ବିହାରରେ ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିବା ଘଟଣା


ବିହାରର ମୁଖ୍ୟ ମନ୍ତ୍ରୀ ନିତିଶ କୁମାର ବିଜେପ ସହିତ ନିଜର ମେଣ୍ଟ ଭାଙ୍ଗିବାର ସୂଚନା ଦେଇଛନ୍ତି । ବିହାରରେ ନିତିଶ କୁମାର ବିଜେପି-ଜେଡିୟୁ ମେଣ୍ଟ ଭଙ୍ଗନ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆଜି ଅପରାହ୍ନ ୪ଟା ବେଳେ ନିତିଶ କୁମାର ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟିବାର ଆୟୋଜନ ରହିଛି । ଜେଡିୟୁର ହାତ ଛାଡି ନିତିଶ କୁମାର ଆରଜେଡିକୁ ସାଥି କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଆରଜେଡି ଏବଂ କଂଗ୍ରେସକୁ ଦଳ ଗଢିପାରନ୍ତି ନିତିଶ କୁମାର ।
ବିଜେପି-ଜେଡିୟୁ ମହାଗଠବନ୍ଧନ ୨୦୧୭ରେ ହୋଇଥିଲା ।


Share It

Comments are closed.