ବଲିଉଡ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଦେହାନ୍ତ, ଏହି ଗମ୍ଭୀର ରୋଗର ଥିଲେ ଶୀକାର


ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଗର୍ଭାଶୟ କର୍କଟ(cervical cance) କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା।

୨୦୧୧ ମସିହାରେ ପୁନମ୍ ପାଣ୍ଡେଙ୍କର ଏକ ବିବୃତ୍ତିକୁ ନେଇ ସେ ଖୁବ୍ ଲାଇମଲାଇଟ୍ ରହିଥିଲେ। ସେ କହିଥିଲେ ଯେ ଯଦି ଭାରତ ବିଶ୍ୱକପ୍ ଜିତେ ତେବେ ସେ ତାଙ୍କର ସମସ୍ତ ପୋଷାକ ଖୋଲି ବୁଲିବେ।ତାଙ୍କ ବିବୃତ୍ତିକୁ ନେଇ ଅନେକ ଆଲୋଡ଼ନ ସୃଷ୍ଟି ହୋଇଥିଲା। ତାଙ୍କ ପରିବାରରେ ମଧ୍ୟ ଏହି ପ୍ରସଙ୍ଗରେ ଅନେକ ବିବାଦ ଲାଗି ରହିଥିଲା। ପରିବାର ସଦସ୍ୟ ଏହାକୁ ଦୃଢ଼ ପ୍ରତିବାଦ ଜଣାଇଥିଲେ ଏବଂ ତାଗିଦ ମଧ୍ୟ କରିଥିଲେ।

 

View this post on Instagram

 

A post shared by Poonam Pandey (@poonampandeyreal)


Share It

Comments are closed.