କରୋନାରେ ଆକ୍ରାନ୍ତ ହେଲେ ସାହାରାଶ୍ରୀ ସୁବ୍ରତ ରଏ ସାହାରା


ଭୁବନେଶ୍ୱର: ସାହାରା ଇଣ୍ଡିଆ ପରିବାରର ମ୍ୟାନେଜିଙ୍ଗ ୱର୍କର ଓ ଅଧ୍ୟକ୍ଷ ସାହାରାଶ୍ରୀ ସୁବ୍ରତ ରଏ ସାହାରା କୋଭିଡ-୧୯ରେ ଆକ୍ରାନ୍ତ ହୋଇଛନ୍ତି । ବର୍ତମାନ ସାରା ବିଶ୍ୱରେ ବଢ଼ିଚାଲିଥିବା କରୋନା ମାମଲାକୁ ଦେଖି ବର୍ତମାନଭଳି ପରିସ୍ଥିତିରେ ନିଜେ ସୁରକ୍ଷିତ ରହିବା ସହିତ ଆମ ଚତୁଃପାଶ୍ୱର୍ରେ ଥିବା ଲୋକମାନଙ୍କ ଯତ୍ନ ନେବା ଆମର ପ୍ରାଥମିକତା ହେବା ଉଚିତ ବୋଲି ସେ ସଭିଙ୍କୁ ଅନୁରୋଧ କରି କହିଛନ୍ତି ।


Share It

Comments are closed.