିଡ୍, ଆଣ୍ଟିଅକ୍ସିଡାଣ୍ଟ, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଜିଙ୍କ୍, ଭିଟାମିନ୍ ସି, ଭିଟାମିନ୍ ଇ, ଭିଟାମିନ୍ ବି ଆଦି ପୋଷକ ତତ୍ତ୍ୱ ରହିଛି। ଚିଆ ମଞ୍ଜିରେ ଫାଇବରର ମାତ୍ରା ଅଧିକ ଥିବାରୁ ପାଚନ କ୍ରିୟାରେ ସହାୟକ ହେବା ସହ…