ଧନତେରସ ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ

ଆଉ କିଛିଦିନ ପରେ ଧନତେରସ । ଏହି ଶୁଭଦିନରେ କିଣାକିଣି କରିବା ନେଇ ଆପଣ ସମସ୍ତଙ୍କ ମନରେ ଉତ୍ସାହ ନିଶ୍ଚିତ ଭରି ରହିଥିବ । ଧନତେରସ କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀରେ ପାଳନ କରାଯାଇଥାଏ। ଏଥର ତ୍ରୟୋଦଶୀ ନଭେମ୍ବର ୧୨ ରାତି ୯.୩୦ରୁ ପର ଦିନ ନଭେମ୍ବର ୧୩ତାରିଖ ସନ୍ଧ୍ୟା ୫.୫୯ ଯାଏଁ ରହିବ। ଏହା…

ଆଜି ମୁକ୍ତିଲାଭ କରୁଛି ଅକ୍ଷୟ କୁମାରଙ୍କ ଅଭିନୀତ ଲକ୍ଷ୍ମୀ

ଅନେକ ବାଦ ବିବାଦ ପରେ ଶେଷରେ ଆଜି ଓଟିଟି ପ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିଛି ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକ୍ଷ୍ମୀ’। ପ୍ରଥମ ଦିନରେ ହିଁ ଏହାକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଛି। ତେବେ ‘ଲକ୍ଷ୍ମୀ’ ସଫଳତା ଅର୍ଜନ କଲେ, ଅକ୍ଷୟ ଏକ ନୂଆ ‌ରେକର୍ଡ ସୃଷ୍ଟି କରିବେ। ଗତ ଦୁଇ…

ପଦ ଛାଡ଼ିବା ପୂର୍ବରୁ ଚାଇନାକୁ ବଡ଼ ଝଟକା ଦେଇପାରନ୍ତି ଡୋନାଲ୍ଡ ଟ୍ରମ୍ପ

ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଏବେ ସମସ୍ତଙ୍କ ଆଖି ସାମ୍ନାରେ। ଏହି ନିର୍ବାଚନରେ ​​ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ ବିଜୟ ଲାଭ କରିଛନ୍ତି। ମାତ୍ର ଡୋନାଲ୍ଡ ଟ୍ରମ୍ପ ଏହାକୁ ସହଜରେ ସ୍ବୀକାର କରିପାରୁନାହାନ୍ତି । ଟ୍ରମ୍ପ ସଜହରେ ତାଙ୍କ ପଦବୀ ଛାଡିବେନାହିଁ ବୋଲି…

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫,୯୦୩ କରୋନା ସଂକ୍ରମିତ ଚିହ୍ନଟ, ୪୮,୪୦୫ଜଣ ସୁସ୍ଥ

ଆଜି ପୁଣି ୫୦,୦୦୦ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫,୯୦୩ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦ‌ାୟ ୮୫ ଲକ୍ଷ ୫୩ହଜାର ୬୫୭ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏହା ସହ ଆଜି ମୃତ୍ୟୁ ସଂଖ୍ୟା…

ଜୋ ବିଡେନଙ୍କ ବିଜୟ ଭାରତ-ଆମେରିକା ସମ୍ପର୍କକୁ କିପରି ପ୍ରଭାବିତ କରିବ ?

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ୧୯୭୦ ଦଶକରୁ ଭାରତ-ଆମେରିକା ମଧ୍ୟରେ ମଜବୁତ ସମ୍ବନ୍ଧର ରକ୍ଷକ ହୋଇ ଆସିଛନ୍ତି। ୨୦୦୮ମସିହାରେ ଦୁଇ ଦେଶ ମଧ୍ୟରେ ବେସାମରିକ ପରମାଣୁ ବୁଝାମଣା ପାଇଁ ସିନେଟର ମଞ୍ଜୁରୀ ଦେବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ତଥା ଆତଙ୍କବାଦୀ…

ଶୀତ ରୁତୁରେ ଏହି ପାଂଚଟି ଫଳ ଇମ୍ୟୁନିଟି ମଜବୁତ କରିବାରେ ହୋଇଥାଏ ସହାୟକ

ଶୀତଦିନେ ଫ୍ଲୁ କିମ୍ବା ସଂକ୍ରମଣର ପ୍ରସାର ହେବା ସାଧାରଣ । କିନ୍ତୁ ଯଦି ରୋଗ ପ୍ରତିରୋଧକ ଶକ୍ତି ଭଲ ହୁଏ, ତେବେ ହୁଏତ ଜଣେ ଅସୁସ୍ଥ ହୋଇନପାରନ୍ତି କିମ୍ବା ଅସୁସ୍ଥ ହେଲେ ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତି | ଯେହେତୁ ଏଥର କରୋନା ଭାଇରସ ଭଳି ମାରାତ୍ମକ ରୋଗ ସମଗ୍ର ବିଶ୍ୱରେ ବ୍ୟାପିଛି, ତେଣୁ…

ପାକିସ୍ତାନ ସହ ମିଶି ଭାରତକୁ ଏଭଳି ଝଟକା ଦେଲା ରୁଷ !

ରୁଷ ଏବଂ ପାକିସ୍ତାନର ନିକଟତରତା କ୍ରମାଗତ ଭାବେ ବୃଦ୍ଧି ପାଉଛି | ମିଳିତ ସାମରିକ ଅଭ୍ୟାସ ପାଇଁ ରୁଷର ଏକ ଦଳ ଗୁରୁବାର ଦିନ ପାକିସ୍ତାନରେ ପହଞ୍ଚିଛନ୍ତି। ପାକିସ୍ତାନ ଏବଂ ରୁଷର ସେନାର ଏହି ମିଳିତ ସାମରିକ ଅଭ୍ୟାସର ନାମ DRUHZBA-5 (ଧ୍ରୁଜବା) ରଖାଯାଇଛି | ପାକିସ୍ତାନ ସେନା ଟୁଇଟ୍…

ସାମ୍ନାକୁ ଆସିଲା ସାଇନାଙ୍କ ବାୟୋପିକରେ ପରିଣୀତିଙ୍କ ପ୍ରଥମ ଲୁକ

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଦୀର୍ଘ ଦିନ ହେବ ସାଇନା ନେହଓ୍ବାଲଙ୍କ ବାୟୋପିକକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଏବେ ଫିଲ୍ମର ପ୍ରଥମ ପୋଷ୍ଟର ଜାରି କରି ଦିଆଯାଇଛି ଯାହାକୁ ସାଇନା ନେହଓ୍ବାଲ୍ ନିଜେ ସୋସିଆଲ୍ ମିଡିଆ ଆକାଉଣ୍ଟ ଜରିଆରେ ସେୟାର କରିଛନ୍ତି।…

କାହିଁକି ୧.୧୭ କୋଟି ମୂଷାଙ୍କୁ ମାରିବାର ପ୍ରସ୍ତୁତି କରୁଛି ଏହି ଦେଶ ?

କରୋନା ପାଇଁ ନିରାପଦ ଏବଂ ପ୍ରଭାବଶାଳୀ ଟିକା ଆସିବାକୁ ଆହୁରି ବିଳମ୍ବ ଅଛି ଏବଂ ସେପର୍ଯ୍ୟନ୍ତ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଅନ୍ୟ ସତର୍କତା ଏବଂ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। କରୋନା ଦ୍ୱାରା ପ୍ରଭାବିତ ଅନେକ ଦେଶ ମଧ୍ୟ ଏହି ମହାମାରୀର ମୁକାବିଲା ପାଇଁ ନୂତନ ରଣନୀତି…

ନିଜ ଆଗାମୀ ଫିଲ୍ମ ଗଣପତର ମୋସନ ପୋଷ୍ଟର ସେୟାର କଲେ ଟାଇଗର ସ୍ରଫ

ବଲିଉଡ୍‌ ଆକ୍ସନ ଷ୍ଟାର୍‌ ଟାଇଗର ସ୍ରଫ୍‌ ଆଜି ସୋସିଆଲ ମିଡିଆରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ବିଷୟରେ ଘୋଷଣା କରିଛନ୍ତି। ଖୁବ୍‌ଶୀଘ୍ର ସେ ପୂଜା ଫିଲ୍ମସ୍‌ର ଚଳଚ୍ଚିତ୍ର ‘ଗଣପତ’ରେ ନଜର ଆସିବେ। ଆଜି ଟ୍ବିଟର୍‌ରେ ଏକ ମୋସନ୍‌ ପୋଷ୍ଟର୍‌ ସେୟାର କରି ‌ସେ ଲେଖିଛନ୍ତି, ଏହା ମୋ ପାଇଁ ଖୁବ୍‌…