ଜାମସେଦପୁରସ୍ଥିତ ଜୋଜୋବେରା ସିମେଂଟ୍ ପ୍ଲାଂଟ୍ର ୩୦ତମ ବାର୍ଷିକୀ ପାଳନ କରିଛି ନୁଭୋକୋ
ଭୁବନେଶ୍ୱର, ୧ ଏପ୍ରିଲ ୨୦୨୪: ଭାରତର ୫ମ ସର୍ବବୃହତ୍ ସିମେଂଟ୍ ଗ୍ରୁପ୍ ଏବଂ ପୂର୍ବାଂଚଳ ଭାରତର ଏକ ଅଗ୍ରଣୀ ସିମେଂଟ୍ କମ୍ପାନୀ ନୁଭୋକୋ ଭିସ୍ତାସ୍ କର୍ପୋରେଶନ ଲିମିଟେଡ୍ ଏହାର ଜୋଜୋବେରା ସିମେଂଟ୍ ପ୍ଲାଂଟ୍ (ଜେସିପି)ର ୩୦ତମ ବାର୍ଷିକୀ ପାଳନ କରିଛି । ୧୯୯୪ରେ ଏହାର!-->…