ଭଲ ଖବର : ରାଜ୍ୟରେ ପୁଣି ସୁସ୍ଥ ହେଲେ ୭୯ ଆକ୍ରାନ୍ତ


ରାଜ୍ୟ ଲାଗି ଏକ ଆସ୍ୱସ୍ତିକର ଖବର। ରାଜ୍ୟରେ ପୁଣି ୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନେ ହେଲେ ଗଞ୍ଜାମ ଜିଲ୍ଲାରୁ ୧୧, ଯାଜପୁରରୁ ୫, ବାଲେଶ୍ୱରରୁ ୧୭, କଟକରୁ ୪, ଭଦ୍ରକରୁ ୨୮, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୨, ବଲାଙ୍ଗୀରରୁ ୨ ଏବଂ ପୁରୀରୁ ୭ ଜଣ ଅଛନ୍ତି। ରାଜ୍ୟରେ ମୋଟ୍ ୮୧୨ ଜଣ କରୋନା ସଂକ୍ରମିତି ସୁସ୍ଥ ହୋଇଛନ୍ତି।

ତେବେ ରାଜ୍ୟରେ ମୋଟ ୧୫୯୩ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଅନ୍ୟସୁସ୍ଥଙ୍କ ସଂଖ୍ୟାରେ ବୃଦ୍ଧି ଘଟି ଏହାର ୮୧୨ରେ ଆସି ପହଞ୍ଚିଛି ।


Share It

Comments are closed.