ଖୁବ ଶୀଘ୍ର ବଦଳିବ ଏହି ସମସ୍ତ ରାଶିର ଭାଗ୍ୟ
ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ଚଳନ (grah gochar 2023) କରିଥାଆନ୍ତି । ଏହି କ୍ରମରେ ବୁଧ (Budh Gochar 2023) ମଧ୍ୟ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ନଭେମ୍ବର ୨୭ ସକାଳ ୬ଟା ୫୪ ମିନିଟ୍ ସମୟରେ ଧନୁ ରାଶିକୁ ପ୍ରବେଶ କରିବେ । ବୁଧଙ୍କର ଏହି ଚଳନ କିଛି ରାଶିର ବ୍ୟକ୍ତିଙ୍କୁ (zodiac signs) ଶୁଭଫଳ ପ୍ରଦାନ କରିବ। ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ଚଳନ (grah gochar 2023) କରିଥାଆନ୍ତି । ଗ୍ରହମାନଙ୍କ ଆଗମନ ବା ପ୍ରତ୍ୟାବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଏହି କ୍ରମରେ ବୁଧ (Budh Gochar 2023) ମଧ୍ୟ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୁଧ ଏବେ ବିଛା ରାଶିରେ ଥିବା ବେଳେ ନଭେମ୍ବର ୨୭ ସକାଳ ୬ଟା ୫୪ ମିନିଟ୍ ସମୟରେ ଧନୁ ରାଶିକୁ ପ୍ରବେଶ କରିବେ (Mercury Transit in Sagittarius) । ବୁଧଙ୍କର ଏହି ଚଳନ (Budh Gochar 2023) କିଛି ରାଶିର ବ୍ୟକ୍ତିଙ୍କୁ (zodiac signs) ଶୁଭଫଳ ପ୍ରଦାନ କରିବ। କାହିଁକନା ବୁଧ ଗ୍ରହକୁ ରାଜକୁମାର ଗ୍ରହ ବୋଲି କୁହାଯାଏ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ ।
ମେଷ : ଏହି ରାଶିର ଲୋକଙ୍କ ପାଇଁ ଶୁଭ ଦିନ ଆରମ୍ଭ ହେବାକୁ ଯାଉଛି। ଆକସ୍ମିକ ଧନଲାଭର ଯୋଗ ରହିଛି। ଆପଣଙ୍କ କ୍ୟାରିଅର ଓ ଶିକ୍ଷାରେ ସଫଳତା ପାଇବେ। ଏହି ସମୟରେ ଭାଗ୍ୟ ଆପଣଙ୍କ ସାଥ ହେବ। ବିଦେଶ ଯାତ୍ରାର ଯୋଗ ରହିଛି। ଏହି ଅବଧି ମଧ୍ୟରେ ଆପଣ କାର୍ଯ୍ୟାଳୟରେ ପଦୋନ୍ନତି ପାଇପାରନ୍ତି। ଆପଣଙ୍କ ଶତ୍ରୁ ପରାସ୍ତ ହେବେ। ଆପଣଙ୍କୁ ପ୍ରତି କାମରେ ପରିବାର ଲୋକେ ସମର୍ଥନ କରିବେ। ଆପଣଙ୍କ ରାଶିରେ ୫ମ ସ୍ଥାନରେ ବୁଧ ଥିବାରୁ ସନ୍ତାନ ସୁଖ ପ୍ରାପ୍ତ ହେବ। ଏହି ଅବଧିରେ ଆପଣ ବ୍ୟବସାୟରେ ବିପୁଳ ଲାଭ ପାଇବେ ।
କନ୍ୟା : ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବୁଧ କନ୍ୟା ରାଶିର ପ୍ରଭୁ ଅଟନ୍ତି। ମାର୍କେଟିଂ ସହିତ ଜଡିତ ବ୍ୟକ୍ତି ବିଶେଷ ଏହି ସମୟରେ ଶୁଭଫଳ ପାଇବେ। ଅନ୍ୟ କୌଣସି କ୍ଷେତ୍ରରେ ଚାକିରି କରୁଥିଲେ ସକାରାତ୍ମକ ଫଳ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଏବଂ ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ବି ଯୋଡି ହେବାର ସମ୍ଭାବନା ରହିଛି। ଏହି ଅବଧି ମଧ୍ୟରେ ଚାକିରିରେ ପଦୋନ୍ନତି ମିଳିବ। ଏହା ସହ ଭଲ ଜବ୍ ମିଳିବାର ବି ସମ୍ଭାବନା ରହିଛି। ଆର୍ଥିକ ସ୍ଥିତି ବି ମଜବୁତ୍ ହେବ।
କୁମ୍ଭ : ଏହି ରାଶିର ଲୋକଙ୍କ ଉପରେ ବୁଧଙ୍କ କୃପା ବର୍ଷିବ। ଫଳରେ କୁମ୍ଭ ରାଶିର ଲୋକଙ୍କ ଭାଗ୍ୟରେ ହାତୀ ସୁନା କଳସ ଢାଳିବ। କ୍ୟାରିଅର ଓ ଚାକିରିରେ ପରିଶ୍ରମର ଫଳ ମିଳିବ। ଏହି ଅବଧି ମଧ୍ୟରେ, କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିପାରେ। ଏହା ବ୍ୟତୀତ ଚାକିରିରେ ଦରମା ବୃଦ୍ଧି ହୋଇପାରେ । ଆପଣ ପୁରୁଣା ବିନିଯୋଗରୁ ଲାଭ ପାଇବେ। ବ୍ୟବସାୟରେ ଆୟ ଦ୍ୱିଗୁଣିତ ହୋଇପାରେ ।
Comments are closed.