ପ୍ରକାଶ ପାଇଲା ଆଇସିସି ଟି-୨୦ ବିଶ୍ୱକପ୍ ଖେଳ ସୂଚୀ


ଆଇସିସି ପକ୍ଷରୁ ଟି-୨୦ ବିଶ୍ୱକପ ୨୦୨୦ ଏବଂ ଆଇସିସି ମହିଳା ଟି-୨୦ ବିଶ୍ୱକପର ସୂଚୀ ଘୋଷଣା କରାଯାଇଛି । ପ୍ରଥମ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆରେ ଖେଳାଯିବାର ଅଛି । ଦୀର୍ଘ ୫ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପୁରୁଷ ଟି-୨୦ ବିଶ୍ୱକପ ୨୦୨୦ ୧୮ ଅକ୍ଟୋବରରୁ ଆରମ୍ଭ ହୋଇ ୧୫ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ସେହିଭଳି ଆଇସିସି ମହିଳା ଟି-୨୦ ବିଶ୍ୱକପ ୨୧ ଫେବୃଆରୀରୁ ୨୦୨୦ରୁ ଆରମ୍ଭ ହୋଇ ୮ ମାର୍ଚ୍ଚ ପର୍ଯ୍ୟନ୍ତା ଚାଲିବ ।
ଗ୍ରୁପ-୧
ପାକିସ୍ତାନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, କ୍ଲାଲିଫାୟର, କ୍ଲାଲିଫାୟର
ଗ୍ରୁପ-୨
ଭାରତ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, କ୍ଲାଲିଫାୟର, କ୍ଲାଲିଫାୟର

ତେବେ ଆସନ୍ତୁ ନଜର ପକାଇବା ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ସୂଚୀ ଉପରେ
ଅକ୍ଟୋବର ୨୪ – ଭାରତ ଏବଂ ଦକ୍ଷିଣ ଆଫ୍ରିକା (ପର୍ଥ)
ଅକ୍ଟୋବର ୨୯ – ଭାରତ ଏବଂ କ୍ଲାଲିଫାୟର ଏ ୨ (ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ)
ନଭେମ୍ବର ୧- ଭାରତ ଏବଂ ଇଂଲଣ୍ଡ (ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ)
ନଭେମ୍ବର ୫ – ଭାରତ ଏବଂ କ୍ଲାଲିଫାୟର ବି ୧ (ଏଡିଲେଡ ଓଭାଲ)
ନଭେମ୍ବର ୮ – ଭାରତ ଏବଂ ଆଫଗାନିସ୍ତାନ (ସିଡନୀ କ୍ରିକେଟ ଗ୍ରାଉଣ୍ଡ)
ସେମିଫାଇନାଲ
ନଭେମ୍ବର ୧୧- ପ୍ରଥମ ସେମିଫାଇନାଲ (ସିଡନୀ କ୍ରିକେଟ ଗ୍ରାଉଣ୍ଡ)
ନଭେମ୍ବର ୧୨- ଦ୍ୱିତୀୟ ସେମିଫାଇନାଲ (ଏଡିଲେଡ ଓଭାଲ)
ଫାଇନାଲ
ନଭେମ୍ବର ୧୫ – ଫାଇନାଲ (ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ)


Share It

Comments are closed.