ଟିକଟକ ବ୍ୟାନ ହେବା ପରେ ସୋସିଆଲ ମିଡିଆରେ ଟିକଟକ ୟୁଜର୍ସଙ୍କ ମଜାକ୍ ଉଡ଼ାଉଛନ୍ତି ଲୋକେ, ଦେଖନ୍ତୁ ଏହି ଭାଇରାଲ ଫନି ମିମ୍‌ସ..


ଭାରତ ସରକାରଙ୍କ ପକ୍ଷରୁ ଚୀନର ୫୯ଟି ଆପ୍ ବ୍ୟାନ କରିବା ନିଷ୍ପତି ଚୀନକୁ ଏକ ବଡ଼ ଝଟକା ଦେଇଛି । ଯେଉଁଥିରେ ସବୁଠାରୁ ଲୋକପ୍ରିୟ ଆପ୍ ଟିକ୍‌ଟକ୍ ମଧ୍ୟ ସାମିଲ ରହିଛି । ଭାରତ-ସୀମା ବିବାଦ ପରଠାରୁ ହିଁ ଟିକ୍‌ଟକ୍‌କୁ ବ୍ୟାନ କରିବାର ନାରା ଜୋର ଧରିଥିଲା । ଯେମିତି ହିଁ ଏହି ଖବର ଆସିଲା ସୋସିଆଲ ମିଡିଆରେ ମିମ୍ସ ଭାଇରାଲ ହେବା ଆରମ୍ଭ ହୋଇଯାଇଛି । ଚାଲନ୍ତୁ ଆପଣଙ୍କୁ ଦେଖାଉଛୁ ଏଭଳି କିଛି ଫନି ମିମ୍ସ ।
ଏବେ କିଛି କହିବା ଦରକାର ରହିଛି? ଲୋକମାନେ ଟିକଟକର ଅର୍ଥି ଉଠାଇନେଇଛନ୍ତି ..


ମାମଲା ଏତେ ଆଗକୁ ବଢ଼ିଯାଇଛି ଯେ ଏବେ ଏହା ଟ୍ରେଣ୍ଡ କରିବାରେ ଲାଗିଛି ।


ଆଗ ଏସି ଲଗାଇ ମଜା ଆ ଗୟା..


ନିଜର ଅସଲି କାମକୁ ଫେରିଲେ ଟିକଟକ ୟୁଜର୍ସ..


ଭାରତ ସରକାର ସ୍ପଷ୍ଟ କହିଛନ୍ତି ଯେ ଏହି ଆପଗୁଡ଼ିକ ଦେଶର ସୁରକ୍ଷା ଏବଂ ଏକତା ପ୍ରତି ବିପଦ ହୋଇ ରହିଛନ୍ତି ,ସେଥିପାଇଁ ଏଗୁଡ଼ିକୁ ବ୍ୟାନ କରାଯିବାର ନିଷ୍ପତି ନିଆଯାଇଛି ।


Share It

Comments are closed.