ଫ୍ରଷ୍ଟ ଫ୍ରି ରେଫ୍ରିଜେରେଟର ଉପରେ ସାମସଙ୍ଗର ଆକର୍ଷଣୀୟ ଡିଲାଇଟ ଅଫର

ଭାରତର ସର୍ବବୃହତ୍ ଓ ବିଶ୍ୱସନୀୟ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ଓ ସ୍ମାର୍ଟଫୋନ୍ ବ୍ରାଣ୍ଡ ସାମ୍‌ସଙ୍ଗ ପକ୍ଷରୁ ଆଜି ଏହାର ଫ୍ରଷ୍ଟ୍ ଫ୍ରି ରେଞ୍ଜ୍‌ର ରେଫ୍ରିଜରେଟର୍ ଉପରେ ଆକର୍ଷଣୀୟ ସାମ୍‌ସଙ୍ଗ୍ ଡିଲାଇଟ୍ ଅଫର୍ ଘୋଷଣା କରାଯାଇଛି । ଏହି ଅଫର୍ ଆସନ୍ତା ମାର୍ଚ୍ଚ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ…

ବିମାନ ଭିତରେ ଉଡ଼ିଲା ପାରା, ଯାତ୍ରୀମାନେ କଲେ ହଙ୍ଗାମା

ଅହମ୍ମଦାବାଦରୁ ଜୟପୁର ଯାଉଥିବା ଏୟାର ଇଣ୍ଡିଆ ବିମାନରେ ହଙ୍ଗାମା ଆରମ୍ଭ ହୋଇଗଲା, ଯେତେବେଳେ ଏହାର ଲଗେଜ୍ କେଶ୍ ମଧ୍ୟରୁ ଏକ ପାରା ବାହାରିଥିଲା । ଶୁକ୍ରବାର ଏୟାର ଇଣ୍ଡିଆର ବିମାନ ଜି୮-୭୦୨ ଅହମ୍ମଦାବାଦରୁ ଜୟପୁରକୁ ଉଡ଼ାଣ ଭରୁଥିଲା । ଯେତେବେଳେ ପାଇଲଟ୍ ଆକାଶ ମାର୍ଗରେ ଉଡ଼ାଣ ଭରିବାକୁ…

ଟି୨୦କ୍ରିକେଟ୍‌ ବିଶ୍ୱକପରେ ଭାରତୀୟ ମହିଳାଙ୍କ ବିଜୟ ଅଭିଯାନ ଜାରି

ଭାରତ-ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ଆଜିର କ୍ରିକେଟ୍ ମ୍ୟାଚ୍‌ରେ ଭାରତ ଶ୍ରୀଲଙ୍କାକୁ ୭ଟି ୱିକେଟ୍‌ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦଳ ୨୦ ଓଭର ମଧ୍ୟରେ ୯ଟି ୱିକେଟ୍ ପତନରେ ମାତ୍ର ୧୧୩ ରନ୍ କରିବାରେ ସକ୍ଷମ ହୋଇଥିଲା । ଭାରତୀୟ ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂରେ…

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଗୋଆ ଷ୍ଟ୍ରାାଇକରଙ୍କ ଚମକ

ଗୋଟିଏ ଗତିରୋଧ ମଧ୍ୟରେ ଖେଳ ଅଟକିଯିବା ସହିତ, ଏକ ଘଣ୍ଟାରୁ ଅଧିକ ସମୟର ଖେଳ ପରେ ଗୋଆ ୟୁନସିଭର୍ସିଟିର ମୁଖ୍ୟ ଏବଂ ସମର୍ଥନ ସଦସ୍ୟମାନେ ଚିନ୍ତିତ ହେବାର ସମସ୍ତ କାରଣ ରହିଥିଲା । ସେମାନେ ପ୍ରିୟ ହୋଇପାରନ୍ତି କିନ୍ତୁ ସେମାନେ ଆୟୋଜନକାରୀ କିଟ ବିପକ୍ଷରେ ମଧ୍ୟ ଠିଆହୋଇଥିଲେ ଏବଂ ଏପରି…

ବଜାରକୁ ଆସିଲା ମାରୁତି ସୁଜୁକିର ସମ୍ପୂର୍ଣ୍ଣ ଶକ୍ତିଶାଳୀ ଏବଂ ଷ୍ଟାଇଲିଷ୍ଟ ଭିଟାରା ବ୍ରିଜା

ଅଟୋ ଏକ୍ସପୋ ୨୦୨୦ରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଏହାର ନୂତନ କାର୍ ଭିଟାରା ବ୍ରିଜାର ଉନ୍ମୋଚନ କରାଯିବା ସହିତ ଏହାର ମୂଲ୍ୟ ଘୋଷଣା କରାଯାଇଛି । ଏହାର ନୂତନତମ ଫର୍ମରେ କମ୍ପାକ୍ଟ ଏସ୍‌ୟୁଭି ଭିଟାରା ବ୍ରିଜା ଉନ୍ନତ ସ୍ପୋର୍ଟିନେସ୍‌, ବୋଲ୍ଡର୍ ଲୁକ୍‌, ମଜଭୁତ ଉପସ୍ଥିତି,…

ଜାତୀୟ ସ୍ତରରେ ୫୦ତମ ପଦକ ଜିତିଲେ ଗୁଜରାଟ ୟୁନିଭର୍ସିଟିର ସ୍ୱିମର୍ କଲ୍ୟାଣୀ ସକ୍ସେନା

ଆଜି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଗୁଜରାଟ ସ୍ୱିମର୍ କଲ୍ୟାଣୀ ସକ୍ସେନା ଜାତୀୟ ସ୍ତରରେ ୫୦ତମ ପଦକ ଜିତି ଏକ ସ୍ୱତନ୍ତ୍ର ବ୍ୟକ୍ତିଗତ ଉପଲବ୍ଧି ହାସଲ କରିଛନ୍ତି । ମାତ୍ର ୨୦ ବର୍ଷ ବୟସର କଲ୍ୟାଣୀ ପୁନେରେ ଆୟୋଜିତ ହୋଇଥିବା ୨୦୧୯ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଗୁଜରାଟ ପାଇଁ ପ୍ରଥମ…

ଜାଣନ୍ତୁ ଇୟୁରୋପର କିଛି ସୁନ୍ଦର ଗ୍ରାମ ବିଷୟରେ, ଯାହାକି ଆପଣଙ୍କୁ ସ୍ୱର୍ଗଭଳି ଅନୁଭବ ଦେବେ

ଇୟୁରୋପୀୟମାନଙ୍କର ସଂସ୍କୃତି ଓ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ସ୍ୱତନ୍ତ୍ର ଅଟନ୍ତି । ସେଥିପାଇଁ ସାରା ବିଶ୍ୱରୁ ଅନେକ ଭ୍ରମଣକାରୀ ଇୟୁରୋପକୁ ସେମାନଙ୍କ ଛୁଟିଦିନ କଟାଇବାକୁ ଯାଇଥାଆନ୍ତି । ସାଧାରଣତଃ ସମସ୍ତେ ଇୟୁରୋପ ଭ୍ରମଣରେ ରୋମ୍‌, ପ୍ୟାରିସ, ଲଣ୍ଡନ କିମ୍ବା ବର୍ଣ୍ଣିଲ୍ ଭଳି ସହରମାନଙ୍କୁ…

ଦର୍ଶକଙ୍କ ହୃଦୟ ଛୁଇଁ ପାରିଲାନି ଆୟୁସ୍ମାନଙ୍କ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଓ ବିକ୍କିଙ୍କ ‘ଭୂତ୍‌’

ବଲିଉଡ଼ ଅଭିନେତା ଆୟୁସ୍ମାନ ଖୁରାନାଙ୍କ ଅଭିନିତ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଓ ବିକ୍କି କୌଶଲଙ୍କ ଅଭିନିତ ‘ଭୂତ୍‌’ ଫିଲ୍ମ ଏପର୍ଯ୍ୟନ୍ତ ଦର୍ଶକମାନଙ୍କ ହୃଦୟସ୍ପର୍ଶୀ ହୋଇପାରିନାହିଁ । କାରଣ ଏହି ଦୁଇଟି ରିଲିଜ ହେବାର ପାଞ୍ଚ ଦିନ ଅତିକ୍ରମ କରିଗଲେ ମଧ୍ୟ ବକ୍ସ ଅଫିସ୍‌ରେ ଏମାନେ ଭଲ…

ପୁନେ ୟୁନିଭର୍ସିଟିକୁ ଶୀର୍ଷରେ ପହଂଚାଇଲେ ସାଧ୍ୱୀ ଧୁରୀ

ଆଜି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୦ରେ ସ୍ୱିମର୍ ସାଧ୍ୱୀ ଧୁରୀ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ସାବିତ୍ରୀବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟକୁ ୭ଟି ସ୍ୱର୍ଣ୍ଣ ଓ ୧୪ଟି ମେଡାଲ ସହ ତାଲିକାର ଶୀର୍ଷରେ ପହଂଚାଇଛନ୍ତି । ଏଥିସହିତ ମିହିର ଆମ୍ବ୍ରେ ନିଜର ୨ୟ ଟାଇଟଲ ଜିତିଛନ୍ତି ।…

ଆସିଗଲା ବିଗ୍‌ବଜାରର ‘ଦି ଗ୍ରେଟ୍ ଏକ୍ସଚେଞ୍ଜ’ ଅଫର

ଭାରତର ଅଗ୍ରଣୀ ହାଇପର୍ ମାର୍କେଟ ସୃଙ୍ଖଳ ବିଗ୍ ବଜାର ପକ୍ଷରୁ ‘ଦି ଗ୍ରେଟ୍ ଏକ୍ସଚେଞ୍ଜ’ ଅଫରର ଘୋଷଣା କରାଯାଇଛି । ଏହି ଅଫର ସମୟରେ ଗ୍ରାହକମାନେ ସେମାନଙ୍କ ପୁରୁଣା ଜିନିଷକୁ ବଦଳ କରି ଆକର୍ଷଣୀୟ ରିହାତି କୁପନ ମାଧ୍ୟମରେ ନୂତନ ଜିନିଷ କ୍ରୟ କରିପାରିବେ । ଯେପରିକି ପୁରୁଣା ଖବରକାଗଜ ପାଇଁ…