ଭାରତକୁ ପୁଣି ଫେରୁଛି ଲୋକପ୍ରିୟ ଗେମିଂ ଆପ୍‌ PUBG

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତକୁ ପବଜୀ ମୋବାଇଲ୍‌ ଗେମ୍‌ ଫେରିବା ନେଇ ସାଉଥ୍‌ କୋରିଆ କମ୍ପାନୀ ପବଜୀ କର୍ପୋରେସନ ଘୋଷଣା କରିଛି। ତେବେ କେବଳ ଭାରତ ପାଇଁ ନୂଆ ଫିଚର ସହ ଗେମ୍‌ ଲଞ୍ଚ ହେବାକୁ ଥିବା ବେଳେ ଏଥର କୌଣସି ଚୀନ ଆପ୍‌ ପାର୍ଟନର ନଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।…

ଗତ ୨୪ ଘଂଟାରେ ଦେଶରେ ଆଉ ୪୪ ହଜାର ୮୭୯ ନୂଆ କୋଭିଡ୍ ପଜିଟିଭ୍ ଚିହ୍ନଟ

ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୮୭ ଲକ୍ଷ ୨୮ ହଜାର ୭୯୫ରେ ପହଁଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ୮୭୯ଟି ନୂଆ ମାମଲା ଆସିଥିବା ବେଳେ ୫୪୭ଜଣ ପ୍ରାଣ ହରାଇଛନ୍ତି । ଏହାସହ ଗୁରୁବାର ୫୬ ହଜାର ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି । ଏବେସୁଦ୍ଧା କରୋନାରୁ ଦେଶରେ ୮୧ ଲକ୍ଷ ୧୫ ହଜାର…

ଦୀପାବଳି ଉପହାର: ୮.୫ ଲକ୍ଷ ବ୍ୟାଙ୍କ କର୍ମଚାରୀଙ୍କ ଦରମାରେ ହେବାକୁ ଯାଉଛି ୧୫% ଅଭିବୃଦ୍ଧି

ଦୀପାବଳି ପୂର୍ବରୁ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଉପହାର ଘୋଷଣା ହୋଇଛି। ନଭେମ୍ବର ପହିଲାରୁ ୮.୫ ଲକ୍ଷ ବ୍ୟାଙ୍କ କର୍ମଚାରୀଙ୍କ ବେତନରେ ୧୫ ପ୍ରତିଶତ ବୃଦ୍ଧି ହେବ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଅଧିକ କର୍ମଚାରୀ ସରକାରୀ ବ୍ୟାଙ୍କର ବୋଲି ଜଣାପଡ଼ିଛି। ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ,…

ଏହି ଗ୍ରହକୁ କୁହାଯାଏ ସୌରମଣ୍ଡଳର ‘ଭାକ୍ୟୁମ୍ କ୍ଲିନର୍’, ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ଏହାର କାରଣ

ସୌର ପ୍ରଣାଳୀରେ ଗ୍ରହ ଜଗତ ମଧ୍ୟ ଅଦ୍ଭୁତ ଅଟେ | ଆପଣ ଯେତେ ଅଧିକ ଏହାକୁ ବୁଝିବାକୁ ଚେଷ୍ଟା କରିବେ, ସେତେ ଅଧିକ ଏଥିରେ ଭ୍ରମିତ ହୋଇଚାଲିବେ | ଉଲ୍ଲେଖଥାଉ କି, ସମସ୍ତେ ସ୍ୱୟଂଚାଳିତ ଭାବରେ ସେଠାରେ ଥାଆନ୍ତି, କିନ୍ତୁ ବୃହସ୍ପତି ଗ୍ରହ ଏଥିରେ ଭିନ୍ନ, ଏହି ଗ୍ରହଟି ଗ୍ୟାସର ସମୂହ, ଭାରତରେ…

ଜାଣନ୍ତୁ ଧନତେରସ ଦିନ ଦୀପ ଅର୍ପଣ କରିବାର ମହତ୍ବ

ନଭେମ୍ବର ୧୩ତାରିଖରେ ଧନତେରସ ପର୍ବ ପାଳନ କରାଯିବ। ଏହି ଦିନ ଭଗବାନ ଧନ୍ବନ୍ତରୀ,କୁବେର ଏବଂ ମା ଲକ୍ଷ୍ମୀଙ୍କ ପୂଜା କରିବାର ବିଧାନ ରହିଛି। ଧନତେରସ ଦିନ ମୃତ୍ୟୁର ଦେବତା ଯମଙ୍କ ପୂଜା ମଧ୍ୟ କରାଯାଇଥାଏ। ବିଶ୍ବାସ ରହିଛି ଯେ ଏହି ଦିନ ଯମ ଦେବତାଙ୍କ ପୂଜା କରିବା ଦ୍ବାରା ଅକାଳ ମୃତ୍ୟୁର ଭୟ…

ହ୍ରାସ ପରେ ପୁଣି ବଢିଲା କରୋନା ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୭୯୦୫ ଆକ୍ରାନ୍ତ ଚିହ୍ନଟ

କିଛି ଦିନ ଧରି ଦେଶରେ କରୋନା ସଂକ୍ରମଣର ଦୈନିକ ମାମଲା କମିଥିବା ବେଳେ ଏବେ ଏହି ସଂଖ୍ୟା ପୁଣି ବଢିଛି । ଗତ ୨୪ଘଣ୍ଟାରେ ୪୭,୯୦୫ କରୋନା ପଜିଟିଭ୍‌ କେସ୍‌ ଚିହ୍ନଟ ହୋଇଛି । ସେହିପରି ବୁଧବାର ଦିନ ୪୪,୨୮୧ଟି କରୋନା କେସ୍‌ ସାମ୍ନାକୁ ଆସିଥିଲା । ସେପଟେ ଦେଶରେ କରୋନା ସଂକ୍ରମଣମୁକ୍ତ…

ଓପନିଙ୍ଗର ଘଂଟାକ ଭିତରେ ରେକର୍ଡ ଭାଙ୍ଗିଛି ଅକ୍ଷୟ କୁମାରଙ୍କ ଫିଲ୍ମ ଲକ୍ଷ୍ମୀ

ବହୁ ଅପେକ୍ଷା ପରେ ଅକ୍ଷୟ କୁମାରଙ୍କ ହରର-କମେଡି ଫିଲ୍ମ 'ଲକ୍ଷ୍ମୀ' ନଭେମ୍ବର ୯ ରେ OTT ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିଥିଲା। ରାଧା ଲରେନ୍ସଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ କିଆରା ଆଡଭାନି, ଆୟେଶା ରଜା ମିଶ୍ର, ଶରଦ କେଲକର, ତରୁଣ ଆରୋରା, ଅଶ୍ୱିନୀ କଲସେକର,…

ପୁଣି ଦେଖିବାକୁ ମିଳିବ ସଞ୍ଜୟ ଦତଙ୍କ ଦମଦାର ଆକ୍ସନ, କ୍ୟାନ୍ସରକୁ ମାତ ଦେଇ ଏବେ ଅଛନ୍ତି ସମ୍ପୁର୍ଣ୍ଣ ଫିଟ

ଅଭିନେତା ସଞ୍ଜୟ ଦତ୍ତ କ୍ୟାନ୍ସରକୁ ମାତ ଦେଇଥିଲେ, କିନ୍ତୁ ଏହା ପରଠାରୁ ତାଙ୍କ ଫିଟନେସକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଏମିତିରେ କୁହାଯାଉଥିଲା ଯେ ଅଭିନେତାଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ବର୍ତ୍ତମାନ ତାଙ୍କ ଫିଲ୍ମରେ ଆକ୍ସନ୍ ଦୃଶ୍ୟ କମ୍ ଦେଖିବାକୁ ମିଳିବ । ଏହା ମଧ୍ୟ କୁହାଗଲା ଗଲା…

ପ୍ରକାଶ ପାଇଲା ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିରର ଅନ୍ତିମ ଡିଜାଇନ୍ ର ପ୍ରଥମ ଫଟୋ

ଆବୁଧାବି​‌ରେ ନିର୍ମିତ ହୋଇଥିବା ପ୍ରଥମ ହିନ୍ଦୁ ମନ୍ଦିରର ଶେଷ ଡିଜାଇନର ପ୍ରଥମ ଫଟୋ ଜାରି କରି ଦିଆଯାଇଛି। ଗଲ୍ଫ ନ୍ୟୁଜର ଖବର ଅନୁସାରେ ଆବୁଧାବିରେ ବିଏପିଏସ୍ ହିନ୍ଦୁ ମନ୍ଦିର ସମିତି ମନ୍ଦିରର ଅନ୍ତିମ ଡିଜାଇନ ଏବଂ ଭାରତରେ ହସ୍ତ ନିର୍ମିତ ସ୍ତମ୍ଭର ଫଟୋ ଜାରି କରିଛି।…

ଧନତେରସ ଦିନ ଘରେ ପାଳନ କରନ୍ତୁ ଏହି ସବୁ ଉପାୟ: ସମସ୍ତ ସମସ୍ୟାରୁ ପାଇବେ ମୁକ୍ତି

ଆଉ କିଛିଦିନ ପରେ ଧନତେରସ । ଧନତେରସ କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀରେ ପାଳନ କରାଯାଇଥାଏ। ଏଥର ତ୍ରୟୋଦଶୀ ନଭେମ୍ବର ୧୨ ରାତି ୯.୩୦ରୁ ପର ଦିନ ନଭେମ୍ବର ୧୩ତାରିଖ ସନ୍ଧ୍ୟା ୫.୫୯ ଯାଏଁ ରହିବ। ଏହା ପରେ ଚତୁର୍ଦ୍ଦଶୀ ତିଥି ଆରମ୍ଭ ହୋଇଯିବ। ଏଥିପାଇଁ ନଭେମ୍ବର ୧୩ତାରିଖ ସନ୍ଧ୍ୟା ୫.୫୯ ପୂର୍ବରୁ…