Browsing Category

ମନୋରଞ୍ଜନ

୯ମ ଶୋ’କେଶ୍ ଓଡିଶା ଆୱାର୍ଡସ୍ ଦ୍ୱାରା ୪ ଜଣ ଓଡିଆ ସମ୍ମାନିତ

ଭୁବନେଶ୍ୱର: ଆଜି ହାଇଦ୍ରାବାଦର ବଞ୍ଜାରା ହିଲ୍‌ସସ୍ଥିତ ପାର୍କ ହୟାତ୍‌ଠାରେ ବହୁ ପ୍ରତିକ୍ଷୀତ ଶୋ’କେଶ ଓଡିଶା ଆୱାର୍ଡସ୍‌ର ୯ମ ସଂସ୍କରଣ ଉନ୍ମୋଚିତ ହୋଇଛି । ପ୍ରିଲ୍ୟୁଡ୍ ଦ୍ୱାରା ପରିକଳ୍ପିତ ଓ ପରିଚାଳିତ ଏହି ଗ୍ରାଣ୍ଡ ଇଭେଂଟ୍ ଏକ ଚମତ୍କାର ସଫଳତା ଥିଲା ଯାହା ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ…

କଙ୍ଗନା ରାଣାୱତଙ୍କୁ କାହିଁକି ଚାପୁଡ଼ା ମାରିବାକୁ ଚାହୁଁଛନ୍ତି ପାକିସ୍ତାନୀ ଅଭିନେତ୍ରୀ

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ନିଜର ଦମଦାର ଅଭିନୟ ଦ୍ୱାରା ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହା ସହ ଏହି ଅଭିନେତ୍ରୀ ନିଜ ବୋଲ୍ଡନେସ ପାଇଁ ମଧ୍ୟ ଜଣାଶୁଣା । ସେ ପ୍ରତ୍ୟେକ ପ୍ରସଙ୍ଗରେ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରନ୍ତି । ତେବେ ତାଙ୍କୁ…

ବକ୍ସ ଅଫିସରେ ପ୍ରଥମ ଦିନରେ ପଠାନର ରେକର୍ଡ ଭାଙ୍ଗିଲା ‘ଜବାନ’

ଶାହାରୁଖ ଖାନଙ୍କ 'ଜବାନ' ରିଲିଜ୍ ହେବାର ପ୍ରଥମ ଦିନରେ ବମ୍ପର ଆୟ କରି ଇତିହାସ ରଚିଛି। ଏହା ସହ 'ଜବାନ' ବଲିଉଡର ସବୁଠାରୁ ବଡ ଓପନର ଫିଲ୍ମ ପାଲଟିଛି । ଆଡଭାନ୍ସ ବୁକିଂର ପ୍ରଥମ ଦିନରୁ ଧମାଲ ମଚାଇଥିବା 'ଜବାନ'ର ପ୍ରଥମ ଦିନର ରୋଜଗାର ବିଷୟରେ କହିବାକୁ ଗଲେ ଶାହାରୁଖ ଖାନ ଏବଂ ନୟନତାରା…

ଓଡିଶାର ପ୍ରକୃତ ସ୍ଥାନଗୁଡିକରେ ସୁଟିଂ ହୋଇଛି ଦ ଜେଙ୍ଗାବୁରୁ ସିରିଜ୍

ଭୁବନେଶ୍ୱର : ଜାତୀୟ ଚଳଚିତ୍ର ପୁରସ୍କାର ବିଜେତା ନୀଳମାଧବ ପଣ୍ଡାଙ୍କ ପ୍ରଥମ ୱେବ୍ ସିରିଜ୍ ଏକ କ୍ଲାଇମେଟ୍ ଫିକ୍ସନ ଥ୍ରିଲର୍‌, ଦ ଜେଙ୍ଗାବୁରୁ କର୍ସ ପ୍ରାକୃତିକ ସଂଶାଧନ ଓ ଆଦିବାସୀ ଲୋକମାନଙ୍କ ବାସଭୂମିର ଅଧିକାରର ଶୋଷଣକୁ ଆଲୋକିତ କରୁଥିବା ଏକ କାହାଣୀ ଅଟେ । ଏହି ସିରିଜ୍‌ର ନିର୍ମାତା…

ଅଗଷ୍ଟ ୧୫ରେ ‘ହିନ୍ଦୁସ୍ତାନ ଜିନ୍ଦାବାଦ’ର ନାରା ସହିତ ଇତିହାସ ରଚିଲା ‘ଗଦର-୨’:…

ସନ୍ନି ଦେଓଲଙ୍କ ଫିଲ୍ମ 'ଗଦର-୨' ବକ୍ସ ଅଫିସରେ ଝଡ଼ ସୃଷ୍ଟି କରିଛି। ମୁକ୍ତିଲାଭର ପ୍ରଥମ ଦିନରୁ ଏହି ଫିଲ୍ମକୁ ଦର୍ଶକଙ୍କ ଠାରୁ ଭଲ ରେସପନ୍ସ ମିଳୁଛି । 'ଗଦର-୨'ର ଓପନିଂ ୱିକେଣ୍ଡ ମଧ୍ୟ ଜବରଦସ୍ତ ଥିଲା ଏବଂ ସପ୍ତାହାନ୍ତରେ ମଧ୍ୟ ଚଳଚ୍ଚିତ୍ରଟି ବହୁତ ନୋଟ୍ ଛପାଉଛି। ଅଗଷ୍ଟ ୧୫ ରେ…

ଦ ଜେଙ୍ଗାବୁରୁ କର୍ସ’ର ସୁଟିଂ ପାଇଁ ଖଣିର ୫୦୦ ଫୁଟ୍ ଭିତରକୁ ଯାଇଥିବା ପ୍ରକାଶ କରିଛନ୍ତି ଫାରିଆ ଅବ୍ଦୁଲ୍ଲା

ଭୁବନେଶ୍ୱର : ଚଳଚିତ୍ର ନିର୍ମାତାମାନେ କଷ୍ଟୁ୍ୟମ୍ ହେଉ କିମ୍ବା ମେକ୍ଅପ୍, ଭାଷା କିମ୍ବା ସେମାନ ସୁଟ୍ କରୁଥିବା ସ୍ଥାନ, ନିଜ କାର୍ଯ୍ୟକୁ ବାସ୍ତବ ରୂପ ଦେବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ଯେତେବେଳେ କୌଣସି ସ୍ଥାନ କିମ୍ବା ପୃଷ୍ଠଭୂମି ପ୍ରାସଙ୍ଗିକ ହୋଇଥାଏ, ସେତେବେଳେ ଏହା ଏକ…

ବକ୍ସ ଅଫିସରେ ଦମଦାର କଲେକ୍ସନ କରୁଛି ‘ଗଦର-୨’: ଭାଙ୍ଗିଲା ‘ପଠାନ୍’ ଓ…

୨୦୦୧ରେ 'ଗଦର ଏକ ପ୍ରେମ କଥା'ର ୨୨ ବର୍ଷ ପରେ ଏହାର ସିକ୍ୱେଲ 'ଗଦର-୨' ଚଳିତ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ପ୍ରଥମ ଦିନରୁ ଏହି ଫିଲ୍ମକୁ ପ୍ରେକ୍ଷାଳୟରେ ବହୁତ ଦର୍ଶକ ଆସୁଛନ୍ତି । ଏହା ସହିତ ଏହି ଫିଲ୍ମରେ ନୋଟ୍ ମଧ୍ୟ ଜୋରଦାର ଛପାଯାଉଛି । ଫିଲ୍ମର ରୋଜଗାର ବିଷୟରେ…

ବର୍ଷର ଦ୍ବିତୀୟ ଶ୍ରେଷ୍ଠ ଓପନର ପାଲଟିଲା ‘ଗଦର-୨’, ତାଲିକାରେ ଓଏମଜି-୨ ସମେତ ଏହି ସବୁ ସିନେମା…

ଠିକ୍ ବର୍ଷକ ତଳେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ସର୍ବନିମ୍ନ ସ୍ତରରେ ଥିଲା। 'ଲାଲ ସିଂହ ଚଢ଼ା' ଏବଂ 'ରକ୍ଷା ବନ୍ଧନ' ଭଳି ବଡ଼ ଷ୍ଟାର କାଷ୍ଟ ଥିବା ଫିଲ୍ମ ବକ୍ସ ଅଫିସରେ ଭୁଶୁଡ଼ି ପଡ଼ିଥିଲା। ବର୍ଷକ ପରେ ପଠାନ ଓ ଏବେ 'ଗଦର-୨' ଓ 'ଓମଜି-୨' ପୁଣି ଥରେ ବଲିଉଡ୍ କୁ ବକ୍ସ ଅଫିସ୍ ରେ ଚମତ୍କାର…

ପୁଣି ବଡ଼ ପରଦାକୁ ଆସୁଛନ୍ତି ପ୍ରଫୁଲ୍ଲ ଓ ହଂସା, ରିଲିଜ୍ ହେଲା ଖିଚଡ଼ି-୨ର ମଜାଦାର ଟିଜର, ଏହି ଦିନ ରିଲିଜ୍ ହେବ…

ଲେଖକ ତଥା ନିର୍ଦ୍ଦେଶକ ଆତୀଶ କପାଡିଆଙ୍କ ସିଟକମ୍ 'ଖିଚଡି' ପ୍ରଥମେ ସେପ୍ଟେମ୍ବର ୨୦୦୨ରେ ଟିଭିରେ ପ୍ରସାରିତ ହୋଇଥିଲା। ଏହି ସିଟକମ ଖୁବ ଶୀଘ୍ର ଏହାର ହାସ୍ୟ ଶୈଳୀ ଏବଂ ଦମଦାର କାଷ୍ଟ କାରଣରୁ ଦର୍ଶକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଥିଲା । ସୋ'ରେ ହଂସା ପାରେଖ ଭୂମିକାରେ ସୁପ୍ରିୟା ପାଠକ…

ସୀମାଙ୍କ ମୁଣ୍ଡରେ ସିନ୍ଦୁର ଭରିଲେ ପ୍ରେମିକ ସଚିନ

ସୀମା ହାଇଦର ପାକିସ୍ତାନରୁ ଭାରତ ଆସିବା ଦିନଠାରୁ ସେ ଗୋଟିଏ କାରଣ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ଏବେ ପୁଣିଥରେ ସୀମା ଏବଂ ସଚିନଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓରେ ସନି ଦେଓଲ ଅଭିନୀତ ଗଦର ଫିଲ୍ମର ଗୀତ ମଧ୍ୟ ଭିଡ଼ିଓରେ ବାଜୁଥିବା ଦେଖିବାକୁ ମିଳିଛି। ଏକ…