ପରଲୋକରେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତ ମୁଲାୟନ୍ ସିଂହ ଯାଦବ


ସମାଜବାଦୀ ପାର୍ଟିର ପ୍ରତିଷ୍ଠାତ ମୁଲାୟନ୍ ସିଂହ ଯାଦବ ଦେହାନ୍ତ। ମେଦାନ୍ତ ହସ୍ପିଟାଲରେ ୮୨ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ଅଖିଳେଶ ଯାଦବ ସୂଚନା ଦେଇଛନ୍ତି। ଗତ ୧୦ ଧରି ସେ ହସ୍ପିଟାଲର ଚିକିତ୍ସିତ ହେଉଥିଲେ ।

ଆଇସିୟୁ ଲାଇଫ ସପୋର୍ଟ ସିଷ୍ଟମରେ ଚାଲିଥିଲା ତାଙ୍କର ଚିକିତ୍ସା । ଦୀର୍ଘଦିନ ଧରି ସେ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ସୋମବାର ସକାଳ ପ୍ରାୟ ସାଢେ ୮ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ପରେ ତାଙ୍କ ସମର୍ଥକ ତଥା ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।


Share It

Comments are closed.