ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ପୁଣି ୫୨,୯୭୨ ମାମଲା , ୧୮ ଲକ୍ଷରେ ପହଂଚିଲା ସଂକ୍ରମିତଙ୍କ ସଂଖ୍ୟା

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ସୋମବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ଦିନରେ ୫୨,୯୭୨ ଟି ନୂତନ ପଜିଟିଭ ମାମଲା ଚିହ୍ନଟ ହୋଇଥିବାବେଳେ ୭୭୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଭାରତରେ କରୋନା ସଂକ୍ରମଣର ସଂଖ୍ୟା ୧୮,୦୩,୬୯୬ କୁ ବୃଦ୍ଧି ପାଇଛି |…

ଭାରତରେ ବ୍ୟାନ ପରଠାରୁ ଟିକଟକର ପିଛା ଛାଡ଼ୁନି ବିବାଦ,ଏବେ ଆମେରିକାରେ ମଧ୍ୟ ବ୍ୟାନ ହେବ ଟିକଟକ

ଭାରତରେ ବଏକଟ ହେବା ପରେ ଚାଇନାର ସର୍ଟ ଭିଡିଓ ଆପ୍ ଟିକଟକର ସମସ୍ୟା ଥମିବାର ନାମ ନେଉନାହିଁ। ଗତ ଏକ ମାସ ଧରି ଆମେରିକାର ଟିକଟକକୁ ନିଷିଦ୍ଧ କରିବା ନେଇ ଚର୍ଚ୍ଚା ଚାଲିଥିଲା କିନ୍ତୁ ବର୍ତ୍ତମାନ ମାମଲା ସ୍ପଷ୍ଟ ହୋଇଛି। ଆମେରିକାର ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ରାଷ୍ଟ୍ରପତି…

ଭାରତକୁ ରାଫେଲ ବିମାନ ମିଳିବା ପରେ ଭଡ଼କି ଯାଇଛନ୍ତି ଦୁଇ ପଡ଼ୋଶୀ ଦେଶ, ପ୍ରଥମେ ଚୀନ ପରେ ଏବେ ପାକିସ୍ତାନ ଦେଇଛି ଏଭଳି…

ଫ୍ରାନ୍ସରୁ ରାଫେଲ ପହଞ୍ଚିବା ପରେ ଗୋଟିଏ ପଟେ ଭାରତୀୟ ବାୟୁସେନାର ଶକ୍ତି ବହୁଗୁଣ ବୃଦ୍ଧି ପାଇଥିବାବେଳେ ପଡୋଶୀ ଦେଶ ଚୀନ୍ ଏବଂ ପାକିସ୍ଥାନ କିନ୍ତୁ ଏଥିରେ ଆଦୌଁ ଖୁସି ନାହାଁନ୍ତି। ପ୍ରଥମେ ଚାଇନା ରାଫେଲ ବିମାନକୁ ଏହାର ଜେ୨୦ ଠାରୁ କମ୍ ବୋଲି କହିଥିଲା, ବର୍ତ୍ତମାନ ପାକିସ୍ତାନ ଏହାକୁ…

ନୂତନ କିଆ ସୋନେଟ୍‌ର ଇଂଟେରିୟର ଓ ଏକ୍ସଟେରିୟରର ଅଫିସିଆଲ ଫଟୋ ପ୍ରକାଶିତ କଲା କିଆ ମୋଟର୍ସ ଇଣ୍ଡିଆ

ଭୁବନେଶ୍ୱର: କିଆ ମୋଟର୍ସ କର୍ପୋରେଶନର ଏକ ସମ୍ପୂର୍ଣ୍ଣ ମାଲିକାନା ବିଶିଷ୍ଟ ସହାୟକ କମ୍ପାନୀ କିଆ ମୋଟର୍ସ ଇଣ୍ଡିଆ ପକ୍ଷଣୁ ଏହାର ନୂତନ ସୋନେଟ୍ କମ୍ପାକ୍ଟ ଏସ୍‌ୟୁଭି କାର୍‌ର ଇଂଟେରିୟର ଓ ଏକ୍ସଟେରିୟରର ଔପଚାରିକ ଫଟୋ ପ୍ରକାଶ କରାଯାଇଛି । ଉତ୍ପାଦନ ପାଇଁ ପ୍ରସ୍ତୁତ ଥିବା କିଆ ସୋନେଟ୍‌ର…

ପିଏମ ନରେନ୍ଦ୍ର ମୋଦୀଙ୍କ ପାଇଁ ରାଖୀ ପଠାଇଲେ ପାକିସ୍ତାନୀ ଭଉଣୀ

ରକ୍ଷାବନ୍ଦନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଭଉଣୀ କାମର ମୋହସିନ୍ ଶେଖ ପାକିସ୍ତାନରୁ ତାଙ୍କ ପାଇଁ ରାଖୀ ପଠାଇଛନ୍ତି। ମୂଳତ କରାଚିରେ ବାସ କରୁଥିବା କାମର ୨୪ ବର୍ଷ ଧରି ମୋଦୀଙ୍କୁ ରାଖୀ ବାନ୍ଧୁଥିଲେ, କିନ୍ତୁ ଏଥର ମହାମାରୀ ହେତୁ ସେ ତାହା କରି ପାରିବେ ନାହିଁ।…

ଆସସ୍ ପକ୍ଷରୁ ଅଲ୍‌ଟ୍ରା ପୋର୍ଟେବୁଲ୍ ଜେନ୍‌ବୁକ୍‌, ଭିଭୋବୁକ୍ ରେଞ୍ଜ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ତାଇୱାନିଜ୍ ଟେକ୍ ପିସି ଜିଆଂଟ୍ ଆସସ୍ ପକ୍ଷରୁ ଏହାର ଅଭିନବ ଓ ଷ୍ଟାଇଲିସ୍ ଜେନ୍‌ବୁକ୍ ଓ ଭିଭୋବୁକ୍ ସିରିଜ୍‌ରେ ୪ଟି ନୂତନ ସଂସ୍କରଣ; ଦି ଜେନ୍‌ବୁକ୍ ୧୩/୧୪ (ୟୁଏକ୍ସ୩୨୫/ୟୁଏକ୍ସ୪୨୫), ଦି ଭିଭୋବୁକ୍‌ସ ଏସ୍‌୧୪ (ଏସ୍‌୪୩୩) ଓ ଦି ଭିଭୋବୁକ୍ ଅଲ୍‌ଟ୍ରା କେ୧୪ (କେ୪୧୩)ର…

ଭାରତରେ ବେକାବୁ ହେବାରେ ଲାଗିଛି କରୋନା, ଗୋଟିଏ ଦିନରେ ୫୭ ହଜାର ନୂଆ ମାମଲା, ୭୬୪ ଜଣଙ୍କ ମୃତ୍ୟୁ

ଦେଶରେ କରୋନାର ଗତିରେ ଲଗାମ ଧରୁନାହିଁ | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୭ ହଜାରରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଛି ଏବଂ ୭୬୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧୭ ଲକ୍ଷ ପାଖାପାଖି ପହଞ୍ଚିଛି। ଭାରତରେ ଏହି ମହାମାରୀରେ ମୃତ୍ୟୁ ସଂଖ୍ୟା ୩୬.୫…

ରାଜ୍ୟରେ ପୁଣି ସୁସ୍ଥ ହେଲେ ୭୭୨ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୦, ୫୧୭କୁ ବୃଦ୍ଧି

ଶୁକ୍ରବାର ଦିନ ରାଜ୍ୟରେ ଆଉ ୭୭୨ କୋଭିଡ-୧୯ ରୋଗୀ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । ସୂଚନା ଅନୁଯୀୟୀ କୋଭିଡ-୧୯ ରୁ ମୋଟ ସୁସ୍ଥଙ୍କ ସଂଖ୍ୟା ରାଜ୍ୟରେ ୨୦,୦୦୦ ଅତିକ୍ରମ କରିଛି |ଏହା ସହିତ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା…

ପ୍ଲାଜମା ଦାତାମାନଙ୍କୁ ୫୦୦୦ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବେ ଆନ୍ଧ୍ର ସରକାର

କୋଭିଡ-୧୯ ରେ ଆରୋଗ୍ୟ ହୋଇଥିବା ରୋଗୀଙ୍କ ଦ୍ୱାରା ପ୍ଲାଜମା ଦାନକୁ ପ୍ରୋତ୍ସାହିତ କରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ଦାତାମାନଙ୍କୁ ନଗଦ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଶଯ୍ୟା ଉପଲବ୍ଧତା ତଥା ସଂକ୍ରମିତ ଲୋକଙ୍କୁ ଯତ୍ନ ନେବା ପାଇଁ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି।…

ଉବେର, ବଜାଜର ମିଳିତ ସହବନ୍ଧିତାରେ ୧ ଲକ୍ଷ ଅଟୋରିକ୍ସାରେ ସେଫ୍ଟି ପାର୍ଟିସନ ଇନ୍‌ଷ୍ଟଲ୍

ଭୁବନେଶ୍ୱର: ଉବେର୍ ଓ ବଜାଜ ପକ୍ଷରୁ ମିଳିତ ଭାବେ ଦେଶବ୍ୟାପୀ ପ୍ରାୟ ୧ ଲକ୍ଷ ଅଟୋରିକ୍ସାଙ୍କ ସହିତ ମିଳିତ ସହଭାଗିତାରେ ଡ୍ରାଇଭର ସିଟ୍ ପଛରେ ସେଫ୍ଟି ପାର୍ଟିସନ୍ ସ୍ଥାପନ କରିବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ଏହା ଏକ ପ୍ରତିରକ୍ଷା ପ୍ରତିବନ୍ଧକ ଭାବେ କାର୍ଯ୍ୟ କରିବା, ଯୋଗାଯୋଗକୁ ସୀମିତ…