ମା’ଲକ୍ଷ୍ମୀଙ୍କ ଆଶିଷ ଲାଭ କରିବା ପାଇଁ ହୋଲିରେ କରନ୍ତୁ ଏହି ଉପାୟ

ପାଖେଇ ଆସୁଛି ହୋଲି। ଏହି ଦିନ ମା’ଲକ୍ଷ୍ମୀଙ୍କୁ ଧଳା ରଙ୍ଗର କିଛି ନିର୍ଦ୍ଦିଷ୍ଟ ଜିନିଷ ଅର୍ପଣ କରିବା ଦ୍ୱାରା ଘରେ ଧନବୃଦ୍ଧି ହୋଇଥାଏ। ଘରେ ବର୍ଷଯାକ ଧନର ଅଭାବ ରହିନଥାଏ। ମାନ୍ୟତା ଅନୁଯାୟୀ, ହୋଲି ଦିନ ମା’ଲକ୍ଷ୍ମୀଙ୍କୁ ଏକ ବିଶେଷ ଧଳା ରଙ୍ଗର ଜିନିଷ ଅର୍ପଣ କରିବା ଅତ୍ୟନ୍ତ ଶୁଭଦାୟକ।…

ଭାଇରାଲ ହେବାରେ ଲାଗିଛି ରୋହିତ ଏବଂ ପାଣ୍ଡ୍ୟାଙ୍କ ମଧ୍ୟରେ ଲଢେଇର ଭିଡିଓ

ଗତ ରବିବାର ଦିନ ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜୁରାଟ ଏବଂ ମୁମ୍ବାଇ ମଧ୍ୟୟରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ, ଗୁଜୁରାଟ ଠାରୁ ମାତ୍ର ୬ ରନରେ ପରାଜୟ ବରଣ କରିଥିଲା । ମୁମ୍ବାଇର ଅଧିନାୟକ ଭାବେ ଏହା ପାଣ୍ଡ୍ୟାଙ୍କ ପ୍ରଥମ ମ୍ୟାଚ ହୋଇଥିବାବେଳେ ଷ୍ଟାଡିୟମରେ ଥିବା…

ମହୁଆ ମୈତ୍ରଙ୍କ ଘରେ ସିବିଆଇ ଚଢାଉ

ତୃଣମୂଳ କଂଗ୍ରେସ ତଥା ପୂର୍ବତନ ସାଂସଦ ମହୁଆ ମୈତ୍ରଙ୍କ ଘରେ ସିବିଆଇ ଚଢାଉ ହୋଇଛି । କୋଲକତାରେ ଥିବା ତାଙ୍କ ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରେ ତଦନ୍ତକାରୀ ସଂସ୍ଥା ଚଢାଉ କରିଛି । ଲୋକପାଳଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନେଇଛି ସିବିଆଇ । ଟଙ୍କା ପାଇଁ ପ୍ରଶ୍ନ ମାମଲାରେ ଗୁରୁବାର…

ରୋଗ, କଷ୍ଟରୁ ମୁକ୍ତି ପାଇବା ପାଇଁ ସଙ୍କଟମୋଚନ ହନୁମାନଙ୍କୁ ଭୋଗରେ ଚଢାନ୍ତୁ ଏହି ଜିନିଷ

ପ୍ରଭୁ ହନୁମାନଙ୍କୁ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଅନନ୍ୟ ଭକ୍ତ ବୋଲି କୁହାଯାଏ। ପ୍ରଭୁ ହନୁମାନଙ୍କୁ ପୂଜା କଲେ ପ୍ରଭୁ ଶ୍ରୀରାମ ମଧ୍ୟ ପ୍ରସନ୍ନ ହୋଇଥାଆନ୍ତି। ପ୍ରଭୁ ହନୁମାନଙ୍କ ପୂଜା କରିବା ଦ୍ୱାରା ରୋଗ,ଦୁଃଖ,ଭୟର ନାଶ ହୋଇଥାଏ। ପ୍ରଭୁଙ୍କ ପୂଜା କରିବା ସମୟରେ ହନୁମାନ ଚାଳିଶା,…

ଆସନ୍ତା ମାସେ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତିଙ୍କ ଉପରେ ହେବ ଧନର ବର୍ଷା

ବୈଦିକ ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଯାହାକି ରାଶି ଚକ୍ରରେ ଥିବା ସମସ୍ତ ୧୨ଟି ରାଶି ଉପରେ ପ୍ରଭାବ ପକାଇଥାଏ। ଏହି କ୍ରମରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବ ପ୍ରତ୍ୟକ ମାସରେ ନିଜ ରାଶି ପରିବର୍ତ୍ତନ କରିଥାଆନ୍ତି ।…

ଅରେଞ୍ଜ ହୁଇଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ ପକ୍ଷରୁ ଭୁବନେଶ୍ୱରଠାରେ ଅତ୍ୟାଧୁନିକ କ୍ଲିନିକ୍ ଉଦ୍‌ଘାଟିତ

ଭୁବନେଶ୍ୱର : ଶ୍ରବଣ ସମ୍ପର୍କିତ ସ୍ୱାସ୍ଥ୍ୟସେବା ଶିଳ୍ପରେ ଏକ ଅଗ୍ରଣୀ ସଂସ୍ଥା ଓ ସିଗନିଆ ଶ୍ରବଣ ଯନ୍ତ୍ରର ଏକ ସ୍ୱୀକୃତିପ୍ରାପ୍ତ ବିତରକ ଭାବେ ପ୍ରତିଷ୍ଠିତ ଅରେଞ୍ଜ ହୁଇଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ର ନୂତନ ଶ୍ରବଣ ଓ ସ୍ପିଚ୍ କ୍ଲିନିକ୍ ଭୁବନେଶ୍ୱରଠାରେ ଉଦ୍‌ଘାଟିତ ହୋଇଯାଇଛି ।…

ରାଶି ଅନୁଯାୟୀ ଏହି ରଙ୍ଗରେ ଖେଳନ୍ତୁ ହୋଲି ଶୁଭମୟ ହେବ ଦିନ

ଚଳିତ ବର୍ଷ ୨୦୨୪ର ହୋଲିକୁ ଆଉ ଅଳ୍ପ ଦିନ ବାକି ରହିଛି। ହୋଲି ରଙ୍ଗର ପର୍ବ। ଏହି ଦିନ ପରସ୍ପରକୁ ରଙ୍ଗ ଲଗାଇ ଶୁଭେଚ୍ଛା ଓ ଶୁଭ କାମନା ଜଣାଇ ଥାଆନ୍ତି। ହୋଲିରେ ରାଶି ଅନୁଯାୟୀ ଆପଣଙ୍କ ପାଇଁ ଶୁଭ ରଙ୍ଗ କ’ଣ ଜାଣନ୍ତୁ। ରାଶି ଅନୁଯାୟୀ ରଙ୍ଗ ଖେଳିବା ଦ୍ୱାରା ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ।…

ଜାପାନରେ ୫.୩ ତୀବ୍ରତାର ଭୂକମ୍ପ, ଅଳ୍ପକେ ବର୍ତ୍ତିଲେ ଏସ.ଏସ ରାଜାମୌଲୀ ଓ ପୁଅ କାର୍ତ୍ତିକେୟ

ସାଉଥ୍‍ ସିନେମାର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଏସ୍‍.ଏସ୍‍ ରାଜାମୌଲି ତାଙ୍କ ପୁଅ ଏସ୍‍ କାର୍ତ୍ତିକେୟଙ୍କ ସହ ଗତ କିଛି ଦିନ ହେବ ଜାପାନରେ ରହିଛନ୍ତି । ଆରଆରଆର ର ସ୍କ୍ରିନିଂ ପାଇଁ ଜାପାନରେ ପହଂଚିଥିଲେ ରାଜାମୌଲି । ମାର୍ଚ୍ଚ ୨୧ ଗୁରୁବାର ଦିନ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା ।…

କେଜ୍ରିୱାଲଙ୍କ ପୂର୍ବରୁ ଏହି ସମସ୍ତ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଗିରଫ

ଆମ୍ ଆଦମୀ ପାର୍ଟି ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁରୁବାର ଦିନ ତାଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ଏକ ଟିମ୍ ଗିରଫ କରିଛି। ଆଜି କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯିବ। ପ୍ରଥମ ଥର ପାଇଁ ଦେଶରେ ଜଣେ ମୁଖ୍ୟମନ୍ତ୍ରୀ କାର୍ଯ୍ୟରତ ଥିବାବେଳେ ତାଙ୍କୁ ଗିରଫ…

ଆଜିଠାରୁ ଆରମ୍ଭ ହେବ ଆଇପିଏଲ ୨୦୨୪ ସଂସ୍କରଣ

ଆଜିଠୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଆଇପିଏଲ୍ ୨୦୨୪। ପ୍ରଥମ ମ୍ୟାଚ୍‌ରେ ସାମ୍ନାସାମ୍ନି ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗ୍ସ। ଆଜି ସନ୍ଧ୍ୟା ୮ଟାରେ ଏହି ୨ଟି ମୁହାଁମୁହିଁ ହେବେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ତରଫରୁ ଫାଫ ଡ୍ୟୁ ପ୍ଲେସିସ୍…