ବିଶ୍ବର ସବୁଠାରୁ ଦାମୀ କାରର ମାଲିକ ହୋଇଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ, ମୂଲ୍ୟ ଜାଣି ସ୍ତବ୍ଧ ରହିଯିବେ ଆପଣ

ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀ ଏବଂ ଫୁଟବଲରେ ନିଜର ଦକ୍ଷତା ପାଇଁ ବିଶ୍ବ ପ୍ରସିଦ୍ଧ ଫୁଟବଲ ଖେଳାଳୀ କ୍ରିଷ୍ଟିଆନୋ ରୋନାଲଡୋ ବର୍ତ୍ତମାନ ଦୁନିଆର ସବୁଠୁ ଦାମୀ କାରର ମାଲିକ ହୋଇପାରିଛନ୍ତି | ଏହି ଗାଡିଟିର ନାମ ହେଉଛି 'ଲା ଭୋଇଟ୍ ନୋଏର୍' ବା La Voiture Noire, ଯାହାରି ସ୍ପୋର୍ଟସ୍ କାର…

ରାଜ୍ୟରେ ଆଜି ପୁଣି କରୋନାରେ ଆଖି ବୁଜିଲେ ୯ ଜଣ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୨୧୬କୁ ବୃଦ୍ଧି

ରାଜ୍ୟରେ ଆଜି ପୁଣି କରୋନାରେ ଆଉ ୯ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଗଞ୍ଜାମ ଜିଲ୍ଲାରେ କରୋନାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

ଭୁବନେଶ୍ବରର ୮ ଟି ରୁଟରେ ପୁଣି ଆରମ୍ଭ ହେଲା ମୋ ବସ୍

ତିନି ମାସରୁ ଅଧିକ ବ୍ୟବଧାନ ପରେ ମୋ ବସ୍ ଆଜିଠାରୁ ଆଠଟି ରୁଟରେ ସେବା ଆରମ୍ଭ କରିଛି |ବସ୍ ସେବା ଯୋଗାଉଥିବା କ୍ୟାପିଟାଲ୍ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସପୋର୍ଟ (CRUT) ଅନୁଯାୟୀ, ଅଣ ଏସି ବସ୍ ଗୁଡିକ ୧୧,୧୬,୧୮,୨୦,୨୩,୨୫,୨୭ ଏବଂ ୩୩ ନମ୍ବର ରୁଟରେ ସକାଳ ୭ ଟାରୁ ସଂନ୍ଧ୍ୟା ୭ ପର୍ଯ୍ୟନ୍ତ…

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨୦୫୦ ଟି ନୂଆ ମାମଲା ଚିହ୍ନଟ, ୮୦୩ ଜଣଙ୍କର ମୃତ୍ୟୁ

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨,୦୫୦ ନୂତନ ମାମଲା ସାମ୍ନାକୁ ଆସିଛି ଏବଂ ୮୦୩ ଜଣଙ୍କର ମୃତ୍ୟୁ ହୋଇଛି। ଏହା ପରେ ସମଗ୍ର ଦେଶରେ କରୋନା ପଜିଟିଭ୍ ମାମଲା ସଂଖ୍ୟା ୧୮,୫୫,୭୪୬ କୁ ବୃଦ୍ଧି ପାଇଛି |…

ପୁରୀ ଏବଂ ଭୁବନେଶ୍ବର ପରେ ଏବେ ବ୍ରହ୍ମପୁରରେ ଆରମ୍ଭ ହୋଇଛି ସିରୋ ସର୍ଭେ

ବ୍ରହ୍ମପୁର ଜନସଂଖ୍ୟାରେ କୋଭିଡ-୧୯ ବିପକ୍ଷରେ ଆଣ୍ଟିବଡିଗୁଡିକର ବ୍ୟାପକତାକୁ ଆକଳନ କରିବାକୁ ସେରୋଲୋଜିକାଲ ସର୍ଭେ ଆଜି ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସହରର ଦଶଟି ବିପଦପୂର୍ଣ୍ଣ ଜୋନରେ ଏହି ସର୍ଭେ ଚାଲିଛି। ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ଆଞ୍ଚଳିକ ମେଡିକାଲ…

କରୋନା କବଳରେ ରାଜନେତା, ଗୋଟିଏ ସପ୍ତାହରେ ଅନେକ ବଡ଼ ନାମ ହୋଇଛନ୍ତି ଶିକାର

ଦେଶରେ କରୋନାର ଗତି ବହୁତ ଦ୍ରୁତ ଗତିରେ ବଢିଚାଲିଛି | ପୂର୍ବରୁ କିଛି ହଜାର ମାମଲା ଆସୁଥିଲା, କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ପ୍ରାୟ ୫୦ ହଜାରରେ ପହଞ୍ଚିଛି। ଏକ ଅଧ୍ୟୟନ ଅନୁଯାୟୀ, ଜୁଲାଇ ମାସରେ ପ୍ରତି ଘଣ୍ଟାରେ ୨୫ ଜଣ ଲୋକ କରୋନାରେ ଜୀବନ ହରାଉଛନ୍ତି। | କରୋନା ଏପରି ଯେ ଯେକେହି ଏହାର…

କରୋନା ବିରୁଦ୍ଧରେ ପ୍ରଭାବ ଦେଖାଉଛି ବିସିଜି ଟିକା, ସଂକ୍ରମଣ ବେଗକୁ ହ୍ରାସ କରୁଥିବାର ଗବେଷଣାରେ ଦାବି

ସାରା ବିଶ୍ବରେ ବୈଜ୍ଞାନିକମାନେ କରୋନା ଟିକାକୁ ଯଥାଶୀଘ୍ର ବଜାରରେ ଉପଲବ୍ଧ କରାଇବାକୁ ଉଦ୍ୟମ କରୁଛନ୍ତି। ବ୍ରିଟେନ, ଆମେରିକା, ଚୀନ୍ ଏବଂ ରୁଷ ଟିକା ପରୀକ୍ଷଣର ଶେଷ ପର୍ଯ୍ୟାୟରେ ଅଛନ୍ତି, ଅର୍ଥାତ୍ ଯେକୌଣସି ସମୟରେ ସେମାନଙ୍କର ସଫଳତାର ଘୋଷଣା କରାଯାଇପାରେ । ସଦ୍ୟତମ ରିପୋର୍ଟରେ…

ଓଡ଼ିଶାରେ ୨୦୦ ଅତିକ୍ରମ କଲା କରୋନା ମୃତ୍ୟୁସଂଖ୍ୟା, ସଂକ୍ରମିତଙ୍କ ସଂଖ୍ୟା ୩୬,୨୯୭ କୁ ବୃଦ୍ଧି

ଆଜି ରାଜ୍ୟରେ ୧୩୮୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୧୦ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାର ଅନୁସନ୍ଧାନ ପାଇଁ ମୁମ୍ବାଇ ପହଂଚିଥିବା ଆଇପିଏସଙ୍କୁ ଜବରଦସ୍ତି କ୍ବାରେଂଟିନ କରିଲା…

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଥିବା ପାଟନା ଏସପି ବିନୟ ତିୱାରୀଙ୍କୁ ୧୪ ଦିନ ପାଇଁ କ୍ବାରେଂଟିନରେ ରଖାଯାଇଛି। ଏସପି ତିୱାରୀ ରବିବାର ଦିନ ମୁମ୍ବାଇରେ ପହଞ୍ଚିଥିଲେ। ଏଠାରେ ତାଙ୍କର ଉପସ୍ଥିତ ଦଳ ସହିତ ତାଙ୍କର ଏକ ସାକ୍ଷାତ ହୋଇଥିଲା…

କରୋନାରେ ଆକ୍ରାନ୍ତ ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଓ ତାଙ୍କ ଝିଅ

ଗୃହମନ୍ତ୍ରୀ ଅମିତ ଶାହାଙ୍କ ପରେ ଏବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କରୋନା ଆକ୍ରାନ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ଝିଅ ମଧ୍ୟ କରୋନା ପଜିଟିଭ୍ ବାହାରିଛନ୍ତି। ଦୁହିଁଙ୍କ ସ୍ବାବ ନମୁନା ନିଆଯାଇଥିବା ବେଳେ ରବିବାର ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା।…