ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ – ଜଣେ ଆତଙ୍କବାଦୀ ମୃତ
ଜମ୍ମୁ-କାଶ୍ମୀରରେ ବାନ୍ଧିପୁରାସ୍ଥିତ ହାଜିନ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍ୟରେ ପୁଣିଥରେ ସଂଘର୍ଷ ଘଟିଛି । ମିଳିଥିବା ସୂଚନା ମୁତାବକ ଆଜି ଭୋରୁ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା, ଯାହା ଫଳରେ ସୁରକ୍ଷାକର୍ମୀମାନେ ଜଣେ ଆତଙ୍କବାଦୀକୁ ନିପାତ…